Search for:
  • Home/
  • ରାଜ୍ୟ/
  • ସାମପୁର ମୌଜାରେ ସରକାରୀ ଜମି ହଡପ 68ଏକର ସରକାରୀ ଜମି ବିକିଦେଲେ ଦଲାଲ ଇଓଡବ୍ଲୁ୍ଯରେ ଏତଲା ଦେଲା ବିଡିଏ

ସାମପୁର ମୌଜାରେ ସରକାରୀ ଜମି ହଡପ 68ଏକର ସରକାରୀ ଜମି ବିକିଦେଲେ ଦଲାଲ ଇଓଡବ୍ଲୁ୍ଯରେ ଏତଲା ଦେଲା ବିଡିଏ

Spread the love

Loading

ସାମପୁର ମୌଜାରେ ସରକାରୀ ଜମି ହଡପ
68ଏକର ସରକାରୀ ଜମି ବିକିଦେଲେ ଦଲାଲ
ଇଓଡବ୍ଲୁ୍ଯରେ ଏତଲା ଦେଲା ବିଡିଏ

ଭୁବନେଶ୍ୱର,: ଏକର କି ଦୁଇ ଏକର ନୁହେଁ ପୁରା 68 ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ ଏପରିକି 10ଜଣ ବ୍ଯକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ବା ଦେଖାଇ ବିକ୍ରି କରିଦେଇଛନ୍ତି ଏମିତି ଘଟଣା ଘଟିଛି ସାମପୁର ମୌଜାରେ ଏନେଇ ମାନସ ନାୟକ ଓ ଅନ୍ଯ ଦୁଇଜଣ ବ୍ଯକ୍ତିଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ଯ)ରେ ଏତଲା ଦେଇଛି ବିଡିଏ

ସାଧାରଣ ପ୍ରଶାସନ (ଜିଏ) ତରଫରୁ ସାମପୁର ମୌଜାରେ 64.75ଡିସିମିିଲି ଜମି ବିଡିଏକୁ ମିଳିଥିଲା ଏହି ଜମିରେ ଆଫୋଡେବୁଲ୍ ହାଉସିଂ ପ୍ରୋଜେକ୍ଟ ଲାଗି ଅନୁମତି ମିଳିଛି ତେବେ ଆଫୋଡେବୁଲ ପ୍ରୋଜେକ୍ଟ ହେବା ପୂର୍ବରୁ କେତେକ ଦଲାଲ ସେହି ଜମିକୁ ମାଡି ବସିଛନ୍ତି ଏପରିକି ଜାଲ ଦସ୍ତାବିଜ୍ ପ୍ରସ୍ତୁତ କରି ମାଲିକାନା ସତ୍ତ୍ବ ବଳରେ 10ଜଣଙ୍କୁ ଏହି ସରକାରୀ ଜମିର କିଛି ଅଂଶ ବିକି ଦେଇଥିବା ବିଡିଏ ତଦନ୍ତରୁ ଜଣାପଡିଛି ଆଉ ବାକି ଜମିକୁ ବିକ୍ରି କରିବା ପାଇଁ ଦଲାଲ ମାନେ ମସୁଧା ଚଳାଇଛନ୍ତି ଏହି ଘଟଣା ବିଡିଏ ଜାଣିବା ପରେ ମାନସ ନାୟକ ଏବଂ ଅନ୍ଯ ଦୁଇଜଣ ବ୍ଯକ୍ତିଙ୍କ ବିରୋଧରେ ଇଓଡବ୍ଲୁ୍ଯରେ ଏତଲା ଦାୟର କରିଛି

Leave A Comment

All fields marked with an asterisk (*) are required