Search for:
  • Home/
  • ରାଜ୍ୟ/
  • ୫୦୦ ବର୍ଷ ପରେ ଆଯ୍ୟୋଧ୍ୟାରେ ହେଲା ରାମଙ୍କ ସୂର୍ଯ୍ୟ ତିଳକ

୫୦୦ ବର୍ଷ ପରେ ଆଯ୍ୟୋଧ୍ୟାରେ ହେଲା ରାମଙ୍କ ସୂର୍ଯ୍ୟ ତିଳକ

Spread the love

Loading

୫୦୦ ବର୍ଷ ପରେ ଆଯ୍ୟୋଧ୍ୟାରେ ହେଲା ରାମଙ୍କ ସୂର୍ଯ୍ୟ ତିଳକ ଦେଖନ୍ତୁ ଦେଖି କାନ୍ଦିଲେ ପ୍ରତ୍ୟେକ ଭକ୍ତ ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜି ହେଉଛି ପବିତ୍ର ରାମନବମୀ ।
ଆଉ ଏହି ରାମନବମୀ ପର୍ବ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଓଷା ସମସ୍ତେ କରିଥାନ୍ତି । ଆଜି ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପୂଜା କରାଯାଉଛି । ଆଉ ଏହି ପୂଜାରେ ଅନେକ ଭକ୍ତ ସାମିଲ ହୋଇଛନ୍ତି ।
ଆଜି ଅଯୋଧ୍ୟାରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିବ । କିଛି ଅଦ୍ଭୁତ ଦୃଶ୍ୟ ଆଜି ଦେଖିବାକୁ ମିଳିବ । ଆଜି ରାମନବମୀରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ବେଳେ ଦେଖିବାକୁ ପଡ଼ିବ ଏଭଳି କିଛି ଦୃଶ୍ୟ ଯାହା ବିରଳ ଅଟେ ।
ଆଜି ରାମନବମୀ ପର୍ବ ଦିନରେ ସୂର୍ଯ୍ୟ ତିଳକ ସମୟରେ ସୂର୍ଯ୍ୟାଲୋକ ପ୍ରଭୁ ରାମଲାଲାଙ୍କ ଉପରେ ପଡ଼ିବ । ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ିବ । ଆଜି ଭକ୍ତଙ୍କ ପାଇଁ ଏକ ବଡ ଦିନ ଅଟେ ।
ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତ ବେଳା । ମନ୍ଦିରର ତୃତୀୟ ମହଲାରେ ସୂର୍ଯ୍ୟଙ୍କ କିରଣ ପ୍ରତିଫଳିତ ହୋଇ ଏକ ପାଇପରେ ଯିବ । ଏହାପରେ ସୂର୍ଯ୍ୟ କିରଣ ତିନୋଟି ଅଲଗା ଅଲଗା ଲେନ୍ଥରେ ଯିବ ।
ଏହାପରେ ପ୍ରଭୁ ଶ୍ରୀରାମଙ୍କ ମୁଣ୍ଡ ଉପରେ ସୂର୍ଯ୍ୟାଲୋକ ପଡ଼ିବ । ଆଉ ଏହାକୁ କୋଟି କୋଟି ଭକ୍ତ ଦେଖିବେ । ଏବେ ଏହାକୁ ନେଇ ଅନେକ ଖବର ମଧ୍ୟ ଆସୁଛି । ବୈଜ୍ଞାନିକ ଉପାୟରେ ଏହି ସବୁ ହୋଇଛି ।
୯୦ଟି ବିମାନ ଆଉ ୧୦୦ଟି ଟ୍ରେନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଜି ପବିତ୍ର ରାମନବମୀ ପର୍ବରେ ଭଗବାନ ରାମଲାଲାଙ୍କ ମୂର୍ତ୍ତିରେ କ୍ଷୀର ଅଭିଷେକ କରାଯାଉଛି । ଏଠାକୁ ଅନେକ ଭକ୍ତ ଆସିଛନ୍ତି । ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ପାଇଁ ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ ସେଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଏବେ ଏହାକୁ ନେଇ ଆସୁଛି ଅନେକ ଖବର । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ପ୍ରଭୁଙ୍କ କ୍ଷୀର ଅଭିଷେକ । ଏବେ ରାମନବମୀକୁ ନେଇ ଆସୁଛି ଖବର ।

Leave A Comment

All fields marked with an asterisk (*) are required