Search for:

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍କ ବଟଲର୍ ଏମପି ।

ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍କ ବଟଲର୍ ଏମପି । ଏହି ଅବସରରେ ନର୍ସିଂ ଏବଂ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଉପରେ ଆଲୋଚନା କଲେ । [...]

କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ 

‘ପିଏମ୍ ବିଶ୍ୱକର୍ମା’ ଯୋଜନାକୁ କ୍ୟାବିନେଟ୍ ମୋହର କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଭୁବନେଶ୍ୱର:ନୂଆଦିଲ୍ଲୀ: ଗତକାଲି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ । ଆଜି ଏହା ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଏହି ଯୋଜନାରେ କୌଳିକ ବୃତ୍ତଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ [...]

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଡିବିଟି ମାଧ୍ୟମରେ ବୃତ୍ତିରାଶି ଗ୍ରହଣ କରିଥିବା ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଲେ   • ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ • ଏନ୍ଏପିଏସରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଲାଭାର୍ଥୀ ହୋଇଥିବା ବେଳେ [...]

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମଦନ ଦାସ ଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ କରିବା ଆମ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବାସ୍ତବତା । ତଥାପି, [...]

ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର

ଭୁବନେଶ୍ୱର :ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର ସାହାରା ଗ୍ରୁପ୍‌‌ରେ ରାଜ୍ୟବାସୀଙ୍କ ନିବେଶ ୪,୬୦୦ କୋଟି ସାହାରା ଗ୍ରୁପ୍‌‌ରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକମାନେ ନିଜର ଟଙ୍କା ଫେରିପାଇବେ। ଏନେଇ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି ଲେଖି ତଥ୍ୟ ଦାଖଲ କରିଛି ରାଜ୍ୟ ସମବାୟ ବିଭାଗ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାହାରା ଗ୍ରୁପ୍‌‌ ସମବାୟ ସମିତି ଅଧୀନରେ [...]

ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ହୋଇଛି ବ୍ୟାପକ ଯୋଜନା- ଧର୍ମେନ୍ଦ୍ର ପ୍ରଧାନ

ଅଖିଳ ଭାରତୀୟ ଶିକ୍ଷା ସମାଗମ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ହୋଇଛି ବ୍ୟାପକ ଯୋଜନା- ଧର୍ମେନ୍ଦ୍ର ପ୍ରଧାନ • ଚଳିତ ଶିକ୍ଷାବର୍ଷରେ ୧୦୦ଟି ଡାଇଟ୍ (DIET)କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ • ୟୁଜିସି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବିଭାଗ ପକ୍ଷରୁ ମାଲବୀୟ ମିଶନ ଅନ୍ତର୍ଗତ ସବୁ ରାଜ୍ୟରେ ଶିକ୍ଷକ କାପାସିଟି ବିଲଡିଂ ପାଇଁ ବ୍ୟବସ୍ଥା କରାଯିବ [...]

ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ ।

ସମ୍ବଲପୁରୀ ଦିନରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ଭୁବନେଶ୍ୱର:ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ [...]

मारवाड़ी महिला समिति भुवनेश्वर द्वारा दो दिवसीय सावन मेला का आयोजन

मारवाड़ी महिला समिति भुवनेश्वर द्वारा दो दिवसीय सावन मेला का आयोजन स्थानीय क्लब में मारवाड़ी महिला समिति भुवनेश्वर के द्वारा दो दिवसीय सावन मेला का आयोजन किया गया। यह सावन मेला समिति विगत 22 वर्षों से लगातार करती जा रही है। जिसका मुख्य उद्देश्य घर पर जो महिलाएं अपना रोजगार [...]

କେନ୍ଦ୍ର ରେ ବିଜେପି ଏବଂ ଓଡିଶା ରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।

ଇଣ୍ଡିଆ ଟିଭି-ସିଏନ୍‌‌ଏକ୍ସର ଜନମତ ସର୍ଭେ, ଷଷ୍ଠ ପାଳିରେ ବି ନବୀନ ନିରଙ୍କୁଶ ଭୁବନେଶ୍ୱର :୩୧.୦୭  ନବୀନ ନିରଙ୍କୁଶ, ବିଜେଡ଼ି ଅପରାଜେୟ। ରାଜ୍ୟରେ ପୁଣି ଥରେ ବିଜେଡି ବିପୁଳ ଭୋଟରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ଓ ଦଳର ସଭାପତି ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। କ୍ରମାଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତ୍ବେ ନବୀନ ପଟ୍ଟନାୟକ ବା ବିଜେଡି ସପକ୍ଷରେ ଏବେ ବି [...]

Odisha Tourism hosts strategic meetings with Tourism Industry Stakeholders of Singapore

Odisha Tourism hosts strategic meetings with Tourism Industry Stakeholders of Singapore Bhubaneswar: 31st July 2023, Singapore/Bhubaneswar: Odisha Tourism conducted a strategic meeting with key tourism industry stakeholders of Singapore on the fourth leg of their international tourism promotion campaign today. The official delegation from Odisha, led by Hon’ble Minister Tourism [...]