Search for:

ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ

ଇଂ ଦେବାଶିଷ ହୋତା ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ତୁରନ୍ତ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ବର୍ତମାନର ଜିଲ୍ଲାପାଳଙ୍କୁ କଲେ ଅନୁରୋଧ ।ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ ୧୬ ସେପ୍ଟେମ୍ବର ୨୦୨୩ ଦିନ କାମାକ୍ଷାନଗର ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ । ଢେଙ୍କାନାଳ (୭/୮) [...]

୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଘୋଷଣା ହେଲା ମନମୋହନଙ୍କ ଟିମ୍

ଘୋଷଣା ହେଲା ମନମୋହନଙ୍କ ଟିମ୍ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଭୁବନେଶ୍ୱର:୦୪.୦୭  ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣାକୁ ନେଇ ଲାଗିରହିଥିବା ଦ୍ୱନ୍ଦର ଅବସାନ ଘଟିଛି । ଦାୟିତ୍ୱ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ସଭାପତି ମନମୋହନ ସାମଲ । ଏହି ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ଅଛନ୍ତି [...]

ଜିଲ୍ଲା ମଙ୍ଗଳଅଧିକାରୀ ଖୋର୍ଦ୍ଧା ଙ୍କ ଅଫିସ ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର: ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦିଲ୍ଲୀ ଓଡିଶା ତରଫରୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପୋଲିସ ଅଂଚଳ ରେ ଘଟିଥିବା ଅନୁସୂଚିତଜାତି ଅତ୍ୟାଚାର ମାମଲା ରେ ପ୍ରାୟ 50 ରୁ ଅଧିକ ପୀଡିତା /ପୀଡିତ ମାନଂକୁ ଅତ୍ୟାଚାର ନିରାକରଣ ଆଇନ ଅନୁଯାୟୀ ତ୍ୱରିତ କ୍ଷତିପୂରଣ ସହିତ ପୋଲିସ ପ୍ରଶାସନ ଓ ଜ଼ିଲ୍ଲାପ୍ରଶାସନ ରେ ଜାଣିଶୁଣି କାର୍ଯ୍ୟ ରେ ଖିଲାପ କରୁଥିବା ଅଧିକାରୀ ଙ୍କ ବିରୋଧ ରେ [...]

ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ।

ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ   ଭୁବନେଶ୍ୱର, ୨.୮ : ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ଉଦ୍ୟମରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଟିକରପଡ଼ା ଅଧିନସ୍ଥ କଳାସପୁର ଶାସନ ସନ୍ନିକଟ ଗଙ୍ଗୁଆ ନଦୀପାଶ୍ୱର୍ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପରିବେଶବିତ ଡଃ [...]

ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ।

ଓଏସଏସସି ପ୍ରଶ୍ନପତ୍ର ଲିକ ସରକାରୀ ପ୍ରୋତ୍ସାହିତ* ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ ଭୁବନେଶ୍ୱର ତା. ୨୯.୭- ଓଡ଼ିଶା ଷ୍ଟାଫସିଲେକସନ କମିଶନ ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖ ବାଲେଶ୍ୱର ଏସ୍‌ପିଙ୍କର ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ । ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପି ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ ହୋଇଛି ଏହାର ଙ୍କିଙ୍ଗପିନ୍ ବିହାରର ଏବଂ [...]

ଜେଲରେ ନିଘୋଡ଼ ନିଦରେ ଶୋଇଛନ୍ତି ୱାର୍ଡର । ଏଣେତେଣେ ବୁଲୁଛନ୍ତି କଏଦୀ

ଜେଲରେ ନିଘୋଡ଼ ନିଦରେ ଶୋଇଛନ୍ତି ୱାର୍ଡର । ଏଣେତେଣେ ବୁଲୁଛନ୍ତି କଏଦୀ ଭୁବନେଶ୍ୱର:ଅନଗୁଳ : ବିଚିତ୍ର ଆମ ଜେଲର ସୁରକ୍ଷା ବ୍ୟବସ୍ଥା । ଜେଲ ଭିତରେ କଏଦୀ ଶୋଇଛନ୍ତି । ଆଉ କିଛି ବାହାରେ ବି ବୁଲୁଛନ୍ତି । ଆଉ ଏ ସମସ୍ତଙ୍କୁ ଜଗିଛନ୍ତି ଜେଲର ୱାର୍ଡର । ଚେୟାର ପକାଇ ୱାର୍ଡର ନିଘୋଡ ନିଦରେ ଶୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର [...]

ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ – ଧର୍ମେନ୍ଦ୍ର ପ୍ରଧାନ

କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ, ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ – ଧର୍ମେନ୍ଦ୍ର ପ୍ରଧାନ • କେନ୍ଦ୍ର ଅର୍ଥ ମନ୍ତ୍ରୀ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଓ ତାମିଲନାଡୁର ରାଜ୍ୟପାଳ କାର୍ଯ୍ୟକ୍ରମରେ ସାମିଲ • ପ୍ରଶାସକ ହେବାକୁ ଥିବା ଯୁବବନ୍ଧୁମାନେ ନୂଆପିଢିର ପ୍ରେରଣାର ସ୍ରୋତ • କାର୍ଯ୍ୟକ୍ଷେତ୍ରରେ ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ପାଇଁ ଆଇଏଏସ ପରୀକ୍ଷାରେ [...]

ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି।

ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି ଭୁବନେଶ୍ୱର: ୦୮.୦୭ ବାଲେଶ୍ୱ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ୯ [...]

ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ

ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ ଭୁବନେଶ୍ୱର :ତା ୭.୭.୨୩- ୨୦୧୯ ବ୍ୟାଚ୍ ଏମ୍ ବିବିଏସ୍ (MBBS) ଛାତ୍ରଛାତ୍ରୀଙ୍କ ପାଇଁ ନେକ୍ସଟ୍ କାର୍ଯ୍ୟକାରୀ ହେବ ନାହିଁ ଏବଂ ଏହା ୨୦୨୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଗତ କାଲି ତାଙ୍କ ବିବୃତ୍ତିରେ [...]