Search for:

ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରି ସଂଘ ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବ

ଜୁଲାଇ ଶେଷ ସୁଦ୍ଧା ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରି ସଂଘ ଭୁବନେଶ୍ୱର, ୧୧.୭ : ଓଡ଼ିଶା ଭଳି ଏକ କୃଷିପ୍ରଧାନ ରାଜ୍ୟରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମ·ରୀଙ୍କ ନ୍ୟାୟେଚିତ ଦାବି ପୂରଣରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସାରା ଓଡ଼ିଶାର ଗ୍ରାମ୍ୟ କୃଷି କର୍ମ·ରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି [...]

ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି – ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ୫-ଟି ସଚିବ ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦିଅ –ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସବୁ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ମାନେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ [...]

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ବିକାଶ

  ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ବିକାଶ କରାଯିବ ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନ ଙ୍କ ନାମରେ ନାମିତ ହେବ . ଭୁବନେଶ୍ବର ରେ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି. ଭୁବନେଶ୍ୱର:୧୧.୦୭ ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା [...]

ବଢୁଛି ଆଖିଧରା ରୋଗ ସ୍କୁଲକୁ ଜାରି ହେବ କି?

ରାଜ୍ୟରେ ବଢୁଛି ଆଖିଧରା ରୋଗ, ସ୍କୁଲକୁ ଜାରି ହୋଇପାରେ। ଭୁବନେଶ୍ବର : ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ। ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ। ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏବେ [...]

ସୁନ୍ଦରୀ ଓ କଳା ପ୍ରତିଯୋଗିତା ।

ଜାଗୃତି ଏକାଡେମୀ ପକ୍ଷରୁ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ୧୫ରେ ଗ୍ରାଣ୍ଡ ଅଡିସନ୍,୧୬ ରେ ଗ୍ରାଣ୍ଡ ଫାଇନାଲ୍ ଭୁବନେଶ୍ୱର:୧୧.୦୭  ଭୁବନେଶ୍ୱରରେ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା। ଆସନ୍ତା ୧୬-୦୭-୨୦୨୩ ଅର୍ଥାତ ରବିବାର ଭୁବନେଶ୍ୱର ର ସତ୍ୟ ନଗର ଦୁର୍ଗାପୂଜା ମଣ୍ଡପ ନିକଟ ଦି ପାର୍କ ପ୍ରିମୀୟମ ଠାରେ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିବାକୁ ଯାଉଛି ଜାଗୃତି ଏକାଡେମୀ। ପ୍ରଥମ ଥର ପାଇଁ ଜାଗୃତି [...]

ଆମ ଓଡ଼ିଶା ୫୦ % ପିସି ଓଡ଼ିଶା : ସମୀର ମହାନ୍ତି

ଆମ ଓଡ଼ିଶା, ୫୦ % ପିସି ଓଡ଼ିଶା : ସମୀର ମହାନ୍ତି  ଆମେ କହୁଛୁ, ଆମ ଓଡ଼ିଶା- ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ନବୀନ ସରକାର  ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’  ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା  ରାଜ୍ୟ କ୍ୟାବିନେଟରେ [...]

ମମତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତା।

ମମତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତା ଭୁବନେଶ୍ୱର:ମାଲକାନଗିରି:୧୧.୦୭ ମାଲକାନଗିରି ଜିଲ୍ଲାର ମେଧାବୀ ଛାତ୍ରୀ ମମତା ପ୍ରଧାନୀଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ମାଥିଲି ବ୍ଲକର ଉଦୁଲିବେଡା ଗ୍ରାମପଞ୍ଚାୟତର ବାଲିଗୁଡା ନିବାସୀ ମମତା ପ୍ରଧାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିରିଶି ହଜାର ଟଙ୍କାର ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି । କଠୋର ପରିଶ୍ରମ କରି ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବାକୁ ଜିଲ୍ଲାପାଳ ଶୁଭେଚ୍ଛା [...]

ସୁଦର୍ଶନ ପ୍ରଧାନଙ୍କ ମୃତ୍ୟୁ ରେ ସି ପି ଆଇ(ଏମ) ର ଗଭୀର ଶୋକ ପ୍ରକାଶ

ସୁଦର୍ଶନ ପ୍ରଧାନଙ୍କ ମୃତ୍ୟୁ ରେ ସି ପି ଆଇ(ଏମ) ର ଗଭୀର ଶୋକ ପ୍ରକାଶ ଭୁବନେଶ୍ୱର:୧୧.୦୭ ସମାଜବାଦୀ ପାର୍ଟି ଓଡିଶା ସାଧାରଣ ସମ୍ପାଦକ ଙ୍କ ଆକସ୍ମିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରେ ସିପିଆଇ(ଏମ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ lଛାତ୍ର ଜୀବନ ରୁ ରାଜନୀତି ସହ ସମ୍ପୃକ୍ତ ସୁଦର୍ଶନ ପ୍ରଧାନ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ଜନତା,ସାମାଜିକ ନ୍ୟାୟ ଗରିବ, [...]

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା  

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା   ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ- ଧର୍ମେନ୍ଦ୍ର ପ୍ରଧାନ • ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ • ବାଲେଶ୍ୱର ଜିଲ୍ଲା ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି • ଫକୀରମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ [...]

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ମାନ୍ୟବର ରାଷ୍ଟ୍ରପତି

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ମାନ୍ୟବର ରାଷ୍ଟ୍ରପତି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯାଉ- ମାନ୍ୟବର ରାଷ୍ଟ୍ରପତି ଆଗାମୀ ଦିନରେ ବିଶ୍ୱର ଜ୍ଞାନର ମହାଶକ୍ତି ହେବ ଭାରତ – ଧର୍ମେନ୍ଦ୍ର ପ୍ରଧାନ • ମାର୍ଗଦର୍ଶନ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଆଯାଇଛି • ଭାରତରେ ପ୍ରଥମ ଥର ପାଇଁ [...]