Search for:
  • Home/
  • Month: November 2023

ଗୁରୁତର ବରୁଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଓଡିଶା- ମୋ ପରିବାର

ଗୁରୁତର ବରୁଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଓଡିଶା- ମୋ ପରିବାର ଭୁବନେଶ୍ୱର:ଯେପରି ରକ୍ତ ଅଭାବରୁ କୋଣସି ବ୍ୟକ୍ତିର ଜୀବନ ବିପଦରେ ନ ପଡ଼ିବ, ସେଥିପ୍ରତି ସର୍ବଦା ଧ୍ୟାନ ରଖିଆସୁଛି ଓଡ଼ିଶା-ମୋ ପରିବାର । ଦିନ ହେଉ ଅବା ରାତି, ଯେ କୌଣସି ସମୟରେ ରକ୍ତ ଯୋଗାଡ଼ ପାଇଁ ଓଡ଼ିଶା-ମୋ ପରିବାରକୁ କେହି ଯୋଗାଯୋଗ କଲେ, ତୁରନ୍ତ ରକ୍ତ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ, ଆଜି ହସ୍ପିଟାଲ ବେଡ଼ରେ [...]

ଛାଡ଼ଖାଇ ବଜାରର ବେପାର ୪କୋଟି ୫୫ହଜାର ଖାଇଗଲେ।

ଭୁବନେଶ୍ୱର: ମଙ୍ଗଳବାର ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବେପାର ମାନ୍ଦା ପଡ଼ିଥିଲା। ତେଣୁ ଆଜି ଅର୍ଥାତ ବୁଧବାରକୁ ଅନେଇ ବସିଛନ୍ତି ଆମିଷ ରଙ୍କୁଣା। ସାଧାରଣ ରବିବାର ଓ ବୁଧବାରରେ ଯେଭଳି ବ୍ୟବସାୟ ହୁଏ, ଆଜି ତାହା ବି ହୋଇ ନ ଥିଲା। ଛାଡ଼ଖାଇ ବଜାରର ବେପାର ଆଶା ୪କୋଟି  ମାତ୍ର ୨୦-୨୫ଲକ୍ଷ ଟଙ୍କା ହୋଇଥିଲା। ଯାହା ସମୁଦ୍ରକୁ ଶଙ୍ଖେ ବୋଲି ବ୍ୟବସାୟୀମାନେ କହିଛନ୍ତି। ଆସନ୍ତାକାଲି ବୁଧବାର ଥିବାରୁ ବେପାର ଭଲ ଜମିବ [...]

ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ

ରସୁଲଗଡ଼ରୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ୍‌। ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ ହୋଇଯାଇଛି। ଭୁବନେଶ୍ୱର: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ଆଜି ସକାଳେ ଟ୍ରକ୍ ମାଡ଼ି ଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।ରସୁଲଗଡ଼ରୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ୍‌। ଟ୍ରକ୍‌ ଧକ୍କାରେ ସ୍କୁଟି [...]

କୁଳପତି ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ

କୁଳପତି ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ   ଭୁବନେଶ୍ବର: ପ୍ରଗତିଶୀଳ ଶିକ୍ଷା ନୀତି ସହିତ ଉତ୍କର୍ଷର ସମର୍ପଣ ଭାବ ହିଁ ଜ୍ଞାନର ବିକାଶ ଏବଂ ଶୈକ୍ଷିକ ପରିବର୍ତ୍ତନ ଧାରା ଜାରି ରଖିବାରେ ସହାୟକ ହେବ, ଯାହା ଭବିଷ୍ୟତର ଦୃଷ୍ଟିଭଙ୍ଗୀକୁ ସୁନିଶ୍ଚିତ କରିବ। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୮୧ ବର୍ଷରେ ପାଦ ଥାପି ଥିବାବେଳେ ଆଗାମୀ ୧୯ ବର୍ଷରେ ଅଧିକ ସଫଳତା ପାଇବ ଓ ପରିବର୍ତ୍ତନ ଧାରାରେ ସାମିଲ ହେବ। [...]

କ୍ରୀଡ଼ାବିତ୍‌ଙ୍କ ଆଘାତ ଜନିତ ଚିକିତ୍ସାରେ ଆଣିବ ବୈପ୍ଳବିକ ପରିବର୍ତ୍ତନ

କିମ୍‌ସରେ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର କର୍ମଶାଳା କ୍ରୀଡ଼ାବିତ୍‌ଙ୍କ ଆଘାତ ଜନିତ ଚିକିତ୍ସାରେ ଆଣିବ ବୈପ୍ଳବିକ ପରିବର୍ତ୍ତନ ଭୁବନେଶ୍ୱର,୨୮ା୧୧: କ୍ରୀଡ଼ା ସମ୍ବନ୍ଧୀୟ ଆଘାତର ପ୍ରଭାବଶାଳୀ ଓ ଶୀଘ୍ର ଆରୋଗ୍ୟ ସୁନିଶ୍ଚିତ କରିବା ନେଇ କିମ୍‌ସ-ଭୁବନେଶ୍ୱର ପରିସରରେ ଦୁଇଦିନିଆ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର କାଡେଭରିକ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା କ୍ରୀଡ଼ାବିତ୍‌ଙ୍କ ଆଘାତ ଜନିତ ଚିକିତ୍ସାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଆର୍ଥ୍ରୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କମ୍ କ୍ଷତ ଦ୍ୱାରା ରୋଗୀର ଚିକିତ୍ସା କରାଯାଇ [...]

ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣା: ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆଜି ଆସିଛି ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ [...]

ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ ପାଇଁ କୃଷକ-ମଜଦୁର ମହାଧାରଣା

ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ ପାଇଁ କୃଷକ-ମଜଦୁର ମହାଧାରଣା ର ଉଦଯାପନୀ ସମାବେଶ ରେ ଆହ୍ୱାନ ଭୁବନେଶ୍ୱର, ତା28.11.2023 ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ ତଥା ସ୍ୱାଧୀନ ଫେଡେରେସନ୍ ମାନଙ୍କ ଦ୍ଵାରା ଶ୍ରମିକ ଓ କୃଷକ ମାନଙ୍କର ୨୧ ଦଫା ଦାବିରେ ୨୬ ନଭେମ୍ବର ଠାରୁ ମହାତ୍ମାଗାନ୍ଧୀ ମାର୍ଗରେ ଜାରି ରହିଥିବା ତିନି ଦିନିଆ ମିଳିତ ଗଣଧାରଣା ର [...]

ନାରୀ ବିନା ସମାଜ ଅସମ୍ପୂର୍ଣ୍ଣ।

ନାରୀ ବିନା ସମାଜ ଅସମ୍ପୂର୍ଣ୍ଣ ଭୁବନେଶ୍ବର,28/11: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ନଗର ଠାରେ ଗତ  ରବିବାର ଦିନ ଏକ ଦିବସୀୟ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଚାରୋଟି ଜିଲ୍ଲା ଯଥା:- ଭୁବନେଶ୍ବର, ନୟାଗଡ, ପୁରୀ ଓ ଖୋର୍ଦ୍ଧା  ମହିଳା ସମନ୍ୱୟର ବିଭିନ୍ନ ସଂଗଠନର ଅନ୍ୟୁନ 850 ରୁ ଊର୍ଦ୍ଧ୍ବ ମାତା, ଭଗିନୀ, କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ତିନୋଟି ସତ୍ରରେ ତିନୋଟି ବିଷୟ ରଖାଯାଇଥିଲା।ପ୍ରଥମ ସତ୍ରରେ ରାଷ୍ଟ୍ର ସେବିକା [...]

ଭି.କେ.ପାଣ୍ଡିଆନକୁ ଭେଟିଲେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ

  5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନକୁ ଭେଟିଲେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ଶ୍ରୀ ପାଣ୍ଡିଆନଙ୍କ ଉଦ୍ୟମକୁ ପ୍ରଶଂସା କଲେ ଭୁବନେଶ୍ୱର:୨୮.୧୧.୨୩ ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା [...]

ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା

ଡିସେମ୍ବର ୧ରେ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଭୁବନେଶ୍ୱର ତା. ୨୮.୧୧- ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ରତ୍ନର ଗଣତି, ମଣତି ଓ ରତ୍ନ ଭଣ୍ଡାରର ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ କରିବା, ଭୂମିହୀନ ସେବାୟତଙ୍କୁ ଭୂମି ଦେବା ସମେତ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କର ଆହ୍ୱାନକ୍ରମେ [...]