Search for:
  • Home/
  • ରାଜ୍ୟ/
  • ବିଜୁଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବିଜୁଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ

Spread the love

Loading

ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୪ ର ନୂଆ ସାହି ଠାରେ ବିଜୁଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଯୋଗଦେଇଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବି ଜେ ପି ଉପ ସଭାପତି ବାଦଶା ଖାଁ ବି ଜେ ପି ଛାଡି ବିଜେଡ଼ି ରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ସ୍ଥାନୀୟ କର୍ପୋରେଟର ସକିବା ମୁସରତ୍, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଶେଖ୍ ଅମିର୍ ମହମ୍ମଦ,ଛାତ୍ର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର,ଯୁବ ପୂର୍ନେନ୍ଦୁ ପୂଜାପଣ୍ଡା, ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର, ଯୁବ ନେତା ଅନୁପ କୁମାର ବେହେରା,ଛାତ୍ର ନେତା ମହମ୍ମଦ କାସିମ୍,ଶେଖ୍ ଗୁଫ୍ରାନ, ବର୍କତ୍ ତୁଲ୍ଲା,ପୂର୍ବତନ କର୍ପୋରେଟର ମୁଜାହିଡ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required