Search for:
  • Home/
  • Month: November 2023

ଇଣ୍ଡଲଜ୍ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ

  ଇଣ୍ଡଲଜ୍ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ ଭୁବନେଶ୍ବର: ଉତ୍କଳ କନିକା ଗ୍ୟାଲେରିଆ ମଲରେ ଥିବା ଇଣ୍ଡଲଜ୍ ନୂତନ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜ୍ୟୋତି ମୋଟର୍ସ ନିର୍ଦ୍ଦେଶକା ମେନୁ ପଟ୍ଟନାୟକ, ଉତ୍କଳ କନିକ ଗ୍ୟାଲେରିଆ ମଲ ନିର୍ଦ୍ଦେଶକା ପୂର୍ଣ୍ଣିମା ବୈଦ, ଓଲିଉଡ ଅଭିନେତ୍ରୀ ଅନିଷା, ଇଣ୍ଡଲଜ୍ [...]

ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରସ୍ୱତୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରସ୍ୱତୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର, ତା.୦୨/୧୧: ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରସ୍ୱତୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଚିକିତ୍ସିତ ଅବସ୍ଥାରେ ୯୮ବର୍ଷୀୟା ସ୍ୱର୍ଗତାଃ ପ୍ରଧାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତାଃ ପ୍ରଧାନ ରାଜନୀତିରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ପ୍ରୋତ୍ସାହିତ କରୁଥିଲେ [...]

ଗର୍ଭବତୀ ଝିଅକୁ ଗୋଇଠା ମାରି ହତ୍ୟା କଲା

ନିଷ୍ଠୁର ହେଲା ବାପା ଗର୍ଭବତୀ ଝିଅକୁ ଗୋଇଠା ମାରି ହତ୍ୟା କଲା କପ୍ତିପଦା- ନିଷ୍ଠୁର ସାଜି ନିଜ ଝିଅକୁ ଗୋଇଠା ମାରି ହତ୍ୟା କଲା ବାପା। ଭୁଲିଗଲା ଝିଅ ପ୍ରତି ଥିବା ସ୍ନେହ ଓ ଭଲପାଇବା। ସ୍ୱାମୀ ମୃତ୍ୟୁର ଏକ ବର୍ଷ ପରେ ଝିଅ ଗର୍ଭବତୀ ଥିବା ଜାଣି ଝିଅ ପେଟକୁ ଗୋଇଠା ମାରି ହତ୍ୟା କରିବାକୁ ବି ପଛାଇଲାନି। ଏହିପରି ଏକ ଉନ୍ମୁକ୍ତ କାଣ୍ଡ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା [...]

ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ

ନଭେମ୍ବର ୧ରୁ ମୟୂରଭଞ୍ଜ ମହୋତ୍ସବ ଆଜି। ଆସନ୍ତାକାଲି ହେବ କାର୍ଣ୍ଣିଭାଲ ଶୋ:୧୨ଦିନ ଧରି ଚାଲିବ ଉତ୍ସବ ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ ବାରିପଦା:ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ। ଏହି ମହୋତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ମହୋତ୍ସବ [...]

ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା ଗସ୍ତ ୨୫ରୁ ଉର୍ଦ୍ଧ୍ବ ଗୋରୁ ମୃତ

ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା ଗସ୍ତ ୨୫ରୁ ଉର୍ଦ୍ଧ୍ବ ଗୋରୁ ମୃତ ବାରିପଦା,ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା ହେବାରୁ ୨୫ରୁ ଉର୍ଦ୍ଧ୍ବ ଗୋରୁ ମୃତ୍ୟୁ ଘଟିଛି । ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହିତ ଉଦ୍ଧାର ଓ ତଦନ୍ତ କରୁଛି । ଟ୍ରକ୍ ଟି [...]

ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ୨୩୬ଟି ଜବତ ହେଲାଣି ବନ୍ଧୁକ

ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ୨୩୬ଟି ଜବତ ହେଲାଣି ବନ୍ଧୁକ ଜାରି ରହିବ ତଲାସୀ ଅଭିଯାନ:ଏସପି ବାରିପଦା:ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳରେ ପୁଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ(ସେପ୍ଟେମ୍ବର ଓ ଅକ୍ଟୋବର) ସର୍ଚ୍ଚ ଅପରେସନ ଜାରି ଥିବା ବେଳେ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସପି [...]

ଗହୀର ମଝିରୁ ଯୁବକଙ୍କ ଶବ ଜବତ ଘଟଣା; ୨ଗିରଫ ହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ

ଗହୀର ମଝିରୁ ଯୁବକଙ୍କ ଶବ ଜବତ ଘଟଣା; ୨ଗିରଫ ହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ ଖୋର୍ଦ୍ଧା,୩୧ା୧୦: ଖୋର୍ଦ୍ଧା ଆର୍ଦଶ ଥାନା ଅର୍ନ୍ତଗତ ସୁର୍ଦଶନ ବିହାର କଲୋନୀ ନିକଟସ୍ଥ ଏକ ଗହୀର ମଝିରୁ ଗତ ୨୬ ତାରିଖରେ ପୁଲିସ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ଘଟଣାରେ ୨ଜଣଙ୍କୁୂ ଗିରଫ କରିଛି । ମୃତକ ହେଲେ ଗୁରୁଜଙ୍ଗ ଭୋଇସାହିର ପ୍ରଶାନ୍ତ ବେହେରା । ହତ୍ୟା କରିଥିବା ଅଭିଯୁକ୍ତ ଦ୍ୱୟ ହେଲେ [...]

ଘର ଛାଡ଼ି ପଳେଇଗଲା ୧୨ ବର୍ଷର ଯୁବକ।

ଘର ଛାଡ଼ି ପଳେଇଗଲା ୧୨ ବର୍ଷର ଯୁବକ। ଭୁବନେଶ୍ୱର:ଚାନ୍ଦବାଲି- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ନିକଟତସ୍ତ ସରଆଡ଼ିଆ ଗ୍ରାମର ଅଜିତ ଜେନା ଙ୍କ ୧୨ ବର୍ଷର ପୁଅ ସହଦେବ ଜେନା ଆଜି ଘର ଛାଡ଼ି ପଳେଇଯାଇଥିବା ସୂଚନା ମିଳିଛି। ତେବେ ସୂଚନାରୁ ଯାହା ଜଣାପଡେ ସହଦେଵଙ୍କ ମା କୌଣସି କାରଣ ପାଇଁ ତାଙ୍କୁ ବାଡେଇଥିଲେ ଯେଉଁଥିପାଇଁ ସହଦେଵ ସ୍କୁଲ ଯିବା ବାହାନା କରି ଲୁଚି ଘରୁପଳେଇ ଆସିଥିବା କହିଛି [...]

ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀ ପାଇଁ ୨୫୧.୫୦ କୋଟି – ୫୭୦୬ ପ୍ରକଳ୍ପ ସୁବର୍ଣ୍ଣପୁରର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୪.50 କୋଟି – ୧୪୧୯ ପ୍ରକଳ୍ପ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ ବିକାଶକୁ ଏବେ ଦେଖି ହେଉଛି, ଅନୁଭବ ବି କରି [...]

ଶ୍ରୀରାମ ଓ ହନୁମାନ ମନ୍ଦିର ରେ କଳାକନା ବୁଲାଇଲେ ଚୋର

ଶ୍ରୀରାମ ଓ ହନୁମାନ ମନ୍ଦିର ରେ କଳାକନା ବୁଲାଇଲେ ଚୋର ଭଦ୍ରକ: ଶେଷରେ ଠାକୁର ଙ୍କୁ ଛାଡିଲେ ନାହିଁ ଦୃବୁର୍ତ୍ତ, ବିଳମ୍ବିତ ରାତିରେ ମନ୍ଦିରରେ କଳା କନା ବୁଲାଇଲେ ଚୋର, ଠାକୁର ଙ୍କର ବ୍ୟବହୃତ ବିଭିନ୍ନ ଅଳଙ୍କାର ସହ ହୁଣ୍ଡୀ ବାକ୍ସ ଭାଙ୍ଗି ଟଙ୍କା ପଇସା ନେଇଗଲେ ଚୋର । ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ୧ନମ୍ବର ୱାର୍ଡ ଅଧୀନ ବରାଳ ପୋଖରୀ ଅଞ୍ଚଳରେ ହନୁମାନ ଓ ରାମ ମନ୍ଦିର [...]