Search for:
  • Home/
  • Month: February 2024

ସ୍ଵତନ୍ତ୍ର ଆକର୍ଷଣ ସାଜିବ ରାତ୍ରୀକାଳୀନ ବଜାର ‘ଏକାମ୍ର ହାଟ’

ସ୍ଵତନ୍ତ୍ର ଆକର୍ଷଣ ସାଜିବ ରାତ୍ରୀକାଳୀନ ବଜାର ‘ଏକାମ୍ର ହାଟ’ ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକାମ୍ର ଉତ୍ସବରେ ଚଳିତବର୍ଷ ପୁଣି ଫେରିବ ରାତ୍ରିକାଳୀନ ବଜାର ‘ଏକାମ୍ର ହାଟ’। ସ୍ଥାନୀୟ କାରୀଗରଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର କୋଣ ଅନୁକୋଣରେ ଥିବା ସେମାନଙ୍କ ହାତ ତିଆରି ଜିନିଷ ଗ୍ରାହକଙ୍କ ପାଖେ ପହଞ୍ଚିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଥିବା ଏହି ହାଟ ଫେବ୍ରୁଆରି ୩ ରୁ ୯ [...]

ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ କରିବ:ମୁଖ୍ୟମନ୍ତ୍ରୀ

  ଆସନ୍ତା କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ. କଳାମଣ୍ଡଳ ପରିସରରେ ଅକ୍ଷର ଭୂମି ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ   ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ କରିବ ଅକ୍ଷର ଭୂମି ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ କରିବ. . ଭୁବନେଶ୍ବର,୦2.02.2024 ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ [...]

ରକ୍ତ କର୍କଟରେ ପୀଡ଼ିତ କୁନିପୁଅ ପ୍ରବୀଣଙ୍କୁ ସାହା ହେଲା ଓଡ଼ିଶା-ମୋ ପରିବାର

ରକ୍ତ କର୍କଟରେ ପୀଡ଼ିତ କୁନିପୁଅ ପ୍ରବୀଣଙ୍କୁ ସାହା ହେଲା ଓଡ଼ିଶା-ମୋ ପରିବାର (ଜରୁରୀ ପରିସ୍ଥିତିରେ ନିଜେ ରକ୍ତଦାନ କଲେ ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ) ଭୁବନେଶ୍ୱର, 2।2।24: ବୁଲିବା, ଖେଳିବା ବୟସରେ କର୍କଟ ରୋଗରେ ପୀଡ଼ିତ ହୋଇ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି ପ୍ରବୀଣ, ଅର୍ଥ ଅଭାବରେ ଥିବା ପରିବାରବର୍ଗ ମଧ୍ୟ କୁନିପୁଅର ଚିକିତ୍ସା ପାଇଁ ଦିନ ରାତି ଏକ କରି ସାହାଯ୍ୟ ଭିକ୍ଷା କରୁଛନ୍ତି, ଆଉ ଏତିକି ବେଳେ ତାଙ୍କୁ ସହାୟ [...]

ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଉତ୍କଣ୍ଠା, ପ୍ରେରଣ କରୁଛନ୍ତି ଶୁଭେଚ୍ଛା ଭିଡିଓ

  ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଉତ୍କଣ୍ଠା, ପ୍ରେରଣ କରୁଛନ୍ତି ଶୁଭେଚ୍ଛା ଭିଡିଓ ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ବାଲୁକା କଳା ପ୍ରଦର୍ଶିତ ଭୁବନେଶ୍ୱର- ତା. ୦୧.୦୨.୨୦୨୪ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନରେ ଆୟୋଜନ କରାଯାଉଛି । ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟ ଏବଂ ଓଡ଼ିଆ ଅସ୍ମିତାର ପରିଚୟ ଏହି ସମ୍ମିଳନୀ ନିମନ୍ତେ [...]

ନିଖିଳ ଭାରତ ଭୁୟାଁ ସାଂକ୍ରୁତିକ ସମିତି ଭୁବନେଶ୍ଵର ର ବନ୍ଧୁମିଳନ ୨୦୨୪ ଅନୁଷ୍ଠିତ

ନିଖିଳ ଭାରତ ଭୁୟାଁ ସାଂକ୍ରୁତିକ ସମିତି ଭୁବନେଶ୍ଵର ର ବନ୍ଧୁମିଳନ ୨୦୨୪ ଅନୁଷ୍ଠିତ ହୋଇସାରିଛି। ‌ଭୁବନେଶ୍ୱର:ଆଦ୍ୟ ତାରିଖ ଦିନ ନିଖିଳ ଭାରତ ଭୁୟାଁ ସାଂକ୍ରୁତିକ ସମିତି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଵୋଟାନିକାଲ ଗାର୍ଡେନ ଭୁବନେଶ୍ଵର ଠାରେ ସମିତି ସଭାପତି ଶ୍ରୀ ଧୃଵ କାଲୋ। ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପ୍ରର୍ଯ୍ୟାୟରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ବାରା ଦେବି ପୂଜନ କରାଯାଇ ସମାଜର ସ୍ଵାଧୀନତା ସଂଗ୍ରାମୀ ବିପ୍ଲବୀ [...]

ମହିଳା ଓ ଶିଶୁଙ୍କ ବିକାଶ କ୍ଷେତ୍ରରେ ସୃଜନୀର ଅନନ୍ୟ ଉଦ୍ୟମ ଆଜିର ସୃଜନୀର ସପ୍ତମ ବାର୍ଷିକ ଉତ୍ସବ

ମହିଳା ଓ ଶିଶୁଙ୍କ ବିକାଶ କ୍ଷେତ୍ରରେ ସୃଜନୀର ଅନନ୍ୟ ଉଦ୍ୟମ ଆଜିର ସୃଜନୀର ସପ୍ତମ ବାର୍ଷିକ ଉତ୍ସବ ଭୁବନେଶ୍ବର: ଆଜିର ସୃଜନୀ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଭଞ୍ଜକଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଆସ ଜାଣିବା ଗାନ୍ଧିଙ୍କୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ଦିନ ମହିଳା ଓ ଶିଶୁ ବିକାଶ ପାଇଁ ଅନୁଷ୍ଠାନର ଉଦ୍ୟମ ଓ ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ [...]

୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ

  ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ ଜିଲ୍ଲା ସ୍ତରରେ ଡାଏଲେସିସ୍‌ କେନ୍ଦ୍ର ଚାଲୁଛି, 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଖୋଲାଯିବ ଘର ପାଖରେ ବିନା ମୂଲ୍ୟରେ ମିଳିବ ଡାଏଲେସିସ୍‌ ସେବା ଜିଲ୍ଲା ସ୍ତର ଓ ଉପଜିଲ୍ଲା ସ୍ତରରେ ୬୮ଟି ଡାଏଲେସିସ୍‌ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ଡାଏଲେସିସ୍‌ ସେସନ୍‌ କରାଯିବ, ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ମାଗଣା [...]

ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ‘ମୋଦି ସରକାର’

ବଜେଟ୍ ଅଧିବେଶନ ଅବସରରେ ରାଷ୍ଟ୍ରପତି ଅଭିଭାଷଣ ଏବଂ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ‘ମୋଦି ସରକାର’ : ବିରଂଚି ତ୍ରିପାଠୀ ଭୁବନେଶ୍ୱର, ତା.୧/୦୨: ନୂଆ ସଂସଦର ବଜେଟ୍ ଅଧିବେଶନରେ ପ୍ରଥମ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ମୋଦି ସରକାରଙ୍କ ଐତିହାସିକ ସଫଳତାର ଲମ୍ବାସୂଚୀ ବଖାଣିଥିଲେ । ଗତ ୧୦ବର୍ଷ ଶାସନରେ ମୋଦି ସରକାରଙ୍କ ପ୍ରତିବଦ୍ଧତା ଗୋଟିଏ ପରେ ଗୋଟିଏ [...]