Search for:
  • Home/
  • ରାଜ୍ୟ/
  • ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ I

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ I

Spread the love

Loading

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ I

ଭୁବନେଶ୍ୱର:ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ବରସ୍ଥିତ ରେଳ ସଦନ ଓ ଏହାର ସମସ୍ତ ରେଳ ମଣ୍ଡଳ ଠାରେ ସଦଭାବନା ଦିବସ ପାଳନ କରାଯାଇଅଛି I ରେଳ ସଦନ ଠାରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ବରେ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହିତ ହିଂସା ବିନା ବାର୍ତାଳପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦକୁ ଦୂରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ନେଇଥିଲେ I ରେଳପଥର ଉପମୁଖ୍ୟ କାର୍ମିକ ଅଧିକାରୀ ଶ୍ରୀମତୀ ଜ୍ଯୋତି ଏହି ଶପଥ ପାଠ ଉତ୍ସବକୁ ପରିଚାଳନା କରିଥିଲେ I

Leave A Comment

All fields marked with an asterisk (*) are required