Search for:
  • Home/
  • Month: September 2023

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ (ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର)

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ (ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର) ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ ମୁମ୍ବାଇରୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା [...]

ଫସଲ ଚାଷ ପାଇଁ ବିହନ ଯୋଗାଇ ଦେବାକୁ ସରକାରଙ୍କୁ ନାଗରିକ ସଂଗଠନଙ୍କ ଆହୁନ।

  ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଚାଷୀଙ୍କୁ ଦ୍ବିତୀୟ ଫସଲ ଚାଷ ପାଇଁ ବିହନ ଯୋଗାଇ ଦେବାକୁ ସରକାରଙ୍କୁ ନାଗରିକ ସଂଗଠନଙ୍କ ଆହୁନ। ଭୁବନେଶ୍ୱର: କୃଷକମାନଙ୍କୁ ସଶକ୍ତ କରିବା ଓ କୃଷି ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ ଆତ୍ମଶକ୍ତି ଟ୍ରଷ୍ଟ ଭଳି ନାଗରିକ ସଂଗଠନ (ସିଏସ୍ଓ)ମାନଙ୍କ ତରଫରୁ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ହେବାକୁ ଥିବା ଦ୍ବିତୀୟ ଫସଲ ଚାଷ ପାଇଁ ବିହନ [...]

୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର ।

ଭୁବନେଶ୍ୱର: କମିବ ସହର ମଝିର ଗହଳି । ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍‌, ମାର୍କେଟ କମ୍ପେ୍ଲକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, [...]