ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ।
ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ। ଭୁବନେଶ୍ୱର:ଧାରଣା ଉପରେ ଧାରଣା ଦେଇ ଦେଇ ଇତି ମଧ୍ୟରେ ୧୯ମାସ ପୁରିଯାଇଥିଲେ ମଧ୍ୟ ଯଥାପୁର୍ବମ ତଥା ପରଂ ଭଳି ଏହି ଚିକିତ୍ସାଳୟ ଅବ୍ୟବସ୍ଥା ମଧ୍ୟରେ ରହିଯାଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟରେ ଦିନକୁ ଦିନ ରୋଗୀ ବଢ଼ିବାରେ ଲାଗିଥିବା ବେଳେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସେହିପରି ଦୁଃଖର ବିଷୟ ୨୦୧୫ମସିହା ରୁ ଏହି ଚିକିତ୍ସାଳୟ [...]