Search for:
  • Home/
  • ରାଜ୍ୟ/
  • ଶାଳଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ ଜବତ

ଶାଳଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ ଜବତ

Spread the love

Loading

ଶାଳଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ ଜବତ

ଭୁବନେଶ୍ୱର:ବାରିପଦା,ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ବନ କର୍ମଚାରୀ ଏକ ଶାଳଗଣ୍ଡି ବୋଝେଇ ପିକ ଅପ୍ ଭ୍ୟାନ ଜବତ କରିବା ସହିତ ଚାଳକକୁ ଗିରଫ କରିଛନ୍ତି ।
ବିଶ୍ବସ୍ତ ସୁତ୍ରରୁ ଖବର ପାଇ କରଞ୍ଜିଆର ଅତିରିକ୍ତ ବନ ସଂରକ୍ଷକ ସଦଳବଳେ ସିଙ୍ଗଡା ସେକ୍ସନର ଶରଣଗଡ ନିକଟରେ ବେଆଇନ ଭାବେ ଶାଳଗଣ୍ଡି ବୋଝେଇ କରି ଯାଉଥିବା ପିକ ଅପ୍ ଭ୍ୟାନ ନଂ ଓଆର ୦୯ଜି ୪୪୨୧କୁ ଅଟକାଇ କାଗଜପତ୍ର ଯାଞ୍ଚ ବେଳେ ଧରାପଡିଥିଲା । ଚାଳକ କଟିଆ ମହାକୁଡକୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି ।

Leave A Comment

All fields marked with an asterisk (*) are required