Search for:
  • Home/
  • ରାଜ୍ୟ/
  • ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

Spread the love

Loading

ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..

 ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି
 ନିର୍ବାଚନ ସମୟରେ ବିରୋଧୀ ଦଳ tourist ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ
 ୪୦ ହଜାର ମାର୍ଜିନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କଲେ
 ଉନ୍ନତି ଓ ପ୍ରଗତିର ଚିହ୍ନ ହେଉଛି ଶଙ୍ଖ ଚିହ୍ନ
 ପୁରୁଣା କଟକକୁ NAC ଓ ବୌଦ୍ଧକୁ Municipality ମାନ୍ୟତା ଦିଆଯାଇଛି
 ଭୈରବୀ ମନ୍ଦିରକୁ ୪ କୋଟି, ଚନ୍ଦ୍ରଚୂଡ ମନ୍ଦିରକୁ ୩.୫ କୋଟି ଟଙ୍କା, ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍‌ର ରୂପାନ୍ତର ପାଇଁ ପଦକ୍ଷେପ
 ଅଚ୍ୟୁତ ବାବୁ ଆସିଛନ୍ତି ରାଜନୀତିକୁ ସେବା ମନୋବୃତ୍ତି ନେଇ
 ପ୍ରଦୀପ ବାବୁଙ୍କର ଅଞ୍ଚଳର ବିକାଶ ପାଇଁ ଯଥେଷ୍ଟ ଅବଦାନ ରହିଛି

ଡଃ ଅଚ୍ୟୁତ ସାମନ୍ତ

• ଓଡିଶାର ସମସ୍ତ କ୍ଷେତ୍ରର ବିକାଶ, ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ କାର୍ତ୍ତିକ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଛି
• ନବୀନ ପଟ୍ଟନୟକଙ୍କ ଯୁଗ ହେଉଛି, ଓଡିଶା ପାଇଁ ଶାନ୍ତିର ଯୁଗ

Leave A Comment

All fields marked with an asterisk (*) are required