Search for:
  • Home/
  • ରାଜ୍ୟ/
  • ହୁଇଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ରେ ୪ ଓଡ଼ିଆ।

ହୁଇଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ରେ ୪ ଓଡ଼ିଆ।

Spread the love

Loading

ହୁଇଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ରେ ୪ ଓଡ଼ିଆ।

ଭୁବନେଶ୍ୱର:ଆଜି ଓଡିଶା ରୁ ଯାତ୍ରା କରିଛି ଫେନ୍ସିଂ ଦଳ ପାରା ସ୍ପୋର୍ଟସ ସଂଘ ର ସଭାପତି ଶ୍ରୀଯୁକ୍ତ କମଳାକାନ୍ତ ରଥ ଉପସ୍ଥିତ ଥିଲେ। ବିମାନବନ୍ଦର ରୁ ପୋଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦଳ।Poland ର Warsaw ସହର ରେ ଆସନ୍ତା ୦୬- ୦୯ ଜୁଲାଇ ୨୦୨୩ ହେବାକୁ ଥିବା *IWAS Wheelchair Fencing 2023 World Cup ” Sazabla Kilinskiego” ରେ ଓଡ଼ିଶା ରୁ ୪ ଖେଳାଳୀ ଭାରତୀୟ ଦଳରେ ପ୍ରତିନିଧତ୍ଵ କରିବେ। ସେହେଲେ
(୧) ଭି.ରମେଶ ରାଓ (୨) ରାଖାଲ୍ କୁମାର ସେଠୀ (୩) ପୂଜାସ୍ୱନି ନାୟକ ଓ (୪) ମାଳତୀ ପାନୌରେ । ଦଳ ସହିତ ଯାତ୍ରା କରୁଛନ୍ତି ଅଧ୍ୟକ୍ଷା ହୁଇଲ୍ ଚେୟାର ଫେନ୍ସିଂ ଓଡ଼ିଶା ବେଲା ଜେଶ୍ୱଲ୍ ମଧ୍ୟ।ଭାରତୀୟ ଦଳରେ ଓଡ଼ିଶାର ସ୍ଥାନ ପାଇଛନ୍ତି ଅଭିଜ୍ଞ ଖେଳାଳି ଭି.ରମେଶ ରାଓ, ରାଖାଲ୍ ସେଠୀ, ପୂଜାସ୍ୱନି ନାୟକ ଓ ମାଳତୀ ପାନୌରେ ଙ୍କୁ ଚୟନ କରାଯାଇଛି। ୨୦୨୩ ଜାତୀୟ ଚାମ୍ପିଅନ୍ସିପ୍ ରେ ରାଖାଲ, ମାଳତୀ ଓ ପୂଜାସ୍ୱନି ବ୍ୟକ୍ତିଗତ ଓ ଦଳଗତ ୬ ପଦକ ହାସଲ କରିଥିଲା ବେଳେ ଭି.ରମେଶ ରାଓ ବ୍ୟକ୍ତିଗତ ଓ ଦଳଗତ ୪ ଲେଖାଏଁ ପଦକ ହାସଲ କରିଥିଲେ। ଖେଳାଳି ମାନେ ବିଶ୍ୱ କପ ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିବା ସହିତ ଉତରତର କାମନା କରିଛି ପାରା ସ୍ପୋର୍ଟସ ଆସୁଏସେସନ୍ ଅଫ୍ ଓଡ଼ିଶା।

Leave A Comment

All fields marked with an asterisk (*) are required