Search for:
  • Home/
  • ରାଜ୍ୟ/
  • ୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି।

୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି।

Spread the love

Loading

ଭୁବନେଶ୍ୱର:ଓଡ଼ିଶାରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି ପଡିଛି । କିନ୍ତୁ ପିଲା ମାନଙ୍କରେ ପାଖରେ ଚାକିରିର ବ୍ୟବସ୍ଥା ନାହିଁ । ଏହା ପରେ ପ୍ରଶ୍ନ ପତ୍ର ଲିକ୍, ମେରିଟ ଲିଷ୍ଟରେ ନା ନଥାଇ ମଧ୍ୟ ଟଙ୍କା କାରବାର ଦ୍ବାରା ଅନେକ ଚାକିରି ହାତେଇ ନେଉଛନ୍ତି । ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଥାଇ ମେରିଟ୍ ଲିଷ୍ଟ ବାହାର କରିବାର ଅର୍ଥ କଣ? ଷ୍ଟାପ ସିଲେକ୍ସନ ହେଉ ଅବା ପବ୍ଲିକ ସିଲେକ୍ସନ ବୋର୍ଡ ଯେଉଁ ମାନଙ୍କ ଦ୍ବାରା ଏହି ସବୁ ପରୀକ୍ଷା ଆୟୋଜନ କରାଯାଉଛି ସେମାନଙ୍କୁ ପ୍ରାର୍ଥୀ ଚୟନରେ

ଟ୍ରାନ୍ସପରେନ୍ସି ରଖିବା ଆବଶ୍ୟକ । ଏହା କୁ ନେଇ ବର୍ଷାରେ ପିଲା ମାନେ ବିକ୍ଷୋପ କରୁଥିବା ବେଳେ ସରକାର ଏବେ ବି ଚୁପ୍ ବସିଛନ୍ତି । ଏଥିରେ ଯେଉଁ ଅବ୍ୟବସ୍ଥା ହେଉଛି ତାହାକୁ ଠିକ୍ କରିବା ପାଇଁ ମାତ୍ର ୫ ମିନିଟ ଲାଗିବ କିନ୍ତୁ ସରକାର ଏହା ପ୍ରତି ଦୃଷ୍ଟି ନ ଦେବା ଏହା ପ୍ରମାଣିତ କରୁଛି ସରକାରଙ୍କ ଏହା ପ୍ରତି ଆନ୍ତରିକତା ନାହିଁ – ବିଜୟ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

Leave A Comment

All fields marked with an asterisk (*) are required