Search for:
  • Home/
  • ରାଜ୍ୟ/
  • ଖଣ୍ଡତରି ନିକଟରେ ବୋଲର ଆମ୍ବୁଲାନ୍ସ ଦୃଘଟଣା ତିନଜଣ ଗୁରୁତର

ଖଣ୍ଡତରି ନିକଟରେ ବୋଲର ଆମ୍ବୁଲାନ୍ସ ଦୃଘଟଣା ତିନଜଣ ଗୁରୁତର

Spread the love

Loading

ଖଣ୍ଡତରି ନିକଟରେ ବୋଲର ଆମ୍ବୁଲାନ୍ସ ଦୃଘଟଣା ତିନଜଣ ଗୁରୁତର

ଭୁବନେଶ୍ୱର:ଜୟପୁର ଆଇବି ସମୁଖରେ ଥିବା ଖଣ୍ଡତରୀ ପାଖରେ ଥିବା ହଁପ୍ସ ନିକଟରେ ପାରାଦ୍ୱୀପ ଦିଗରୁ ଆସୁଥିବା ଏକ 108 ଆମ୍ବୁଲାନ୍ସ ରୋଗି ନେଇ କଟକ ବଡ ମେଡ଼ିକାଲ ଅଭିମୁଖେ ଜାଉଥିବା ସମୟରେ ବିପରିତ ଦିଗରୁ ଏକ ବୋଲର ସହିତ ମୁହାଁମୁହିଁ ଦୃଘଟଣା ।ବୋଲରରେ ଥିବା ପାଞ୍ଚଜଣ ଜାତ୍ରୀ ଙ୍କ ମଧ୍ୟରୁ ତିନିଜଣ ଗୁରତ୍ତର ହୋଇଥିବା ବେଳେ ଘଟଣା ସ୍ଥଳରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ ପ୍ରକାଶ କୁମାର ମଲ୍ଲିକ ପହଁଚିଦୃଘଟଣା ହୋଇଥିବା ବୋଲର ଗାଡ଼ିରୁତିନିଜଣଙ୍କୁ ଉଧାର କରି 108 ଆମ୍ବୁଲାନ୍ସ ସହଜୋଗରେ ଜଗତସିଂହପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସମୟରେ ଗୁରତ୍ତର ଥିବାରୁ ବର୍ତ୍ତମାନ ଚିକିତ୍ସାଳୟରେ ଚିକିତ୍ସିତ ଜାରି ରହିଛି ପ୍ରକାଶ ମଲ୍ଲିକ ଙ୍କ ପାଇଁ ଆଜି ତିନିଜଣ ଙ୍କ ଜିବନ ବଞ୍ଚିପାରିଛି ।ଜାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ମଲ୍ଲିକ ଆଜି ଯେଉଁଭଳି ଭାବରେ ନିଜର ଜିବନକୁ ଖାତିର ନ କରି ତିନିଜଣଙ୍କୁ ବଞ୍ଚାଇଲେ ଜାହାକୁ ପ୍ରତି ଲୋକର ପ୍ରସଂସା ର ପାତ୍ର ହୋଇଛନ୍ତି
ଜଗତସିଂହପୁରଜିଲ୍ଲାରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ ଙ୍କ ରିପୋଟ ଆମନିଉଜ

Leave A Comment

All fields marked with an asterisk (*) are required