Search for:
  • Home/
  • Month: September 2023

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ ଭୁବନେଶ୍ୱର:ଗତ କାଲିର ସ୍ୱାୟତ ଶାସନ ଦିବସ ଉପଲକ୍ଷେ ସହରର ପରିମଳକୁ ଅଧିକ ଉନ୍ନିତ କରିବାରେ ଲୋକାର୍ପିତ ହୋଇଥିବା ଫଗିଙ୍ଗ ମେସିନ,ସ୍ପେୟର ଇତ୍ୟାଦିର ଉଦାହରଣ ଦେଇ ଆଜି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପରିମଳ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରିମଳ ଟିମ୍‌କୁ ନେଇ ହୋଇଥିବା ଏହି ଆଲୋଚନାରେ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ [...]

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ ଭୁବନେଶ୍ୱର; ଗତ କାଲିର ସ୍ୱାୟତ ଶାସନ ଦିବସ ଉପଲକ୍ଷେ ସହରର ପରିମଳକୁ ଅଧିକ ଉନ୍ନିତ କରିବାରେ ଲୋକାର୍ପିତ ହୋଇଥିବା ଫଗିଙ୍ଗ ମେସିନ,ସ୍ପେୟର ଇତ୍ୟାଦିର ଉଦାହରଣ ଦେଇ ଆଜି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପରିମଳ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରିମଳ ଟିମ୍‌କୁ ନେଇ ହୋଇଥିବା ଏହି ଆଲୋଚନାରେ ସ୍ୱତନ୍ତ୍ର ଲକ୍ଷ୍ୟ [...]

ବାମପନ୍ଥୀ ନେତା ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ତମ ଜନ୍ମବାର୍ଷିକ ପାଳିତ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଶ୍ରମିକ ଓ ବାମପନ୍ଥୀ ନେତା ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ତମ ଜନ୍ମବାର୍ଷିକ ପାଳିତ ଭୁବନେଶ୍ୱର, ୧.୯ : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଓଡ଼ିଶାରେ ଏଆଇଟିୟୁସିର ଅନ୍ୟତମ ପ୍ରତିଷ୍ଠାତା, ସୁଦକ୍ଷ ପ୍ରାବନ୍ଧିକ, ବିଶିଷ୍ଟ ଶ୍ରମିକ ନେତା ଓ ସମାଜ ଚିନ୍ତାନାୟକ କମ୍ରେଡ଼ ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ ତମ ଜୟନ୍ତୀ ସମାରୋହ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରେରେ ଅନୁଷ୍ଠିତ ହୋଇଯାଇଛି ।ଏଆଇଟିୟୁସିର ବରିଷ୍ଠ ରାଜ୍ୟ [...]

ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ-ଓଡ଼ିଶାର ସଂସ୍କୃତି ଓ ପରମ୍ପରା

ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ-ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଭୁବନେଶ୍ୱର- ତା୦୧.୦୯.୨୦୨୩ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୦ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ତଥା କୁଳପତି, ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର । ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ [...]

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ ଭୁବନେଶ୍ୱର:ପୁରୀ,: ଡକାୟତି ଯୋଜନା ବେଳେ ଅଚାନକ ପୁଲିସ ଚଢାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨ଟି ବଡ଼ ଖଣ୍ଡା, ୨ଟି ଲୁହାରଡ଼, ୨ଟି ବୋମା ଏବଂ ବାରୁଦ ଜବତ କରିଛି ତାଳବଣିଆ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ବାସେଳିସାହି ଥାନା ମଙ୍ଗଳାହାଟ ଜଗନ୍ନାଥ ବସ୍ତିର ବିଦେଶୀ ବେହେରା (୩୫), ଟାଉନ ଥାନା [...]

ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି

  ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି 5T ସଚିବ ଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ . ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ସରକାର ଦେବେ ଜମିପଟ୍ଟା ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ, ମିଳିବ ପଟ୍ଟା ସୋରଡାରେ ଅକ୍ଟୋବର ପହିଲାରୁ ପଟ୍ଟା ବଣ୍ଟନ, ବର୍ଷ ବର୍ଷର ସମସ୍ୟା ୫ ଦିନରେ ସମାଧାନ [...]

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଆନନ୍ଦ ବାରିକ (୪୩ବର୍ଷ) ଏକ ଛୋଟ ପାନ ଦୋକାନ କରି ପରିବାର ଚଳାନ୍ତି । ୧୯୯୬ ମସିହାରେ ଏକ ପିରକ କଣ୍ଟା ତାଙ୍କ ବାମ ପାଦରେ ଫୁଟି ସେପ୍ଟିକ ହୋଇଯାଇଥିଲା । [...]

କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣା ପ୍ରତିବାଦରେ ବିକ୍ଷୋଭ ଓ ସିବିଆଇ ତଦନ୍ତ ଦାବି

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣା ପ୍ରତିବାଦରେ ବିକ୍ଷୋଭ ଓ ସିବିଆଇ ତଦନ୍ତ ଦାବି ଭୁବନେଶ୍ୱର,ତା.୦୧/୦୯: ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ଓ ସାର କାରବାରରେ ବ୍ୟାପକ କଳାବଜାର ପ୍ରତିବାଦରେ ଆଜି ବିଜେପି କୃଷକମୋର୍ଚ୍ଚ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ପାୱାରହାଉସ [...]

ଲାଲା ଅଶୋକ କୁମାର ରାୟ(ଗାମା ଭାଇ)ଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ବିଜେପି ଶୋକ

ବରିଷ୍ଠ ବିଜେପି କାର୍ଯ୍ୟକର୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟ(ଗାମା ଭାଇ)ଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ   ଭୁବନେଶ୍ୱର,ତା.୦୧/୦୯: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଶ୍ରୀ ଲାଲା ଅଶୋକ କୁମାର ରାୟ( ଗାମା ଭାଇ)ଙ୍କ ଆଜି ସକାଳେ ୟୁନିଟ୍‌-୩ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ଗାମା ଭାଇଙ୍କ ଅକାଳ ବିୟୋଗରେ ରାଜ୍ୟ [...]

ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ

ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ଭୁବନେଶ୍ୱର ତା. ୦୧.୦୯- ରାଜ୍ୟର ବିଜେଡ଼ି ସରକାରଙ୍କ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଂଚାୟତ ରାଜ ବ୍ୟବସ୍ଥା ପ୍ରତି ଉପହାସ ତାହା ଗତ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରମାଣିତ କରିଛି ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା କଂଗେଅସ ଦଳର [...]