Search for:

ଅତାବିରା ଓ ଭଟଲିରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଅତାବିରା ଓ ଭଟଲିରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ଆଜିର ଜନସମୁଦ୍ର ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛି ବିରୋଧୀ ନିଜେ କାମ କରିବେନି କି କାହାକୁ କରାଇ ବି ଦେବେ ନାହିଁ, ମିଛରେ ଆଖି ବନ୍ଦ କରି ଶୋଇଥିବା ଲୋକକୁ ଉଠାଇବ କିଏ? ୨୦୧୪ ରୁ ୨୦୧୯ ଓ ୨୦୨୪ ସବୁବେଳେ ଗୋଟିଏ ପ୍ରତିଶ୍ରୁତି, ଏମ୍‍.ଏସ୍‍.ପି ଦୁଇଗୁଣ କରିବେ, ୧୦ ବର୍ଷରେ ହେଲାନି ଆଉ କ’ଣ କରିବେ, ମା’ ସମଲେଇ ସେମାନଙ୍କୁ [...]

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର। •ଦିନ ତମାମ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କଲେ ବାବୁ ସିଂ •ଏକାମ୍ର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ ଭୁବନେଶ୍ୱର, ୮/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି [...]

ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା ବିଜେପିରେ ସାମିଲ

  ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା ବିଜେପିରେ ସାମିଲ ହେଲେ  ପଂଚାୟତ ସମିତି ସଦସ୍ୟ ଦୀପକ ସାହୁ ବିଜେପିରେ ଯୋଗ ଦେଲେ  ପୁରୀ ଜିଲ୍ଲା ନିମାପଡାର ବରିଷ୍ଠ ଆଇନଜୀବୀ ସୁଧିର ଚରଣ ମହାନ୍ତି ବିଜେପିରେ ସାମିଲ ହେଲେ ଭୁବନେଶ୍ୱର, ତା.୦୮/୦୫: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଛତିଆ ଗ୍ରାମ ପଂଚାୟତର ପଂଚାୟତ [...]

ବିଜେଡି ଆପେ ଆପେ ଭାଙ୍ଗି ଚୁରମାର ହୋଇଯିବ: ପୀତାମ୍ବର ଆଚାର୍ଯ୍ୟ

  ବିଜେଡି ଆପେ ଆପେ ଭାଙ୍ଗି ଚୁରମାର ହୋଇଯିବ: ପୀତାମ୍ବର ଆଚାର୍ଯ୍ୟ  ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁ ବରଂ ରାଉଣ୍ଡ ନେତା ସାଜିଛନ୍ତି  ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବୀ କରୁଥିବା ବିଜେଡିର ପୋଷ୍ଟର ଆଉ ବ୍ୟାନରରେ ଗୁମାସ୍ତାଙ୍କ ଫଟୋ ଲାଗିଛି  ବାହାରୁ ଆମଦାନୀ ନେତା, କ୍ରୀତଦାସ ଓ ଗୁମାସ୍ତାଙ୍କ ଉପରେ ନିର୍ଭରଶୀଳ ବିଜେଡି  ମୁଖ୍ୟମନ୍ତ୍ରୀ ନାମରେ ଭୋଗବିଳାସ କରିବାର ଷଡଯନ୍ତ୍ର ରଚାଯାଉଛି [...]

ବର୍ଷାରେ ଭିଜି ଜନତାଙ୍କ ନିକଟରେ ପହଞ୍ଚିଲେ ଜଗନ୍ନାଥ

*ବର୍ଷାରେ ଭିଜି ଜନତାଙ୍କ ନିକଟରେ ପହଞ୍ଚିଲେ ଜଗନ୍ନାଥ* *ବର୍ଷା ଓ ବିଜୁଳି ଖାତିର ନକରି ଜନାଦୃତ ନେତୃତ୍ବର ପରିଚୟ ଦେଲେ ଜଗନ୍ନାଥ* ଭୁବନେଶ୍ବର,୦.୦୫.. ପ୍ରବଳ ଗୁଳୁଗୁଳିରୁ ରାଜଧାନୀବାସୀ ସାମାନ୍ୟ ଆସ୍ବସ୍ତି ପାଇଛନ୍ତି ା କିନ୍ତୁ ଜନତାଙ୍କ ସେବା ପାଇଁ ନିଜକୁ ସମର୍ପିତ କରିଥିବା ନେତାଙ୍କ ପାଇଁ ଖରା,ବର୍ଷା ଓ ଶୀତ ସବୁ ଏକଋତୁ ବୋଲି ଆଜି ପ୍ରମାଣିତ କରିଛନ୍ତି ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ [...]

ଓଡ଼ିଶାର ଘରେ ଘରେ ବେଶ୍ ଲୋକପ୍ରିୟ ୪୮ ବର୍ଷର ଗୁଡି ସୂତ୍ରଲାଇନ ପକ୍ଷରୁ ଉତ୍ପାଦିତ ଗୁଚି ଚା

  ଭୋଟ୍ ସଚେତନତା ପାଇଁ ରୁଚି ଋ’ର ଅଭିନବ ବାର୍ତା ଭୁବନେଶ୍ଵର,  : ଓଡ଼ିଶାର ଘରେ ଘରେ ବେଶ୍ ଲୋକପ୍ରିୟ ୪୮ ବର୍ଷର ଗୁଡି ସୂତ୍ରଲାଇନ ପକ୍ଷରୁ ଉତ୍ପାଦିତ ଗୁଚି ଗ’ର ଜନସଚେତନତା ମୂଳକ ବାତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଗୋଳାପିତ ହୋଇଛି । ଅଦିନ ଭିତରେ ଗୁଳି ବ୍ରାଣ ଗାଁ’ ନିଜର ସ୍ନାତ ଓ ଗୁଣାତ୍ମକ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ବାରା ବେଶ ଆବୃଦ୍ଧି ହୋଇଥିବାରୁ ଏହାର [...]

ରିୟଲିଟି ଶୋ ବିଜେତାଙ୍କୁ ସମ୍ବର୍ଦ୍ଧନା

ରିୟଲିଟି ଶୋ ବିଜେତାଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର,୮/୫- ରିଏଲିଟି ଶୋ ଟିକେ ଡାନ୍ସ ଓ ଟିକେ ଆକ୍ଟିଙ୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଥିବା ସୁନ୍ଦରପଦାର ଋତୁରାଜ ଦାସଙ୍କୁ ରାଜଧାନୀ ସଂଗ୍ରାମୀ ସଂଗ୍ରାମୀ ସେବାସଙ୍ଘ ତରଫରୁ ଜୟଦେବ ଭବନ ପରିସର ଠାରେ ସମ୍ବର୍ଦ୍ଧିତ କରାଯାଇଅଛି । ଋତୁରାଜ ତାଙ୍କର ୪୦୦ ପ୍ରତିଯୋଗୀଙ୍କୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ରାଜଧାନୀ [...]

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିଶାଳ ରୋଡ ସୋ, ରାସ୍ତାର ଦୁଇପାର୍ଶ୍ୱରେ ଭବ୍ୟ ସମ୍ୱର୍ଦ୍ଧନା ଦେଲେ ଜନତା ବିରୋଧୀଦଳ ବିଜେପି ଉପରେ କଲେ ପ୍ରଚଣ୍ଡ ଆକ୍ରମଣ, କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ [...]

ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି – ଧର୍ମେନ୍ଦ୍ର ପ୍ରଧାନ : • ରାଣୀଖିଣ୍ଡା ଓ ଠେଲକୋଲୋଇରେ ନିର୍ବାଚନ ସଭାରେ ଯୋଗଦେଲେ • ପରମାଣପୁରରେ ପଦଯାତ୍ରାରେ ବିଧାୟକ ପ୍ରାର୍ଥୀ ନାଉରୀ ନାୟକଙ୍କ ପାଇଁ କଲେ ପ୍ରଚାର • ଏସଏଚଜି ବିଜେଡିର ନୁହେଁ ମୋଦୀ ସରକାରଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ • ଦୀର୍ଘ ୨୪ ବର୍ଷର ସରକାରରେ ରେଙ୍ଗାଲି ଅବହେଳିତ • ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେଙ୍ଗାଲିର ୧ ଲକ୍ଷ ୮୦ [...]

ବିଜେପି ସରକାର ହେଲେ ସମ୍ବଲପୁରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଟେକ୍ସଟାଇଲର ହବ୍ କରାଯିବ – ଧର୍ମେନ୍ଦ୍ର ପ୍ରଧାନ

: • ମୋଦୀ ଗ୍ୟାରେଣ୍ଟି, ବିଜେପି ସଂକଳ୍ପ ଏବଂ ସାମ୍ବାଦିକଙ୍କ ସ୍ୱାଧୀନତା ଦେବା ଉପରେ ମତ ରଖିଲେ • ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ନହେବା ସହ ୫ଟି ମୌଳିକ ବ୍ୟବସ୍ଥା ନେଇ ପ୍ରଶ୍ନ କଲେ • ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ • କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ • [...]