Search for:
  • Home/
  • Month: April 2024

ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ

ଭୁବନେଶ୍ୱର:ବିଜୁ ଜନତା ଦଳ କୋଟପାଡ ବିଧାନସଭା କ୍ଷେତ୍ରରେ ଆଜି ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ସଭରେ ଆମ ସବୁରି ପ୍ରିୟ ମାନ୍ୟବର 5t ଅଧ୍ୟକ ଶ୍ରୀଯୁକ୍ତ VK ପାଣ୍ଡିୟାନ୍ ମହୋଦୟ ଆସି ଜନସାଧାରଣଙ୍କୁ ବିଗତ ଦିନରେ BJD ତରଫରୁ କଣ କଣ ଲୋକାଭିମୁଖୀ କାର୍ଯ୍ୟକ୍ରମ ହେଇଥିଲା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରି ରହିଚି ତାହର ସମ୍ପୂର୍ଣ୍ଣ ବିବରଣୀ [...]

ବିଜେପି ନେତା ଅମୀୟ ଦାଶ ବିଜେପି ଛାଡ଼ିବା ନେଇ ଚର୍ଚା

ବିଜେପି ନେତା ଅମୀୟ ଦାଶ ବିଜେପି ଛାଡ଼ିବା ନେଇ ଚର୍ଚା ଭୁବନେଶ୍ବର,୨୯/୪- ଏକାମ୍ରର ବିଜେପି ନେତା ଅମୀୟ ଦାଶ ବିଜେପି ଛାଡ଼ିବା ନେଇ ଚର୍ଚା ହେଉଛି। ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେବା ନେଇ ତାଙ୍କ କର୍ମିମାନେ କହୁଛନ୍ତି। ୨ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ଅମିୟ କିଛି ଦିନ ବିଜେପି ରାଜ୍ୟ ଉପସଭାପତି ରହି କାର୍ଯ୍ୟ କରିଥିଲେ। ଏବେ ପୁରୀ ଲୋକ ସେବା କ୍ଷେତ୍ରର ବିଜେପି ପ୍ରଭାରୀ [...]

ଅମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଅମ୍ବିକା ମହାରଣା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ।

  ବିଜେପିରେ ଯୋଗ ଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ  ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ନାୟକ ବିଜେପିରେ ଯୋଗ ଦେଲେ  ଅମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଅମ୍ବିକା ମହାରଣା ବିଜେପିରେ ଯୋଗ ଦେଲେ  ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ [...]

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର। •ଏକାମ୍ର ରେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ବହୁ ବିଜେଡ଼ି ନେତା ଓ କର୍ମୀ ଭୁବନେଶ୍ୱର,୨୯/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି।ଆଜି ପ୍ରଥମେ ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଲୋକଙ୍କ [...]

ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ

ଭୁବନେଶ୍ୱର ତା.29/04/2024 ରିଖ ସୋମବାର ଅପରାହ୍ନ 5:30ମିନିଟ ସମୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 7 ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ନୀଳକଣ୍ଠେଶ୍ଵର ମନ୍ଦିର ଠାରୁ ଶୋଭାଯାତ୍ରା ରେ ପାଛୋଟି ନେଇ ଲଷ୍ମୀ ପୂଜା ପଡ଼ିଆ ନିକଟ ସଭା ସ୍ଥଳରେ ପହଞ୍ଚାଇ [...]

ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ. ମିଶନ ଶକ୍ତି ମା ମାନଙ୍କୁ ବିଜେପି ଅସମ୍ମାନ କରୁଛି. ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା [...]

ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ

ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ସହ ଆଲୋଚନା ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ ସଂସଦରେ ପ୍ରତିମୂତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ଛୁଟି ଘୋଷଣା ଦାବି ଭୁବନେଶ୍ୱର,୨୮/୪: ଭାରତର ପ୍ରଥମ ଭାଷାଭିତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । [...]

ଏକାମ୍ର ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ।

ଭୁବନେଶ୍ୱର:ଆଜି ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ଅବସରରେ ଆଗାମୀ ମେ ମାସ ୩ ତାରିଖ ଦିନ ନାମାଙ୍କନ ଦାଖଲ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ପରିପ୍ରେକ୍ଷୀରେ ନାମାଙ୍କନ ଦାଖଲ ଦିନ ସକାଳ ୮ ଘଟିକାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିଜ ସମର୍ଥକଙ୍କ ସହ ପଦଯାତ୍ରାରେ ମନ୍ଦିରଠାରୁ [...]

ବିଜେପିର ପଦଯାତ୍ରା ରେ କମ୍ପୁଛି ନିର୍ବାଚନ ମଣ୍ଡଳୀ

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର। •ବିଜେପିର ପଦଯାତ୍ରା ରେ କମ୍ପୁଛି ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର,୨୮/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ନିର୍ବାଚନ ମଣ୍ଡଳୀରେ ମାରାଥନ ପଦଯାତ୍ରା,ସମାବେଶ, ଚା ଖଟି କରି ଲୋକଙ୍କ ସହ ମିଷୁଛନ୍ତି। ଆଜି ପଳାଶପଲ୍ଲୀ,ଭୀମଟାଙ୍ଗୀ, କପିଳପ୍ରସାଦ,ଜାଗମରା , ଲିଙ୍ଗିପୁର [...]

ସନ୍ଧାନ ମଧୁକଥା ସମାରୋହ ଆୟୋଜିତ।

ସନ୍ଧାନ ମଧୁକଥା ସମାରୋହ ଆୟୋଜିତ ଭୁବନେଶ୍ୱର:ଉତ୍କଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶାଏଁ ଆନୁକୁଲ୍ୟରେ ସନ୍ଧାନ ମଧୁକଥା ସମାରୋହ ଆୟୋଜିତ ହୋଇଯାଇଛି । କୁନିକୁନି ପିଲାମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲା ଚିହ୍ନଟ ଓ ସେହି ଜିଲ୍ଲା ମାନଙ୍କର ବିଶେଷତ୍ଵ ବିଷୟରେ ଆୟୋଜିତ ଜଣା ଅଜଣା କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି [...]