Search for:

ଭୁବନେଶ୍ୱରର ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍।

ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ। ଭୁବନେଶ୍ୱର: ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ ଏକକାଳୀନ ଚଢ଼ଉ ଚାଲିଛି । ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର [...]

ରିଲ୍ ରେ ନୁହଁ ରିଅଲ ଲାଇଫରେ ବି ହିରୋ ।

ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ଜୀବନ ବଞ୍ଚାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଭୁବନେଶ୍ୱର:୦୩.୦୭ କେବଳ ରିଲ୍ ରେ ନୁହେ, ରିଅଲ ଲାଇଫରେ ବି ହିରୋ । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଗୁରୁତରଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପାହାଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ [...]

ବର୍ଷାରେ ଆଗ୍ରହ ବଢ଼ୁଛି ଅଜନ୍ତା ସର୍କସ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ରିହାତି

ବର୍ଷାରେ ଆଗ୍ରହ ବଢ଼ୁଛି ଅଜନ୍ତା ସର୍କସ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ରିହାତି ଭୁବନେଶ୍ୱର,୧/୭ – ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଟିକଟର ମୂଲ୍ୟ ଶତକଡ଼ା ୫୦ ମୂଲ୍ୟ ଛାଡ଼ ପାଇଁ ଅଜନ୍ତା ସର୍କସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଦିର୍ଘ ୮ବର୍ଷ ପରେ ରାଜଧାନୀ ୟୁନିଟ୍ ୩ ପଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଂକାରୀ ଅଜନ୍ତା ସର୍କସ ଦିନକୁ ଦିନ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । [...]

ଫଟୋ ସାମ୍ବାଦିକଙ୍କ ପିତୃ ବିୟୋଗ.

ଫଟୋ ସାମ୍ବାଦିକଙ୍କ ପିତୃ ବିୟୋଗ ଭୁବନେଶ୍ୱର :ରାଜ୍ୟର ଜଣାଶୁଣା ଫଟୋ ସାମ୍ବାଦିକ ଅଶ୍ବିନୀ ପତିଙ୍କ ପିତା ଶ୍ରୀଯୁକ୍ତ ଅନନ୍ତ ଚରଣ ପତିଙ୍କ 91 ବର୍ଷ ବୟସ ରେ ବିୟୋଗ ହୋଇଛି. ଶ୍ରୀଯୁକ୍ତ ପତି ରାଜ୍ୟର ଜଣେ ଜଣାଶୁଣା ହାଇସ୍କୁଲ ଶିକ୍ଷକ ଭାବେ ପରିଚିତ ଥିଲେ. ସେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଭାବେ ନିଯୁକ୍ତି ହୋଇ ଅନେକ କୃତି ଛାତ୍ରଛାତ୍ରୀ ତିଆରି କରିଛନ୍ତି. ଯେଉଁଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ [...]

ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲେ।

ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲି ! ଭୁବନେଶ୍ୱର: ଶନିବାର ୟାର୍ଡ଼ ୪୦ ୟୁନିଟ ୧ ରେ ଜଗନ୍ନାଥ ଆଦର୍ଶ କଲୋନୀ ରେ ସମାଜ ସେଵୀ ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲି !ଏତିରେ ଛୋଟ ଛୋଟ ଟିକି ଛୁଆ ବହୁତ ଖୁର୍ସି ହୋଇ ଥିଲେ ସୂଚନା ଯୋଗ୍ୟ :ଜଗନ୍ନାଥ ଆଦର୍ଶ କଲୋନୀ [...]

ୱି ଫର ଭୁବନେଶ୍ୱର ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ

ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ ଭୁବନେଶ୍ୱର:ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୟୁନିଟ ୬ ସ୍ଥିତ ତିନି ଜଣ ମେଧାବୀ ଛାତ୍ରଛାତ୍ରୀ ଜଗନ୍ନାଥ ବସ୍ତି ୟୁନିଟ୧ ଯଥା ଦିପ୍ତି ପ୍ରଧାନ ୯୪% ଓ ଶୁଭମ ପରିଡା ୯୧% ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ମଧୁସୂଦନନଗର ର ମଧୁସ୍ମିତା ବେହେରା ୮୯%ନମ୍ବର ରଖି ଉତିନ୍ନ ହୋଇଥିବାରୁ ତାଙ୍କୁ ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ କରାଯିବା ସହ ଛାତ୍ର ଛାତ୍ରୀଙ୍କ ଆଗାମୀ [...]

ସମାଜ ସେବୀ ମାନି ପଣ୍ଡା ଅସହାୟଙ୍କୁ ବସ୍ତ୍ର ବଣ୍ଟନ।

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ । ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା [...]