Search for:
  • Home/
  • Month: October 2023

ବିପର୍ଯ୍ୟୟ ଯୋଦ୍ଧା ଗାଁ ଗାଁରେ ରହିବେ|

ଗାଁ ଗାଁରେ ରହିବେ ବିପର୍ଯ୍ୟୟ ଯୋଦ୍ଧା ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାର ଆଉ ଦୁଇପାଦ ଆଗକୁ ଯାଇଛନ୍ତି । ଏଣିକି ପ୍ରତି ଗାଁରେ ୧୦ ଜଣ ଲେଖାଏଁ ଯୁବକଙ୍କୁ ବିପର୍ଯ୍ୟୟ ଯୋଦ୍ଧା ଭାବେ ଗଢ଼ାଯିବ । ରେଡକ୍ରସ୍ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯିବ । ୩ ହଜାର ପଞ୍ଚାୟତରେ ବିପର୍ଯ୍ୟୟ ଯୋଦ୍ଧା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପରିଚାଳନାରେ [...]

ବାଲିଅନ୍ତା ବଜାର ରେ ଅସମ୍ଭାଳ ଭିଡ।

ବାଲିଅନ୍ତା ବଜାର ରେ ଅସମ୍ଭାଳ ଭିଡ ଭୁବନେଶ୍ୱର:ବାଲିଅନ୍ତା – ୨୯/୧୦ ବାଲିଅନ୍ତା ବଜାର ରେ ପ୍ରତିଦିନ ସନ୍ଧ୍ୟା ସମୟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି।ମହାତ୍ମା ଗାନ୍ଧୀ ସେତୁ ଠାରୁ ବଜାର ଛକ ପର୍ଯ୍ୟନ୍ତ ଉଠା ଦୋକାନୀ ଙ୍କ କବଜା ରେ ରହିଅଛି।ଯାହାଫଳ ରେ ଏହି ରାସ୍ତା ଦେଇ ଯାଉଥିବା ଦୈନିକ ହଜାର ହଜାର ଗାଡି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଠାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଅଛି।ରାସ୍ତା କୁ ଲଗେଇ [...]

ପ୍ରଣତି ନାୟକ ୪ ସ୍ୱର୍ଣ୍ଣ ଓ ୧ ରୌପ୍ୟ ସହ ମୋଟ ୫ ପଦକ ହାସଲ କରିଛନ୍ତି ଭୁବନେଶ୍ଵର, ୨୯

  ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଣତି ନାୟକ ୪ ସ୍ୱର୍ଣ୍ଣ ଓ ୧ ରୌପ୍ୟ ସହ ମୋଟ ୫ ପଦକ ହାସଲ କରିଛନ୍ତି ଭୁବନେଶ୍ଵର, ୨୯ ଅକ୍ଟୋବର ୨୦୨୩- ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା [...]

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ ଭୁବନେଶ୍ୱର, ତା ୨୯.୧୦.୨୦୨୩- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି I ସକାଳ ୭.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା [...]

ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୩ ହଜାରରୁ ଅଧିକ ହବିଶ୍ୟାଳି ମାନଙ୍କ ରହିବାର ବ୍ୟବସ୍ଥା ମା ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ – ମୁଖ୍ୟମନ୍ତ୍ରୀ ବ୍ରତ ପାଇଁ ମୁଖ୍ୟମନ୍ତ୍ରୀ ଆମର ସବୁ ସୁବିଧା କରିଛନ୍ତି, ଶାନ୍ତି ଓ ଶ୍ରଦ୍ଧାରେ ବ୍ରତ କରୁଛୁ – ଆନନ୍ଦ ପ୍ରକାଶ କରି ହବିଶ୍ୟାଳି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା [...]

ଜାନୁଆରି ପହିଲା 2024 ରେ ମେଟ୍ରୋ ରେଳ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

  ଜାନୁଆରି ପହିଲା 2024 ରେ ମେଟ୍ରୋ ରେଳ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ କଟକ ଭୁବନେଶ୍ବର କୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଭୋର୍ 4.30 ରେ ମେଟ୍ରୋ ରେଳ ଷ୍ଟେସନ terminal ପ୍ରକଳ୍ପ ପାଇଁ ପ୍ରସ୍ତାବିତ ସ୍ଥାନ ଓ ତ୍ରିଶୁଳିଆ ଛକ ଡିପୋ ବୁଲି ଦେଖିଲେ ପାଣ୍ଡିଆନ୍ ଆଗାମୀ [...]

ଲକ୍ଷ୍ମୀ ପୂଜା ଶୁଭାରମ୍ଭ

ଭୁବନେଶ୍ୱର:ଆଶ୍ଵିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ, ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଦ୍ଵାରା, ୟୁନିଟ୍ ୩ ଠାରେ ପବିତ୍ର ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ ହୋଇଛି।ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ କାରଣରୁ, ଦିବା ୭ ଟାରୁ କଳସ ଯାତ୍ରା ଆରମ୍ଭ ହୋଇ ଦିନ ୧୧ ଟାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ତତସହିତ, ଜୟ ଓଡ଼ିଶା ର “ମୋ ଘର ମୋ ଝୋଟି ” ପ୍ରତିଯୋଗୀତାରେ [...]

ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର’’ – ମେୟର

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର’’ – ମେୟର ‘ଷ୍ଟ୍ରୋକ ନିୟନ୍ତ୍ରଣ, ପ୍ରତିଷେଧକ ଓ ପରିଚାଳନା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ’’ – ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୩: ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ [...]