Search for:
  • Home/
  • Month: May 2024

ଜନତା ସ୍ଥିର କରିସାରିଲେଣି ଏଥର ଡବଲ୍ ଇଞ୍ଜିନ ସରକାର

*ମଧ୍ୟରେ ବଢ଼ୁଚି ଜଗନ୍ନାଥଙ୍କ ପ୍ରତି ଜନସମର୍ଥନ* *ସତ୍ୟନଗରରେ ଶକ୍ତି ପ୍ରଦର୍ଶନ, ବୁଦ୍ଧନଗରେ ଘରକୁ ଘର ଜନସମର୍ଥନ* *ଜନତା ସ୍ଥିର କରିସାରିଲେଣି ଏଥର ଡବଲ୍ ଇଞ୍ଜିନ ସରକାର* :- *ଜଗନ୍ନାଥ ପ୍ରଧାନ*   ଭୁବନେଶ୍ୱର,୦୫.୦୫… ରାଜ୍ୟ ରାଜନୀତିର ମୁଖଶାଳା ଭାବେ ପରିଚିତ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରୀର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପ୍ରତି ଦିନକୁ ଦିନ ବଢ଼ୁଚି ଜନତାଙ୍କ ସମର୍ଥନ ା ନିଜର ସ୍ବଛ, ସରଳ ବ୍ୟକ୍ତିତ୍ବକୁ ଆୟୁଧ [...]

ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..  ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି  ନିର୍ବାଚନ ସମୟରେ ବିରୋଧୀ ଦଳ tourist ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ  ୪୦ ହଜାର ମାର୍ଜିନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କଲେ  ଉନ୍ନତି ଓ ପ୍ରଗତିର ଚିହ୍ନ [...]

ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..  ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି  ଓଡିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି  ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି  ବିରୋଧୀଙ୍କର କଥା ବେଶି, କାମ କମ୍‌  ବନ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥିରେ ଅଛନ୍ତି  କାମର ହିସାବ ଦିଅନ୍ତି, ସେବାରେ ବିଶ୍ବାସ କରନ୍ତି  [...]

କାର୍ତ୍ତିକ ପାଣ୍ଡିଆନଙ୍କର ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ଧୂଆଁଧାର ପ୍ରଚାର

କାର୍ତ୍ତିକ ପାଣ୍ଡିଆନଙ୍କର ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ଧୂଆଁଧାର ପ୍ରଚାର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି ନିର୍ବାଚନ ସମୟରେ ବିରୋଧୀ ଦଳ ପର୍ଯ୍ୟଟକ ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ ଉନ୍ନତି ଓ ପ୍ରଗତିର ଚିହ୍ନ ହେଉଛି ଶଙ୍ଖ ଚିହ୍ନ ପୁରୁଣା କଟକକୁ NAC ଓ ବୌଦ୍ଧକୁ Municipality ମାନ୍ୟତା [...]

ଆଜି ନିଟ୍‌‌ ୟୁଜି ପରୀକ୍ଷା.

ଆଜି ନିଟ୍‌‌ ୟୁଜି ପରୀକ୍ଷା, ଓଡ଼ିଶାରୁ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍‌‌ ୟୁଜି ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟାରୁ ୫ଟା ୨୦ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ନିଜର ଆଡମିଟକାର୍ଡ ଡାଉନ୍‌‌ଲୋଡ କରି ପରୀକ୍ଷା ପୁର୍ବରୁ ଯାଞ୍ଚ କରିବାକୁ ଏନ୍‌‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଭୁଲ୍‌‌ [...]

ରାଜଧାନୀରେ ଚାଲିଛି ନକଲି ବହି କାରବାର,

ରାଜଧାନୀରେ ଚାଲିଥିଲା ନକଲି ବହି କାରବାର, ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଜବତ କଲା ଏନ୍‌‌ସିଇଆର୍‌‌ଟି ଭୁବନେଶ୍ୱର: ରାଜଧାନୀରେ ନକଲି ବହି ଛାପି କାରବାର ଚଳାଇଥିବା ୩ଟି ବହି ଦୋକାନ ଓ ଗୋଦାମ ଉପରେ ଚଢ଼ଉ କରିଛି କମିସନରେଟ୍‌‌ ପୁଲିସ। ମାଷ୍ଟର୍‌‌କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର, ୟୁନିଟ୍‌‌-୯ରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍‌‌ ବୁକ୍‌‌ ଷ୍ଟୋରର ଗୋଦାମରୁ ୧୦ [...]

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଫୁଲ ଭାବରେ ସମ୍ବାଦନା।

ଭୁବନେଶ୍ୱର:ବୁଢାପାଳ ରାଜରାସ୍ତା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷକ କରୁଛନ୍ତି ଆମ ନେତା ଜିନ୍ଦାବାଦ, ମନ୍ତ୍ରୀ କୃତକୃତ, ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ, ନିର୍ବାଚନ ଆଚରଣ ଵିଧିକୁ ଫୁ କରିଛି ବିଜେପି l ଦେବଗଡ଼,4/5(ସମିସ ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ଓ ଜିନ୍ଦାବାଦ ନାରା ଦେଉଥିବା ବୁଢାପାଳ ହାଇସ୍କୁଲର ଜଣେ ଶିକ୍ଷକଙ୍କ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି l ଅଗାମୀ ସାଧାରଣ ନିର୍ବାଚନ [...]

ମା’ ବେଙ୍ଗ ଫୁଲିବା ପରି ଫୁଲୁଛନ୍ତି ଭିକେ ପାଣ୍ଡିଆନ – ଅନିଲ ବିଶ୍ୱାଳ

ମା’ ବେଙ୍ଗ ଫୁଲିବା ପରି ଫୁଲୁଛନ୍ତି ଭିକେ ପାଣ୍ଡିଆନ – ଅନିଲ ବିଶ୍ୱାଳ o ଓଡିଶାବାସୀଙ୍କୁ ଓଲୁ ବନାଇବାର ଚେଷ୍ଟା କରୁଛନ୍ତି ପାଣ୍ଡିଆନ o ଓାର୍ଡ ମେମ୍ବର ଜିତିନଥିବା ପାଣ୍ଡିଆନ ବାବୁ ନିଜକୁ ଓଡିଶାର ସର୍ବେସର୍ବା ବୋଲି ଭାବିଲେଣି ଭୁବନେଶ୍ୱର, ୦୪ ମେ – ପିଲାମାନଙ୍କ ପାଇଁ ଓଡିଆରେ ଗୋଟିଏ ଗପ ଅଛି ତାହା ହେଉଛି ମା ବେଙ୍ଗର ପେଟଫୁଲା କାହାଣି । ନିଜକୁ ସବୁଠାରୁ ବଡ ବୋଲି ଦେଖାଇବାକୁ [...]

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଭୁବନେଶ୍ୱରରେ ଆସନ୍ତା କାଲି ବିଜେପି ସଂକଳ୍ପ ପତ୍ରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା  ଆସନ୍ତା କାଲି ରାତି ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଆସନ୍ତା କାଲି ଭୁବନେଶ୍ୱରରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ମୋଦିଜୀ  ୬ ତାରିଖ [...]

ଓଡିଶାର ଅସ୍ମିତାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରାଇଛନ୍ତି ପ୍ରଧାନମନ୍ତ୍ରୀ: ଡ.ଏସ୍‌.ଜୟଶଙ୍କର

ଜି-୨୦ ଶିଖର ସମ୍ମିଳନୀ”ରେ କୋଣାର୍କ ଚକ୍ରକୁ ସ୍ଥାନିତ କରି ଓଡିଶାର ଅସ୍ମିତାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରାଇଛନ୍ତି ପ୍ରଧାନମନ୍ତ୍ରୀ: ଡ.ଏସ୍‌.ଜୟଶଙ୍କର  ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦିଜୀ ପ୍ରତିଶୃତିବଦ୍ଧ  ମାତ୍ର ରାଜନୈତିକ ସଦିଚ୍ଛାର ଅଭାବ କାରଣରୁ ଓଡିଶାର ବିକାଶ ସଠିକ ହୋଇପାରିନାହିଁ  କେନ୍ଦ୍ରରେ ଏଥର ୪୦୦ ପାର ଏବଂ ଓଡିଶାରେ ବିଜେପିର ସରକାର ହେବ  ମୋଦି ସରକାର ପାଇଁ ଦେଶ ପ୍ରଥମ ଓ ଦେଶର [...]