Search for:
  • Home/
  • ରାଜ୍ୟ/
  • ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

Spread the love

Loading

ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

 ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି
 ଓଡିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି
 ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି
 ବିରୋଧୀଙ୍କର କଥା ବେଶି, କାମ କମ୍‌
 ବନ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥିରେ ଅଛନ୍ତି
 କାମର ହିସାବ ଦିଅନ୍ତି, ସେବାରେ ବିଶ୍ବାସ କରନ୍ତି
 କିନ୍ତୁ ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ
 ୫ ବର୍ଷରେ ଥରେ ଆସିବେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବୁ କହିବେ ଘୋଡା ଦେବୁ ହାତୀ ଦେବୁ – ଭୋଟ ସରିଲେ ସବୁ ଭୁଲିଯିବେ
 ୨ କୋଟି ଚାକିରୀ ଓ ଦୁଇ ଗୁଣ MSP କୁଆଡେ ଗଲା ?
 ଆଜି ଆସିବେ, ପୁଣି ମିଛ କହିବେ
 ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ୯୫ ପ୍ରତିଶତ କଲେଜ ପିଲା ବୃତ୍ତି ପାଉଛନ୍ତି, ଝିଅ ୧୦ ହଜାର, ପୁଅ ୯ ହଜାର
 ପାତଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ମଞ୍ଜୁର
 ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ

Leave A Comment

All fields marked with an asterisk (*) are required