Search for:
  • Home/
  • ରାଜ୍ୟ/
  • ମେଳା ରେ ଲାଗିଲା ଭୟା ଭୟ ଅଗ୍ନିକାଣ୍ଡ

ମେଳା ରେ ଲାଗିଲା ଭୟା ଭୟ ଅଗ୍ନିକାଣ୍ଡ

Spread the love

Loading

ମେଳା ରେ ଲାଗିଲା ଭୟା ଭୟ ଅଗ୍ନି କାଣ୍ଡ

ରାଜ୍ୟ ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲା ସ୍ଥିତ ଉଲୁ ବେଡିଆ ଥାନା ଅନ୍ତର୍ଗତ ନିମ୍ ଦିଘି ରେ ଏକ ପୁଜା କୁ ନେଇ ପଡିଆ ରେ ବହୁତ୍ ବଡ ମେଳା ହେଉଥିବା ବେଳେ ଏହି ମେଳା ରେ ହଜାର ସଂଖ୍ୟାରେ ଲୋକେ ମେଳା କୁ ବୁଲିବାକୁ ଆସିଥିଲା ବେଳେ ମେଳା ରେ ହଟାତ୍ ଗତ କାଲି ରାତିରେ ଭୟା ଭୟ ଅଗ୍ନି କାଣ୍ଡ ହୋଇଛି ଅନ୍ୟ ପଟେ ଏହି ଅଗ୍ନି କାଣ୍ଡ ରେ ପ୍ରାୟ 78 ରୁ ଉର୍ଦ୍ଧ ଦୋକାନ ପୋଡି ପାଉଁଶ ହୋଇ ଯାଇଛି ଖବର ପାଇ ଘଟଣା ସ୍ଥଳରେ ଦମକଳ ର 9 ଟି ଇଞ୍ଜିନ ଗାଡି ପହଞ୍ଚି ନିଆଁ ଲିଭାଇ ରେ ସକ୍ଷମ ହୋଇଥିଲେ ଅଗ୍ନି କାଣ୍ଡ ରେ ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ହୋଇଛି ।

Leave A Comment

All fields marked with an asterisk (*) are required