Search for:
  • Home/
  • ରାଜ୍ୟ/
  • ଓଭର ବ୍ରିଜ୍‌ରୁ ଖସିଲା ବସ୍‌: ୩ ମୃତ।

ଓଭର ବ୍ରିଜ୍‌ରୁ ଖସିଲା ବସ୍‌: ୩ ମୃତ।

Spread the love

Loading

ଯାଜପୁର ବାରବାଟି ବସ ଦୁର୍ଘଟଣା
ଭୁବନେଶ୍ୱର:ସରକାରଙ୍କ ତରଫରୁ ଘଟଣାସ୍ଥଳରେ ୧୬ ଆମ୍ବୁଲାନ୍ସ
-୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମୁତୟନ
-୮ ଆମ୍ବୁଲାନ୍ସରେ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତରଣ
-୫ଟି କ୍ରେନ୍ ସାହାଯ୍ୟରେ ବସକୁ ଉଠାଯାଉଛି
-ଘଟଣାସ୍ଥଳରେ ଯାଜପୁର ଏସପି, ଆରଟିଓ, CDMO ଓ NHAI ଅଧିକାରୀ ଉପସ୍ଥିତ କାଳିଆ ନନା ବସ ପୁରୀ ରୁ କୋଲକାତା ଯାଉଥିବା ବେଳେ ଓଭର ବ୍ରିଜ୍‌ରୁ ଖସିଲା ବସ୍‌: ୩ ମୃତ ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୩ ମୃତ ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଖସିଲା; ୪୦ ଆହତ ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ , ବସ୍‌ ଉଠାଇବାକୁ ଆସିଲା କ୍ରେନ୍‌ ସମସ୍ତ ଆହତଙ୍କୁ ଧର୍ମଶାଳା , ଗୁରୁତରଙ୍କୁ କଟକ ସ୍ଥାନାନ୍ତର
ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ଏସ୍‌ପି , ମେଡିକାଲ ଷ୍ଟାଫ୍‌
ବସ୍‌ଟି ପୁରୀରୁ ହଳଦିଆ ଯାଉଥିଲା ବେଳେ ଦୁର୍ଘଟଣା!.

Leave A Comment

All fields marked with an asterisk (*) are required