Search for:
  • Home/
  • ରାଜ୍ୟ/
  • ତିନୋଟି ଗୋରୁ ଗାଡି ଅଟକ ରଖିଲେ ଲୋକେ

ତିନୋଟି ଗୋରୁ ଗାଡି ଅଟକ ରଖିଲେ ଲୋକେ

Spread the love

Loading

ତିନୋଟି ଗୋରୁ ଗାଡି ଅଟକ ରଖିଲେ ଲୋକେ, (ଦୁଇଟି ଗାଡି କୁ ଜାଳି ଦେଲେ ଲୋକେ )
(ତିନିଘଣ୍ଟା ବିଳମ୍ବର ରେ ପହଞ୍ଚିଲା କମର୍ଦା ପୋଲିସ )

ଭୁବନେଶ୍ୱର:ବାଲେଶ୍ୱର/ଦହମୁଣ୍ପ ଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଗୋରୁ ଗାଡିକୁ ଅଟକାଇ ସମସ୍ତ ଗୋରୁ ଗାଡିରୁ ଉଦ୍ଧାର ପରେ ଗାଡିକୁ ନିଆଁ ଲୋଗାଇ ଦେଲେ ଲୋକେ । ସୂଚନା ଅନୁଯାଇ ବାଲିଆପାଳ-କମର୍ଦା ରାସ୍ତା ଦେଇ ପ୍ରତିଦିନ ପିକଅପ ରେ ଭର୍ତି ହୋଇ କମର୍ଦ୍ଦା ଥାନା ଆଗ ଦେଇ ଗୋରୁ ଗାଡି ପଶ୍ଚିମବଙ୍ଗ କୁ ଚାଲାଣ ହେଇଥାଏ ଯାହାର ଅଭିଯୋଗ ବାଲିଆପାଳ ଥାନା ଓ କମର୍ଦ୍ଦା ଥାନା କୁ ଅଭିଯୋଗ ପରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିଲା ସେଥିପାଇଁ ସ୍ଥାନିୟ ଲୋକ ମାନେ ଆଜି ଉଲୁଡ଼ା ତାରେଣୀ ଛକ ନିକଟରେ ଗୋ ଚାଲାଣ ହେଉଥିବା ତିନଟି ପିକଅପ ଭେନ କୁ ଧରିଥିଲେ । ଗାଡିରୁ ସମସ୍ତ ଗୋରୁ ଉଦ୍ଧାର କରି ନେଇ ଜିବା ପରେ ଦୁଇଟି ପିକଅପ କୁ ନିଆଁ ଲଗାଇ ଦେଇଛନ୍ତି ସ୍ଥାନିୟ ଲୋକେ । ଘୋଟଣା ଘଟିବାର ତିନିଘଣ୍ଟା ପରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ କରୁଛି ଯାହା ପାଇଁ ଲୋକ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି, ଏବଂ ଏଥିରୁ ଜଣା ପଡୁଛି କମର୍ଦା ପୋଲିସ, ର ଇସାରା ରେ ଗୋ ଚାଲାଣ ହେଉଥିବା ଲୋକ ଅଭିଯୋଗ କରିଛନ୍ତି, ପ୍ରାୟ ଶହେ ରୁ ଉର୍ଦ୍ଧ ଗରୁ ଉଦ୍ଧାର କରିଛନ୍ତି ଲୋକେ

Leave A Comment

All fields marked with an asterisk (*) are required