Search for:
  • Home/
  • Month: September 2023

ଶାଳଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ ଜବତ

ଶାଳଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ ଜବତ ଭୁବନେଶ୍ୱର:ବାରିପଦା,ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ବନ କର୍ମଚାରୀ ଏକ ଶାଳଗଣ୍ଡି ବୋଝେଇ ପିକ ଅପ୍ ଭ୍ୟାନ ଜବତ କରିବା ସହିତ ଚାଳକକୁ ଗିରଫ କରିଛନ୍ତି । ବିଶ୍ବସ୍ତ ସୁତ୍ରରୁ ଖବର ପାଇ କରଞ୍ଜିଆର ଅତିରିକ୍ତ ବନ ସଂରକ୍ଷକ ସଦଳବଳେ ସିଙ୍ଗଡା ସେକ୍ସନର ଶରଣଗଡ ନିକଟରେ ବେଆଇନ ଭାବେ ଶାଳଗଣ୍ଡି ବୋଝେଇ କରି ଯାଉଥିବା ପିକ ଅପ୍ ଭ୍ୟାନ ନଂ ଓଆର ୦୯ଜି ୪୪୨୧କୁ [...]

ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ସାଂସଦ

ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ସାଂସଦ ମାଲକାନଗିରି: ମାଲକାନଗିରି ସଦର ବ୍ଲକ ର ୫ଟି ଗ୍ରାମ ପଞ୍ଚାୟତ ଯଥା ତଣ୍ଡକି, ଚଲାଣଗୁଡା, ତାଣ୍ଡାପାଲ୍ଲୀ, ଗୋରାଖୁଣ୍ଟା ଓ ଗୌଡ଼ଗୁଡାରେ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଜି ଭିତ୍ତିଭୂମି ର ଶିଳାନ୍ୟାସ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏହି ଅବସରରେ ମାଲକାନଗିରି ପୁର୍ବତନ ବିଧାୟକ ମାନସ ମାନସ ମାଡକାମି, ଜିଲ୍ଲା ଆଇନଜୀବି ସାମୁଖ୍ୟ ସଭାପତି [...]

ବାଇକ୍ ସହ ଗଞ୍ଜେଇ ଜବତ,୨ ଗିରଫ

ବାଇକ୍ ସହ ଗଞ୍ଜେଇ ଜବତ,୨ ଗିରଫ କୋରାପୁଟ :  ମାଛକୁଣ୍ଡ  ପୁଲିସ୍ ଦ୍ୱାରା   ବଡ଼ସଗର ନିକଟରୁ ଏକ ମୋଟର ସାଇକଲ ସହ  ୩୦ କିଲୋ ୧୦୦ ଗ୍ରାମ  ଗଞ୍ଜେଇ   ଜବତ କରା ଯାଇଥିବାବେଳେ  ୨ଜଣ ଗିରଫ ହୋଇଥିବା ନନ୍ଦପୁର ଏସଡିପିଓ  ସଞ୍ଜୟ କୁମାର ମହାପାତ୍ର  ସୂଚନା ଦେଇଛନ୍ତି । ଗିରଫ ଅଭିଯକ୍ତମାନେ ଆନ୍ଧ୍ର ପ୍ରଦେଶ ଆଲୁରୁ ସୀତାରାମ (ଏ ଏସ ଆର୍) ଜିଲ୍ଲା ମୁଚିମପୁଟ ଥାନା ତୁମୁଡ଼ିପୁଟ [...]

ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ ନବୀନ ସରକାର ଛାତ୍ରଙ୍କର ଗଣତାନ୍ତ୍ରିକ ଅଧିକାର ଛଡ଼େଇ ନେଉଛନ୍ତି – ୟାସିର ନୱାଜ ଭୁବନେଶ୍ୱର ତା. ୪.୯- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଘଂଟ ବାଡ଼େଇ ବିକ୍ଷୋଭ କରାଯାଇଥିଲା । ଉତ୍କଳ [...]

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ପ୍ରବୋଧ ତ୍ରିର୍କି ଓ ପ୍ରଶାନ୍ତ ଚମ୍ପତି

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ପ୍ରବୋଧ ତ୍ରିର୍କି ଓ ପ୍ରଶାନ୍ତ ଚମ୍ପତି ଭୁବନେଶ୍ୱର, ତା. ୦୪/୦୯ : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶିଷ୍ଟ କ୍ରୀଡ଼ାବିତ ତଥା ଆନ୍ତର୍ଜାତିକ ହକି ଖେଳାଳି ଶ୍ରୀ ପ୍ରବୋଧ ତିର୍କି ଏବଂ ଭୁବନେଶ୍ୱରର ଜିଲ୍ଲା ବିଜେଡ଼ିର ସାଧାରଣ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ଚମ୍ପତି ନିଜର ଶତାଧିକ ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି [...]

ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି

  ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି 5T ସଚିବଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ .ଡିସେମ୍ବରରୁ ପଟ୍ଟା ବଣ୍ଟନ ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ Task Forceର SOP ଭିତ୍ତିରେ ନିର୍ଦ୍ଧାରିତ ହେବ ଭୁବନେଶ୍ୱର:ତା.୦୪.୦୯.୨୦୨୩ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ [...]

ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଜୀ ସାର୍ଥକର ୫ଟି ମେଗା ଧାରାବାହିକ

ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଜୀ ସାର୍ଥକର ୫ଟି ମେଗା ଧାରାବାହିକ ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ [...]

ତିନୋଟି ଗୋରୁ ଗାଡି ଅଟକ ରଖିଲେ ଲୋକେ

ତିନୋଟି ଗୋରୁ ଗାଡି ଅଟକ ରଖିଲେ ଲୋକେ, (ଦୁଇଟି ଗାଡି କୁ ଜାଳି ଦେଲେ ଲୋକେ ) (ତିନିଘଣ୍ଟା ବିଳମ୍ବର ରେ ପହଞ୍ଚିଲା କମର୍ଦା ପୋଲିସ ) ଭୁବନେଶ୍ୱର:ବାଲେଶ୍ୱର/ଦହମୁଣ୍ପ ଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଗୋରୁ ଗାଡିକୁ ଅଟକାଇ ସମସ୍ତ ଗୋରୁ ଗାଡିରୁ ଉଦ୍ଧାର ପରେ ଗାଡିକୁ ନିଆଁ ଲୋଗାଇ ଦେଲେ ଲୋକେ । ସୂଚନା ଅନୁଯାଇ ବାଲିଆପାଳ-କମର୍ଦା ରାସ୍ତା ଦେଇ ପ୍ରତିଦିନ ପିକଅପ ରେ ଭର୍ତି ହୋଇ କମର୍ଦ୍ଦା [...]

୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’

ଭୁବନେଶ୍ୱର:୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର କମିଶନରେଟ୍ ପୋଲିସ୍ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ୍. ଡି. ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ରକୁ ୯ ବର୍ଷ ପୂରି ୧୦ ବର୍ଷ ଚାଲିଲା । ଏହି କେନ୍ଦ୍ର ୨୦୧୪ ମସିହା ସେପ୍ଟେମ୍ବର ମାସ ୩ ତାରିଖରୁ ଡି.ସି.ପି. ଅଫିସ ଭୁବନେଶ୍ଵର ଓ କଟକ ମହିଳା ଥାନା ପରିସରରେ କାର୍ଯ୍ୟକରି ଆସୁଅଛି । [...]

ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ  ରାଜ୍ୟ ସଭାପତି, ବିରୋଧୀ ଦଳ ନେତାଙ୍କ ସମେତ ବହୁ ନେତୃବୃନ୍ଦ ଜଣାଇଲେ ଶୋକ ଭୁବନେଶ୍ୱର,ତା.୦୨/୦୯: ଭାରତୀୟ ଜନତା ପାର୍ଟୀ ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ଶ୍ରୀମତୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ଆଜି ୯୮ ବର୍ଷ ବୟସରଙ୍କ କଟକ ସିଡିଏ ସ୍ଥିତ ବାସଭବନରେ [...]