Search for:
  • Home/
  • Month: April 2024

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ

ଭୁବନେଶ୍ୱର: ସକାଳ ୬.୩୦ ଘଟିକା ସମୟରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନ୍ଦୁସାଗର ଉତ୍ତରେଶ୍ଵର ଘାଟରେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ତରଫରୁ ତିଳ ତର୍ପଣ ,ରାମ ଧୂନ୍ ଏବଂ ଏକ ସମୃଦ୍ଧ, ସସକ୍ତ ଓ ସ୍ବାଭିମାନ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମସ୍ତ ପଦାଧିକାରୀ ମାନଙ୍କୁ ଦୃଢ଼ ଶପଥ ଗ୍ରହଣ ପାଠ କରାଇଥିଲେ। ଏହି [...]

୫୦୦ ବର୍ଷ ପରେ ଆଯ୍ୟୋଧ୍ୟାରେ ହେଲା ରାମଙ୍କ ସୂର୍ଯ୍ୟ ତିଳକ

୫୦୦ ବର୍ଷ ପରେ ଆଯ୍ୟୋଧ୍ୟାରେ ହେଲା ରାମଙ୍କ ସୂର୍ଯ୍ୟ ତିଳକ ଦେଖନ୍ତୁ ଦେଖି କାନ୍ଦିଲେ ପ୍ରତ୍ୟେକ ଭକ୍ତ ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜି ହେଉଛି ପବିତ୍ର ରାମନବମୀ । ଆଉ ଏହି ରାମନବମୀ ପର୍ବ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ [...]

ଜନ୍ମ ଦିନରେ ରକ୍ତଦାନ ଶିବିର !!

ଜନ୍ମ ଦିନରେ ରକ୍ତଦାନ ଶିବିର !! ଭୁବନେଶ୍ୱର – ଜାତୀୟ ଯୁବ ପ୍ରକଳ୍ପ ଏବଂ ମିଶନ ରକ୍ତଦାନ ସଦସ୍ୟା ପ୍ରଜ୍ଞା ମହାନ୍ତିଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ [...]

ମେଳା ରେ ଲାଗିଲା ଭୟା ଭୟ ଅଗ୍ନିକାଣ୍ଡ

ମେଳା ରେ ଲାଗିଲା ଭୟା ଭୟ ଅଗ୍ନି କାଣ୍ଡ ରାଜ୍ୟ ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲା ସ୍ଥିତ ଉଲୁ ବେଡିଆ ଥାନା ଅନ୍ତର୍ଗତ ନିମ୍ ଦିଘି ରେ ଏକ ପୁଜା କୁ ନେଇ ପଡିଆ ରେ ବହୁତ୍ ବଡ ମେଳା ହେଉଥିବା ବେଳେ ଏହି ମେଳା ରେ ହଜାର ସଂଖ୍ୟାରେ ଲୋକେ ମେଳା କୁ ବୁଲିବାକୁ ଆସିଥିଲା ବେଳେ ମେଳା ରେ ହଟାତ୍ ଗତ କାଲି ରାତିରେ ଭୟା ଭୟ [...]

ଶ୍ରୀମନ୍ଦିର ପ୍ରଶାସନକୁ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ ଦେଇଥିଲେ। ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ, ଦକ୍ଷିଣ ଦ୍ୱାରକୁ ସିଂହଦ୍ୱାର

ଭୁବନେଶ୍ୱର:ପ୍ରତିଷ୍ଠିତ ବ୍ୟବସାୟୀ ତଥା ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ନିଜର ବିବାହ ପୂର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଥିଲେ। ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତି ୧୦ଟା ୩୦ରେ ପୁରୀରେ ପହଞ୍ଚିଥିଲେ। ପରେ ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା ଅନନ୍ତଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିରକୁ ନେଇଥିଲେ। ସିଂହଦ୍ୱାରରେ [...]

ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢିବେ ନବୀନ।

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା; ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢିବେ ନବୀନ ଭୁବନେଶ୍ୱର : ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । ରେଢାଖୋଲ ଓ ସମ୍ବଲପୁର ଘୋଷିତ ପ୍ରାର୍ଥୀ ବଦଳିଲେ । ରୋହିତ ପୂଜାରୀଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନଙ୍କ ସ୍ଥାନରେ ରୋହିତ ଲଢିବେ । ପୂର୍ବରୁ ପ୍ରସନ୍ନ ଙ୍କ ନାମ ସମ୍ବଲପୁର ପାଇଁ ଘୋଷଣା କରାଯାଇଥିଲା, ହେଲେ ଏହାକୁ ନେଇ ସେ ଅପ୍ରସନ୍ନ ଥିଲେ । [...]

ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ।

ଆଜି ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ : ବିନ୍ଦୁସାଗରରେ ତିଳତର୍ପଣ ପରେ ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ବର : ମନେ ପଡ଼ନ୍ତି ବିଜୁ ବାବୁ। ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା । ବିଜୁ ପଟ୍ଟନାୟକ, ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି, ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ। ଇତିହାସ [...]

ଓଭର ବ୍ରିଜ୍‌ରୁ ଖସିଲା ବସ୍‌: ୩ ମୃତ।

ଯାଜପୁର ବାରବାଟି ବସ ଦୁର୍ଘଟଣା ଭୁବନେଶ୍ୱର:ସରକାରଙ୍କ ତରଫରୁ ଘଟଣାସ୍ଥଳରେ ୧୬ ଆମ୍ବୁଲାନ୍ସ -୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମୁତୟନ -୮ ଆମ୍ବୁଲାନ୍ସରେ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତରଣ -୫ଟି କ୍ରେନ୍ ସାହାଯ୍ୟରେ ବସକୁ ଉଠାଯାଉଛି -ଘଟଣାସ୍ଥଳରେ ଯାଜପୁର ଏସପି, ଆରଟିଓ, CDMO ଓ NHAI ଅଧିକାରୀ ଉପସ୍ଥିତ କାଳିଆ ନନା ବସ ପୁରୀ ରୁ କୋଲକାତା ଯାଉଥିବା ବେଳେ ଓଭର ବ୍ରିଜ୍‌ରୁ ଖସିଲା ବସ୍‌: ୩ ମୃତ ଓଭର ବ୍ରିଜ୍‌ରୁ [...]

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ, ଯୋଗଦେବେ ୭୦୦ଶହରୁ ଉର୍ଜ କଳାକାର

ସାମ୍ବାଦିକ ସମ୍ମଳନୀ ୨୦୨୪ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ, ଯୋଗଦେବେ ୭୦୦ଶହରୁ ଉର୍ଜ କଳାକାର ଭୁବନେଶ୍ଵର ୧୫/୪, ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ତା୧୬,୦୪, ୨୦୨୪ ଠାରୁ ୨୧.୦୪.୨୦୨୪ରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଋଲିବ । ଏଥୁରେ ୭ ଶହରୁ ଉର୍ଦ୍ଧ୍ଵ କଳାକାର ଯୋଗଦେବେ ! [...]

ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଭିତିରେ ପରିଚାଳିତ ବିଜୁ ଜନତା ଦଳ : ଜ୍ୟୋତି ପାଣିଗ୍ରାହୀ

  ବିଜେଡି ଇସ୍ତାହାର କମିଟି ସଦସ୍ୟା ତଥା ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନ  ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଭିତିରେ ପରିଚାଳିତ ବିଜୁ ଜନତା ଦଳ : ଜ୍ୟୋତି ପାଣିଗ୍ରାହୀ  ରାଜ୍ୟ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ବିଜେପିରେ ଯୋଗ ଦେଲେ  ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ [...]