Search for:
  • Home/
  • Month: December 2023

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ ଆପଣମାନେ ନିରାପଦରେ ଫେରି ଆସିଥିବାରୁ ମୁଁ ବହୁତ୍ ଖୁସି ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ, ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣା ଦାୟକ – ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ୧ ଡିସେମ୍ବର ୨୦୨୩ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି [...]

ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା

ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା ୩ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ  ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା ଭୁବନେଶ୍ୱର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଆଜିଠାରୁ ସପ୍ତାହବ୍ୟାପୀ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି । ମାତ୍ର ଆଜି ପ୍ରଥମ ଦିନରେ ବଡି ଭୋରରୁ ତିନି ତିନିଟି ଭୟଙ୍କର ଦୁର୍ଘଟଣା ଘଟି [...]

ଦୌଡିଲା ସାରା ଓଡିଶା ଦୈନିକ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଅବସରରେ ସଚେତନତାର ବାର୍ତ୍ତା

ଦୈନିକ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଲା ସାରା ଓଡିଶା ଭୁବନେଶ୍ବର: ଆଜି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବର କାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ବାଲେଶ୍ବର, ରାଉରକେଲା, [...]

ବିଜେପି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଉଛି : ମନମୋହନ ସାମଲ

ମିଶ୍ରଣ ପର୍ବ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଦଳର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ ବିଜେପି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଉଛି : ମନମୋହନ ସାମଲ  ବରଗଡ ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ  ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ [...]

ବିଶ୍ୱ ଏଡ୍ସ ଦିବସରେ ସକାଳ ଓ ନନ୍ଦିଘୋଷ tv ପକ୍ଷରୁ ବ୍ରହ୍ମପୁର ଏମ.କେ.ସି. ଜି ମାରାଥନ

ଭୁବନେଶ୍ୱର: ବିଶ୍ୱ ଏଡ୍ସ ଦିବସରେ ସକାଳ ଓ ନନ୍ଦିଘୋଷ tv ପକ୍ଷରୁ ବ୍ରହ୍ମପୁର ଏମ.କେ.ସି. ଜି ମେଡିକାଲ ଗେଟ ପାଖରୁ ଖଲ୍ଲିକୋଟ କଲେଜ ଖେଳପଡିଆ ପର୍ଯ୍ୟନ୍ତ ମିନି ମାରାଥନ ଉଦ୍ଘାଟନୀ ଉତ୍ସବ ରେ ଅତିଥିଭାବେ ମାୟାବର ଦକ୍ଷିଣାଞ୍ଚଳ ଆ.ଜି ଶ୍ରୀ ସତ୍ୟବ୍ରତ ଭୋଇ, ମାନ୍ୟବର ବ୍ରହ୍ମପୁର ଭିଜିଲାସନ୍ସ ଏସ.ପି ଶ୍ରୀ ଗଣେଶ ପ୍ରଧାନ, ଶ୍ରୀ ସୁବାଷ ମହାରଣା, ଅଧକ୍ଷ୍ୟ ଓଡିଶା କାଜୁ ନିଗମ, ସକାଳ ବ୍ରହ୍ମପୁର ସଂସ୍କରଣ ର ମୁଖ୍ୟ [...]

ଘଟଗାଁ ରାସ୍ତା ଦୁର୍ଘଟଣାରେ 8 ଜଣ ବ୍ୟକ୍ତିଙ୍କ ମୃତ୍ୟୁ 12 ଆହତ ମୁଖ୍ୟମନ୍ତ୍ରୀଙ୍କ ଶୋକ

  ଘଟଗାଁ ରାସ୍ତା ଦୁର୍ଘଟଣାରେ 8 ଜଣ ବ୍ୟକ୍ତିଙ୍କ ମୃତ୍ୟୁ 12 ଆହତ ମୁଖ୍ୟମନ୍ତ୍ରୀଙ୍କ ଶୋକ ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଆହତ ଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ବର 1 ଡିସେମ୍ବର ୨୦୨୩ ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ 8 ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ରେ ମୁଖ୍ୟମନ୍ତ୍ରୀ [...]