Search for:
  • Home/
  • ମହାନଗର/
  • ୱି ଫର ଭୁବନେଶ୍ୱର ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ

ୱି ଫର ଭୁବନେଶ୍ୱର ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ

Spread the love

Loading

ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ

ଭୁବନେଶ୍ୱର:ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୟୁନିଟ ୬ ସ୍ଥିତ ତିନି ଜଣ ମେଧାବୀ ଛାତ୍ରଛାତ୍ରୀ ଜଗନ୍ନାଥ ବସ୍ତି ୟୁନିଟ୧ ଯଥା ଦିପ୍ତି ପ୍ରଧାନ ୯୪% ଓ ଶୁଭମ ପରିଡା ୯୧% ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ମଧୁସୂଦନନଗର ର ମଧୁସ୍ମିତା ବେହେରା ୮୯%ନମ୍ବର ରଖି ଉତିନ୍ନ ହୋଇଥିବାରୁ ତାଙ୍କୁ ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ କରାଯିବା ସହ ଛାତ୍ର ଛାତ୍ରୀଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ବଳ ମୟ ହେଉ ଏହାରି କାମନା।
ସାସ୍ବତୀ ମିଶ୍ର, ମଞ୍ଜୁଲତା ପଧାନ, ଗୁରୁଚରଣ ସାହୁ ,ନରେନ ସାହୁ,ରାମନାଥ ସାମନ୍ତରାୟ,ଉମାନାଥ ମିଶ୍ର,ସମାଜସେବୀ ମାନି ପଣ୍ଡା ସଂଯୁକ୍ତା ମିଶ୍ର, ସଂଯୁକ୍ତା ପାଣିଗ୍ରାହୀ,ସରୋଜିନୀ ମିଶ୍ର ଦିପ୍ତିମୟୀ ରାୟ,ରିତା ମହାନ୍ତି।

Leave A Comment

All fields marked with an asterisk (*) are required