Search for:
  • Home/
  • Month: April 2024

ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ‘ ଡାଇମେନସନ – ୩ ‘ ୧୨ ଏପ୍ରିଲ ସନ୍ଧ୍ୟାରେ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀରେ ହେବ ଉଦଘାଟନ

  ଭୁବନେଶ୍ୱରରେ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ‘ ଡାଇମେନସନ – ୩ ‘ ୧୨ ଏପ୍ରିଲ ସନ୍ଧ୍ୟାରେ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀରେ ହେବ ଉଦଘାଟନ ଭୁବନେଶ୍ୱର : ରାଜଧାନୀରେ ଆୟୋଜିତ ହେବାକୁ ଯାଉଅଛି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ କେଶବ ଚନ୍ଦ୍ର ନାଥଙ୍କ ଏକକ ଭାସ୍କର୍ଯ୍ୟକଳା ପ୍ରଦର୍ଶନୀ ‘ ଡାଇମେନସନ – ୩ ‘ | ଆସନ୍ତା ୧୨ ତାରିଖ, ଶୁକ୍ରବାର ସନ୍ଧ୍ୟା 5 ଘଟିକାରେ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ, ଆଞ୍ଚଳିକ [...]

୧୧ରେ ତୃତୀୟ ଛେନାପୋଡ଼ ଦିବସ ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ ସମସ୍ତଙ୍କୁ ନିମନ୍ତ୍ରଣ ଦେଲା ନୟାଗଡ଼ ବିକାଶ ମଞ୍ଚ

୧୧ରେ ତୃତୀୟ ଛେନାପୋଡ଼ ଦିବସ ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ ସମସ୍ତଙ୍କୁ ନିମନ୍ତ୍ରଣ ଦେଲା ନୟାଗଡ଼ ବିକାଶ ମଞ୍ଚ ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ଜୟଦେବ ଭବନଠାରେ ୩ୟ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଛି। ଏ ନେଇ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା [...]

ମୃତକଙ୍କ ପରିବାରକୁ ଭେଟିଲେ ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୂପ ପଟନାୟକ

ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ଅକାଳ ମୃତ୍ୟୁ (ମୃତକଙ୍କ ପରିବାରକୁ ଭେଟିଲେ ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୂପ ପଟନାୟକ ) ଭୁବନେଶ୍ୱର:ରାଜଧାନୀରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଜଣେ ରାଜ୍ୟସ୍ତରରେ ଖୋଖୋ ଖେଳୁଥିବା ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ପୁଙ୍ଖାନୁପୁଙ୍ଖ ଭାବେ ଏହାର ତଦନ୍ତ କରିବାକୁ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, ପୁରୀ ଜିଲ୍ଲା ଲୋକସଭା [...]

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ ।

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ [...]

ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ଆଶାୟୀ ରୁଦ୍ର ନାରାୟଣ ସାମନ୍ତରାୟ।

ଭୁବନେଶ୍ୱର:ରାଜ୍ୟରେ ଜୋର୍ ଧରିଛି ନିର୍ବାଚନ ପ୍ରଚାର।ଏଥିରେ ଲାଗି ପଡ଼ିଛନ୍ତି ରାଜଧାନୀର ରାଜନେତା ମାନେ।କିଛି ନେତା ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ବଡ ବଡ ସମାରୋହ ର ଆୟୋଜନ କରୁଥିବା ବେଳେ ଲୋକଙ୍କ ପାଖରେ ବ୍ୟକ୍ତିଗତ ଭାବେ ପହଞ୍ଚି ତାଙ୍କର ସୁବିଧା ଅସୁବିଧା ବୁଝିବାରେ ଲାଗିଛନ୍ତି ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ଆଶାୟୀ ରୁଦ୍ର ନାରାୟଣ ସାମନ୍ତରାୟ।ପ୍ରତିଦିନ ବିଭିନ୍ନ ଅଞ୍ଚଳର ପ୍ରାୟ ୧୦୦୦ ଲୋକଙ୍କ ସହ ଦେଖାହୋଇ ପବିତ୍ର [...]

ପୁଷ୍ପା ଫିଲ୍ମର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ ପାଳିଲେ ସିଲଭର ଗାନ୍ଧୀ ll.

ପୁଷ୍ପା ଫିଲ୍ମର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ ପାଳିଲେ ସିଲଭର ଗାନ୍ଧୀ ll… ରିଲିଜ ହେବାକୁ ଅଛି ବହୁ ପ୍ରତୀକ୍ଷିତ ସୁପର ହିଟ ଚଳଚିତ୍ର ପୁଷ୍ପା 2 । ଭାରତର ଦର୍ଶକ ଦେଖିବେ ଟଲିଉଡ଼ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜବରଦସ୍ତ ଆକ୍ସନ । ଏହିଭଳି ମାହୋଲ ଭିତରେ ଏଣ୍ଟ୍ରି ଓଡ଼ିଶାର କରିଛନ୍ତି ସିଲଭର ଗାନ୍ଧୀ । ଯାହାଙ୍କ ଉପରେ ବିଗତ ଦିନରେ ଏକ ହିନ୍ଦୀ ଚଳଚିତ୍ର ନିର୍ମାଣ ହୋଇସାରିଛି । [...]

ବାଇଁଆଙ୍କ ଶକ୍ତି ଆଗରେ ଅନନ୍ତ (ବୁନୁ) ଜିରୋ ।

ଭୁବନେଶ୍ୱର: ସେମିତି କୌଣସି ବିଶେଷ ଯୋଗ୍ୟତା ନ ଥାଇ ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର । ତା’ ପରେ ସମ୍ମାନଜନକ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ ହାତେଇ ବିଧାୟକ । ଏଠି ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ଅନନ୍ତ ନାରାୟଣ ଜେନା ଓରଫ୍ ବୁନୁଙ୍କୁ ବିଧାୟକ ଟିକେଟ୍ ମିଳିବାର ନ ଥିଲା । ମାତ୍ର କୌଣସି ଅଦୃଶ୍ୟ ଶକ୍ତିର ବଳରେ ଟିକେଟ୍ ପାଇଁ ଜିଦ୍ [...]

କଂଗ୍ରେସର ମିଶିଲେ ବିଜେଡ଼ିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପ୍ରତିଭା ମଞ୍ଜରି ନାୟକ

କଂଗ୍ରେସର ମିଶିଲେ ବିଜେଡ଼ିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପ୍ରତିଭା ମଞ୍ଜରି ନାୟକ ଭୁବନେଶ୍ୱର ତା. ୮.୪ – କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରର ବିଜେଡ଼ିର ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାୟକ ଓ ଝୁମ୍ପୁରା ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରତୀଭା ମଞ୍ଜରୀ ନାୟକ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ କେନ୍ଦୁଝର ଜିଲ୍ଲାର ଦୁଇ ବରିଷ୍ଠ [...]

ବିରୋଧୀ କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି’

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ସଭା ନାଁରେ ସେ ନିଜର ଦମ୍ ଦେଖାଇବାକୁ ଚେଷ୍ଠା କରିଥିଲେ ।   ଭୁବନେଶ୍ୱର:କିଚକ ବାହୁବଳେ ବିରାଟ ରାଜା’ ଭଳି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଅଶୋକ, ସୁର, ବିଭୂତି ଓ ରାଜୁଙ୍କ ବଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ଏବେ ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଟାହି ଟାପରା କରି କହୁଛନ୍ତି ‘ମୋର [...]

ସୁନନ୍ଦା ଦାସଙ୍କୁ ଟିକେଟ ଦେବା ନେଇ ଦାବି କରି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର:ବରୀରୁ ସୁନନ୍ଦା ଦାସଙ୍କୁ ଟିକେଟ ଦେବା ନେଇ ଦାବି କରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଧାୟିକାଙ୍କ ସମର୍ଥକ । ବରୀର ବିଧାନସଭା ଟିକେଟ ଘୋଷଣା ବିଳମ୍ବ ହୋଇଥିବା ବେଳେ ଆଜି 32 ସରପଞ୍ଚ ଏବଂ 31 ସମିତି ସଭ୍ୟ ସୁନନ୍ଦାଙ୍କ ସରକାରୀ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ମାଟିର ନେତ୍ରୀ ସୁନନ୍ଦା ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି । ସେ ହିଁ ବରୀ ଆସନରୁ ଲଢିବ ପାଇଁ [...]