Search for:
  • Home/
  • ରାଜ୍ୟ/
  • ଭାରତୀୟ ଝିଅ ଅନୀତା ସ୍ୱାଇଁଙ୍କୁ WE FOR BHUBANESWAR ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ

ଭାରତୀୟ ଝିଅ ଅନୀତା ସ୍ୱାଇଁଙ୍କୁ WE FOR BHUBANESWAR ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ

Spread the love

Loading

ଓଡ଼ିଆ ଝିଅ ଅନୀତାଙ୍କ ସଫଳତା !

ଭୁବନେଶ୍ୱର:୨୩.୦୭ ଭୁବନେଶ୍ୱର, ଜୟଦେବ ବିହାର ସ୍ଥିତ ସାଲିଆ ସାହି ବସ୍ତି ଅଞ୍ଚଳ ରୁ ବାହାରି ଆଫ୍ରିକା ମହାଦେଶ ( ତାଞ୍ଜାନିଆ) ର ସର୍ବବୃହତପର୍ବତ ଶୃଙ୍ଗ କିଲୀମାଞ୍ଜାରୋ କୁ ବିନା ଦ୍ୱିଧା ରେ ସଫଳତା ର ସହ ଆରୋହଣ କରିଥିବା ଭାରତୀୟ ଝିଅ ଅନୀତା ସ୍ୱାଇଁ ଙ୍କୁ (WE FOR BHUBANESWAR) ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଓ ସଂଗଠନ ର ଉପଦେଷ୍ଠା ପୂର୍ବତନ ବିଧାୟକ (ଭୂବନେଶ୍ବର ମଧ୍ଯ ) ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି(ବାଦଲ ମହାନ୍ତି)ଦ୍ବାରା ସମ୍ମାନିତ କରାଯିବା ସହ ଆଗାମୀ ଭବିଷ୍ୟତ ଉଜ୍ଜ୍ବଳ ମୟ ହେଉ ଏହାରି କାମନା। କରିଥିଲେ  ଭୁବନେଶ୍ବର ସାଲିଆ ସାହି ବସ୍ତି ଅଞ୍ଚଳରୁ ବାହାରି ଆଫ୍ରିକା ମହାଦେଶ (ତାଞ୍ଜାନିଆ)ର ସର୍ବବୃହତପର୍ବତ ଶୃଙ୍ଗ କିଲୀମାଞ୍ଜାରୋକୁ ବିନା ଦ୍ୱିଧାରେ ସଫଳତାର ସହ ଆରୋହଣ କରିଥିବା ଭାରତୀୟ ଝିଅ ଅନୀତା ସ୍ୱାଇଁଙ୍କୁ (WE FOR BHUBANESWAR) ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ କରିଥିଲେ ।ଏଥିଲେ ସମସ୍ତ ସଦସ୍ୟ ଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required