Search for:
  • Home/
  • ରାଜ୍ୟ/
  • ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଶୋକସଭା

ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଶୋକସଭା

Spread the love

Loading

ଭୁବନେଶ୍ୱର:ଆଜି ଭୁବନେଶ୍ଵର ମଧ୍ଯ ନିର୍ବାଚନ ମଣ୍ଡଳୀରେ ଅଲ ଓଡ଼ିଶା କାଉନସିଲର ଓ କର୍ପୋରେଟର ୱେଲଫେୟାର ଟ୍ରଷ୍ଟ ଓ ୱି ଫର୍ ଭୂବନେଶ୍ବର ମିଳିତ ଆନୁକୁଲ୍ୟରେ ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଏକ ଶୋକସଭା ୟୁନିଟ୧ ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ବର୍ଗତ ଶ୍ୟାମ ନନାଙ୍କୁ ଗଭୀର ଭକ୍ତିପୂତ ଶ୍ରଦ୍ଧାଞଳୀ, ଦୀପଦାନ, ସ୍ମୃତି ଚାରଣ କରିବା ସହ ଶୋକ ସନ୍ତପ୍ତ ପରିବାରବର ମଙ୍ଗଳ କାମନା କରିଥିଲୁ। ଏଥିରେ ବୁଦ୍ଧୁରାମ ସାହୁ,ରମାନାଥ ସାମନ୍ତରାୟ,ଅଜୟ ହରିଚନ୍ଦନ, ପଦ୍ମନାଭ ଦାସ,ଆଶିଷ ପଟ୍ଟନାୟକ, ସଂଯୁକ୍ତା ମହାନ୍ତି, ଉମାନାଥ ମିଶ୍ର, ନରେନ୍ ସାହୁ ରାମଚନ୍ଦ୍ର ପ୍ରଧାନ, ଗୁରୁଚରଣ ସହୁ,ପ୍ରତାପ ସାହୁ,ମମତା ସାହୁ,ମଞ୍ଜୁଲତା ପ୍ରଧାନ, ଟନ ମହାନ୍ତି, ଲିଟୁ ବଡଜେନ ,ସତ୍ଯ ବ୍ରତ ପାତ୍ର ଓ ଶୁସାନ୍ତ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

Leave A Comment

All fields marked with an asterisk (*) are required