Search for:
  • Home/
  • ରାଜ୍ୟ/
  • ରାଜଧାନୀରୁ ଚେକିଂ ବେଳେ କାରରୁ ମିଳିଲା ୩ ଲକ୍ଷ ୬୦

ରାଜଧାନୀରୁ ଚେକିଂ ବେଳେ କାରରୁ ମିଳିଲା ୩ ଲକ୍ଷ ୬୦

Spread the love

Loading

ରାଜଧାନୀରୁ ଚେକିଂ ବେଳେ କାରରୁ ମିଳିଲା ୩ ଲକ୍ଷ ୬୦ ହଜାର ଟଙ୍କା। ଟଙ୍କା ନେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅମ୍ଲଳାନ ଯୋତି ପ୍ରକାଶ ସିଂ। ସେ ଏକ ପାଣି ପାଉଚ କମ୍ପାନୀର ମାଲିକ। ତାଙ୍କ ଘର ହେଉଛି ଚନ୍ଦକା।

ଭୁବନେଶ୍ୱର:ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଓମ୍ଫେଡ଼ ଛକ ନିକଟରେ ଚେକିଂ ଚାଲିଥିବା ବେଳେ ଗାଡ଼ିରୁ ଜବତ ହୋଇଛି ୩ ଲକ୍ଷ ୬୦ ହଜାର ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ଟଙ୍କା ସହ ଗାଡ଼ିକୁ ଜବତ କରିଛି। ପ୍ରକୃତରେ କାହାର ଏହି ଟଙ୍କା? କୁଆଡ଼େ ଯାଉଥିଲା ? ଟଙ୍କାର ଉତ୍ସ କ’ଣ ? କ’ଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି ଏହାର କୌଣସି ସନ୍ତୋଷଜନକ ଉତ୍ତର ପୁଲିସକୁ ଦେଇ ପାରି ନଥିଲେ। ସେଥି ପାଇଁ ପୁଲିସ ଏ ଟଙ୍କାଙ୍କୁ ଜବତ କରି ଚନ୍ଦ୍ରଶେଖରପୁର ଥାନାରେ ରଖିଛି।

Leave A Comment

All fields marked with an asterisk (*) are required