Search for:
  • Home/
  • Month: September 2023

ଜାଗେଶ୍ୱରି ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବର୍ଷ ପୁର୍ତ୍ତୀ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର:ଜାଗେଶ୍ୱରି ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବର୍ଷ ପୁର୍ତ୍ତୀ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଚି। କାର୍ଯ୍ୟକ୍ରମଟି ଟ୍ରଷ୍ଟର ମ୍ଯାନେଜିଂ ଟ୍ରଷ୍ଟୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଜୟ ଓଡିଶାଙ୍କ ବିହିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଦିଲ୍ଲିପ ରାଉତରାୟ ( ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର [...]

ଅନ୍ତର୍ଜାତୀୟ ସେବା ସଂସ୍ଥା ସିଭିଲ ଡିଫେନ୍ସ ଦୁଃଖ ଗୁହାରି।

ଅନ୍ତର୍ଜାତୀୟ ସେବା ସଂସ୍ଥା ସିଭିଲ ଡିଫେନ୍ସ ଯାହାକି ଓଡିଶା ସରକାରଙ୍କ ଗୃହ ଗୃହ ବିଭାଗ ଅଧୀନରେ କାମ କରେ. ଏହାର ଡିରେକଟର ଏବେ Dr. ସୁଧାଂଶୁ ଷଡ଼ଙ୍ଗୀ IPS ଥିବାବେଳେ ମୁଖ୍ୟମନ୍ତ୍ରୀ ବିଭାଗ ମନ୍ତ୍ରୀ ଅଛନ୍ତି. ଏହି ସଂସ୍ଥା ବିପର୍ଯୟ ସମୟରେ ଲୋକଙ୍କୁ ଉଦ୍ଧାର, ସ୍ଥାନାନ୍ତର, ରିଲିଫ ବଣ୍ଟନ କାର୍ଯ୍ୟ କରିବା ସହିତ ଅନ୍ୟ ସମୟରେ ବିପର୍ଯୟ ର ପ୍ରଭାବ ହ୍ରାସ ପାଇଁ ଲୋକଙ୍କୁ ତାଲିମ୍ ପ୍ରଦାନ କରେ. ଯେଉଁ [...]

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ଏମଓୟୁ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ଏମଓୟୁ ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ -ଧର୍ମେନ୍ଦ୍ର ପ୍ରଧାନ • ଟେକ୍ନୋଲୋଜିର ସାମର୍ଥ୍ୟକୁ ଉପଯୋଗ କରି ଆମର ଡିଜିଟାଲ ଦକ୍ଷ ଯୁବପିଢି ସମାଜର ଉଦ୍ୟୋଗୀ ଓ ଓ୍ୱେଲଥ୍ କ୍ରିଏଟର ହେବେ • ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ସହଯୋଗୀ ହେବ ଆଇବିଏମ • ଏକାଦଶ [...]

ମଜୁରି ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ମିଳିତ ପାଚିକା ସଂଘ ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ, ଧରଣା 

ମଜୁରି ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ମିଳିତ ପାଚିକା ସଂଘ ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ, ଧରଣା ଭୁବନେଶ୍ୱର, ୨୮.୯ : ଏଆଇଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌, ଏଆଇୟୁଟିୟୁସି ଓ ଏଆଇସିସିଟିୟୁ ଦ୍ୱାରା ସହବନ୍ଧିତ ବିଭିନ୍ନ ପାଚିକା ମହାସଂଘ ଏକତ୍ରିତ ହୋଇ ବୁଧବାର ଦିନ ଗାନ୍ଧିମାର୍ଗରେ ଏକାଠ ହୋଇ ପାଚିକାମାନଙ୍କର ଦାବି ନେଇ ଗଣଧାରଣା ଜାରି ରହିଛି । ପାଚିକାମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ଓ ମାସିକ ସର୍ବନିମ୍ନ [...]

ଯୁବ ରେଡ଼କ୍ରସ ପରାମର୍ଶଦାତାଙ୍କ ବୈଠକ।

ଯୁବ ରେଡ଼କ୍ରସ ପରାମର୍ଶଦାତାଙ୍କ ବୈଠକ ଭୁବନେଶ୍ୱର, ୨୮.୯ : ଯୁବ ରେଡ଼କ୍ରସ ଆଞ୍ଚଳିକ ଶାଖା, ଭୁବନେଶ୍ୱରର ଜିଲ୍ଲାସ୍ତରୀୟ ପରାମର୍ଶଦାତାଙ୍କ କାର୍ଯ୍ୟକାରିଣୀ ବୈଠକ ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜି.ଏମ୍‌. ଖାନ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଚଳିତବର୍ଷର କାର୍ଯ୍ୟକ୍ରମ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ । [...]

୧ରେ ଗାନ୍ଧୀଗାଥା ଉତ୍ସବ।

୧ରେ ଗାନ୍ଧୀଗାଥା ଉତ୍ସବ। ଭୁବନେଶ୍ୱର ତା୨୭/୦୯-ସଂଭାବନା ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ପୂର୍ବସଂଧ୍ୟା ଅକ୍ଟୋବର ୧, ରବିବାର, ସଂଧ୍ୟା ୫ଘଟିକା ସମୟରେ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ହେଉଛି, “ଗାନ୍ଧୀଗାଥା ଉତ୍ସବ”। ଗାନ୍ଧୀଙ୍କ ପାଇଁ ସଂଜଟିଏ କ୍ରମରେ ସଂଗୀତ,କଥା ଓ କବିତା ଜରିଆରେ ଗାନ୍ଧୀଙ୍କୁ ମନେ ପକାଇବାର ଏହା ଏକ ନିଆରା ପ୍ରୟାସ। ପ୍ରଖ୍ୟାତ ଗାନ୍ଧୀ ଗବେଷକ ଦାଶ୍ ବେନହୁର୍ କହିବେ ଗାନ୍ଧୀ କଥା। ସଂଗୀତରେ ଗାନ୍ଧୀଙ୍କୁ ଶ୍ରଦ୍ଧାର୍ପଣ କରିବେ [...]

ସାମାଜିକ ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ ଆରମ୍ଭ କରିବ ଓସିଏ

ସାମାଜିକ ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ ଆରମ୍ଭ କରିବ ଓସିଏ ଭୁବନେଶ୍ୱର: କ୍ୟାଟରିଂ ଆସୋସିଏସନ୍ ଅଫ୍ ଓଡିଶା (ଓସିଏ) ପକ୍ଷରୁ ମଙ୍ଗଳବାର “ଜାତୀୟ କ୍ୟାଟେରର୍ ଦିବସ” ପାଳନ କରାଯାଇଥିଲା, ଯେଉଁଥିରେ 50ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରି “ସାମାଜିକ କାର୍ଯ୍ୟରେ ଖାଦ୍ୟର ଅପଚୟ” ଉପରେ ଆୟୋଜିତ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସଭ୍ୟ ସମାଜରେ ଅନ୍ୟମାନଙ୍କ ପାଇଁ ଖାଦ୍ୟ ସଂରକ୍ଷଣ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର [...]

କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍-୨୦୨୩ ଆୟୋଜିତ

କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍-୨୦୨୩ ଆୟୋଜିତ ଭୁବନେଶ୍ୱର,୨୬ ।୯ : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ହ୍ୟାକ୍‍ଟେଷ୍ଟ-୨୦୨୩ ଶୀର୍ଷକ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ୨୦୨୩ (ଏସ୍‍ଆଇଏଚ୍‍-୨୦୨୩) ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏସ୍‍ଆଇଏଚ୍‍ ନିର୍ଦ୍ଦେଶାବଳୀ ଅନୁସାରେ ଉତ୍ପାଦ ସର୍ଜନାର ସଂସ୍କୃତି ଓ ସମସ୍ୟା ସମାଧାନ କରିବାର ମାନସିକତା ବିକଶିତ କରିବାରେ ଏକ ମଞ୍ଚ ପ୍ରଦାନ କରିବା ହେଉଛି ଏଭଳି ହାକାଥନ୍‍ ଆୟୋଜନ କରିବାର ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାର ଏକ [...]

ଏମ୍‌ସ ଭୁବନେଶ୍ୱରର ଏକାଦଶ ବାର୍ଷିକ ଉତ୍ସବ

ଏମ୍‌ସ ଭୁବନେଶ୍ୱରର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହେବ ୩ ନୂତନ ବିଭାଗ, ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅନୁମୋଦନ – ରୋଗୀସେବା ଓ ଗବେଷଣାକୁ ପ୍ରାଥମିକତା, ପୂର୍ବଭାରତରେ ପାଲଟିଛି ଉତ୍କର୍ଷ କେନ୍ଦ୍ର ଭୁବନେଶ୍ୱର, ୨୭/୦୯/୨୦୨୩: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍‌ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ [...]

ଦୁନିଆର ପ୍ରଗତି ପାଇଁ ଭାରତର ପ୍ରଗତି ଓ ଭାରତର ଯୁବକମାନଙ୍କ ପ୍ରଗତି ଆବଶ୍ୟକ – ପ୍ରଧାନମନ୍ତ୍ରୀ 

‘ଜି-୨୦ ବିଶ୍ୱବିଦ୍ୟାଳୟ ସମାପନ’ କାର୍ଯ୍ୟକ୍ରମରେ ଯୁବଶକ୍ତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଦୁନିଆର ପ୍ରଗତି ପାଇଁ ଭାରତର ପ୍ରଗତି ଓ ଭାରତର ଯୁବକମାନଙ୍କ ପ୍ରଗତି ଆବଶ୍ୟକ – ପ୍ରଧାନମନ୍ତ୍ରୀ  ଜି-୨୦ ବୈଠକରେ ଶିକ୍ଷାକୁ ଗ୍ଲୋବାଲ୍ ଏଜେଣ୍ଡା ଭାବେ ଗ୍ରହଣ କରାଯିବା ବଡ଼ ଉପଲବ୍ଧି – ଧର୍ମେନ୍ଦ୍ର ପ୍ରଧାନ • ଯୁବବର୍ଗଙ୍କୁ ବଡ଼ ଭାବିବା ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ • ଯୁବପିଢିଙ୍କ କାରଣରୁ ହିଁ ସମଗ୍ର ଭାରତ ଏକ ହାପେନିଂ [...]