Search for:
  • Home/
  • ମହାନଗର/
  • ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲେ।

ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲେ।

Spread the love

Loading

ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲି !

ଭୁବନେଶ୍ୱର: ଶନିବାର ୟାର୍ଡ଼ ୪୦ ୟୁନିଟ ୧ ରେ ଜଗନ୍ନାଥ ଆଦର୍ଶ କଲୋନୀ ରେ ସମାଜ ସେଵୀ ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲି !ଏତିରେ ଛୋଟ ଛୋଟ ଟିକି ଛୁଆ ବହୁତ ଖୁର୍ସି ହୋଇ ଥିଲେ

ସୂଚନା ଯୋଗ୍ୟ :ଜଗନ୍ନାଥ ଆଦର୍ଶ କଲୋନୀ ରେ ଛୋଟ ଛୁଆ କୁ ବହୁତ ଅସୁବିଧା ରେ ସମ୍ମୁଖୀନ ହୋଉଛଥି ।ସରକାର ଙ୍କ ତରଫ ରୁ କୌଣସି ସୁବିଧା ନାହିଁ ବୋଲି ସ୍ଥାନୀୟ ବାସୀ କହୁଚଥି ।୧୯୯୯ ମସିଆ ରୁ ଜଗନ୍ନାଥ ବସ୍ତି ହୋଇଥିଲା ଏବେ ସରକାର ଙ୍କ ତରଫ ରୁ ଆଦର୍ଶ କଲୋନି ଘୋଷଣା କରିଛନ୍ତି।ନାହିଁ ପକା ଘର ଅଛି ସରକାର ଙ୍କ ତରଫ ରୁ ପକା ଘର ଦିଆ ଯାଉ ବୋଲି ସମାଜ ସେବୀ ମାନି ପଣ୍ଡା କହିଛଥି।

Leave A Comment

All fields marked with an asterisk (*) are required