Search for:
  • Home/
  • ରାଜ୍ୟ/
  • ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ ।

ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ ।

Spread the love

Loading

ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ ।

 

ଭୁବନେଶ୍ୱର:କୋଇଡା -ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ରେଳଷ୍ଟେସନ ନିକଟ ରେଳଧରଣା ପାର୍ଶ୍ଵରୁ ଡିଭିଏଫ ଯବାନ ମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ବୋମା ନିଷ୍କ୍ରିୟ ଟିମ ଜବତ ଲ୍ୟାଣ୍ଡମାଇନ କୁ ନିକଟ ଜଙ୍ଗଲରେ ନିଷ୍କ୍ରିୟ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଚି । ଘଟଣା ସ୍ଥଳରେ ସିଆରଏଫ ଓ ସିଆରପିଏଫ ଯବାନଙ୍କୁ ଘଟଣା ସ୍ଥଳରେ ନିୟୋଜିତ କରାଯାଇଚି । ଏହି ଲ୍ୟାଣ୍ଡମାଇନ୍ ଅନେକ ଦିନ ଧରି ମାଟି ତଳେ ଲୁଚି ରହିଥିବା ବେଳେ ଅଂଚଳରେ ପ୍ରବଳ ବର୍ଷା ପରେ ଏହା ଦୃଶ୍ୟମାନ ହୋଇଥିବା ବଣାଇ ଏସ୍ ଡି ପି ଓ ସୂଚନା ଦେଇଛନ୍ତି ।

Leave A Comment

All fields marked with an asterisk (*) are required