Search for:

ମୋଦୀ ଜୀ ଙ୍କ ଭୁବନେଶ୍ୱର ରୋଡ଼ ଶୋ।

Spread the love

Loading

ଭୁବନେଶ୍ୱର:ଆଜି ଆସିବା ନେଇ  ମୋଦୀ ଜୀ ଙ୍କ ଭୁବନେଶ୍ୱର ରୋଡ଼ ଶୋ ପାଇଁ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସ୍ୱୟଂ ସେବକ ରାୟ ଙ୍କ ନେତୃତ୍ୱ ରେ ଜନତା ଙ୍କୁ ଆହ୍ୱାନ ଦେବା ଉଦେଶ୍ୟ ରେ ଶିଶୁଭବନ ଠାରୁ ବାଣୀବିହାର ପର୍ଯନ୍ତ ଏକ ବିଶାଳ ବାଇକ ଶୋଭାଯାତ୍ରା କରାଗଲା
ଏହି କାର୍ଯ୍ୟକ୍ରମ ରେ ଓଡିଶା ଯୁବମୋର୍ଚ୍ଚା ର ସଭାପତି ଅଭିଳାଷ ପଣ୍ଡା, ଭୁବନେଶ୍ୱର ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ଉପସଭାପତି ନଳିନୀ କାନ୍ତ ମହାନ୍ତି, ସତ୍ୟପ୍ରକାଶ ରାଉତ ,ଅଭିଷେକ ପରିଡା, ତପନ ନାୟକ ଓ ମଣ୍ଡଳ ସଭାପତି ପ୍ରଭାତ ମଲ୍ଲିକ, ଜଗବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ

Leave A Comment

All fields marked with an asterisk (*) are required