Search for:
  • Home/
  • ରାଜ୍ୟ/
  • ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ

ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ

Spread the love

Loading

ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ
ଭୁବନେଶ୍ବର :  ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ ଭୁବନେଶ୍ବର ୟୁନିଟ୍-୪ ସ୍ଥିତ ଅଟଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଗଠନର ସମସ୍ତ ସଦସ୍ୟ|ସଦସ୍ୟ ମାନଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଂଗଠନର ଉପ-ସଭାପତି, ଶ୍ରୀ ରମାନାଥ ସାମନ୍ତରାୟ ବାର୍ଷିକ କାର୍ଯ୍ୟକାରୀ ବୈଠକରେ ସଭାପତିତ୍ବ କରିଥିଲେ ।
ସର୍ବ ପ୍ରଥମେ ସେ ସଂଗଠନର ଆବାହକ ଶ୍ରୀଯୁକ୍ତ ଅମରେଶ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ନିମ୍ନଲିଖୁତ
ବ୍ୟକ୍ତି ବିଶେଷମାନଙ୍କୁ ସଂଗଠନର ବିଭିନ୍ନ ପଦପଦବୀରେ ମନୋନୀତ କରାଯାଇ ସମ୍ବର୍ଶିତ କରାଯାଇଥିଲା ।

ସର୍ବଶ୍ରୀ ଅମରେଶ ଜେନା-ଆବାହକ, ଶାଶ୍ବତୀ ମିଶ୍ର-ସହ ଆବାହକ, ସୁରେଶ ରାଉତରାୟ, ସମରେନ୍ଦ୍ର ସାହୁ, ପ୍ରତାପ କୁମାର ସାହୁ, ରାଜେଶ୍ବର ହୋତା, ରାଜ ନାରାୟଣ – ଆଇନ୍ ପରାମର୍ଶଦାତା, ବଦ୍ରି ନାରାୟଣ ମିଶ୍ର, ନାରାୟଣ ମହାପାତ୍ର,
ରୁଦ୍ର ନାରାୟଣ ସାମନ୍ତରାୟ, ରବି ଛୋଟରାୟ, ପ୍ରକାଶ କାନୁନ୍‌ଗୋ, ମନୋରଞ୍ଜନ ପଟ୍ଟନାୟକ, ସୁଦୀପ୍ତ ବଡ଼ଜେନା,ମାନି ପଣ୍ଡା ମିନତୀ ହରିଚନ୍ଦନ, ରମା ବଲ୍ଲଭ ରଥ, ସୁଶୀଲ ରାୟ, ପଦ୍ମନାଭ ଦାଶ, ସଂଯୁକ୍ତା ମହାନ୍ତି, ବେଣୁଧର ଜଗଦେବ, ବୃଦ୍ଧରାମ ସାହୁ, ଉଷାରାଣୀ ମହାନ୍ତି, ଅଜୟ ହରିଚନ୍ଦନ, ଆଶିଷ ପଟ୍ଟନାୟକ, ବିଜୟ ପରିଡ଼ା, ଗୌରୀ ଶଙ୍କର ପ୍ରହରାଜ, ଅଜୟ କୁମାର ମହାନ୍ତି ଓ ପୀତବାସ ସେଠୀ-ଉପଦେଷ୍ଟା ଭାବେ ସେଠାରେ ଉପସ୍ଥିତ ରହି ବୈଠକ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ ।

Leave A Comment

All fields marked with an asterisk (*) are required