Search for:
  • Home/
  • Month: August 2023

୨୦୨୪ ସାଧାରଣ ନିର୍ବାଚନ କୁ ନଜର କରି ଆମ୍ ଆଦ୍‌ମୀ ପାର୍ଟି ନିଜର ରଣନୀତି ଆରମ୍ଭ

  ଭୁବନେଶ୍ୱର:ଆଜି କଟକ ସ୍ଥିତ ଟାଉନ୍ ହଲ୍ ଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି ।୨୦୨୪ ସାଧାରଣ ନିର୍ବାଚନ କୁ ନଜର କରି ଆମ୍ ଆଦ୍‌ମୀ ପାର୍ଟି ନିଜର ରଣନୀତି ଆରମ୍ଭ କରିଛି । ଉଭୟ ଅଫ୍ ଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକଙ୍କୁ ପାର୍ଟି ସହ ଯୋଡା ଯିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଅଛି [...]

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି ଭୁବନେଶ୍ୱର ମହାନଗର ନିଗମରେ “ସ୍ୱାୟତ୍ତ ଶାସନ” ନୁହେଁ ବରଂ “ଅଣାୟତ୍ତ” ହୋଇଛି ଶାସନ: ବାବୁ ସିଂ •ଜାଗା ମିଶନ ନାମରେ ଡାହା ମିଛ କହିବା ଓ ଧୋକା ଦେବାରେ ବିଏମସି ବିଶ୍ବସ୍ତରୀୟ •କୃତ୍ରୀମ ବନ୍ୟା ଓ ପରିମଳ ପରିଚାଳନାରେ ବିଏମସି ସମ୍ପୂର୍ଣ ବିଫଳ ହେବା ପରେ ରାଜଧାନୀବାସୀଙ୍କୁ ଦେଇଥିବା ଡେଙ୍ଗୁ ଉପହାର ମଧ୍ଯ ବିଶ୍ବସ୍ତରୀୟ •ମୌଳିକ ସେବା ଯୋଗାଇବାରେ ନିଷ୍କ୍ରିୟ [...]

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର ଭୁବନେଶ୍ଵର,୩୧.୦୮.୨୦୨୩ : ଭୁବନେଶ୍ୱରସ୍ଥିତ ୟୁନିଟ୍ ୧, ଜି.ଇ.ଡ଼ି ବସ୍ତି ଅଞ୍ଚଳର ଗୌରାଙ୍ଗ ନାୟକ ଦିନ ମଜୁରି କରି ପରିବାର ଚଳାନ୍ତି । ପରିବାର କହିଲେ ତାଙ୍କର ପତ୍ନୀ,ତିନି ପୁଅ ଏବଂ ଚାରିଝିଅ । ଗୌରାଙ୍ଗ ମୂଲ ଲାଗି ଯାହା ପଇସା ଆଣନ୍ତି ସେଥିରେ ୪ପ୍ରାଣୀଙ୍କ ପେଟ ପୁରେ । ଭାଗ୍ୟର ବିଡ଼ମ୍ବନା, ଗତ ଅଗଷ୍ଟ ୩୦ତାରିଖରେ ଗୌରାଙ୍ଗଙ୍କର ହୃଦ୍-ଘାତ [...]

ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା

ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା ଭୁବନେଶ୍ୱର : ବ୍ୟବହୃତ ହୋଇସାରିଥିବା ପେପର କାର୍ଟୁନ, ସୁତା, ଅନାବନା ଟୁକୁଡା ଅଦରକାରୀ ଜିନିଷକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ସୁନ୍ଦର ରାକ୍ଷୀ | ଆଉ ଗଛରେ ଏହି ରାକ୍ଷୀ ବାନ୍ଧି ଲୋକଙ୍କୁ କରାଯାଇଥିଲା ସଚେତନ | ଏଭଳି ଏକ ନିଆରା ପଦକ୍ଷେପ ନେଇ ଶାନ୍ତି ଫାଉଣ୍ଡେସନ ପକ୍ଷରୁ ପାଳନ କରାଯାଇଥିଲା ରକ୍ଷା ବନ୍ଧନ | ଭଣ୍ଡାରୀପୋଖରୀ [...]

କାଈପଡା ଗୁଳିକାଣ୍ତର ଶହିଦ ମାନଙ୍କ ରାଜ୍ୟସ୍ତରୀୟ ୮୧ତମ ଶହିଦ ଦିବସ ପାଳିତ

କାଈପଡା ଗୁଳିକାଣ୍ତର ଶହିଦ ମାନଙ୍କ ରାଜ୍ୟସ୍ତରୀୟ ୮୧ତମ ଶହିଦ ଦିବସ ପାଳିତ ଭୁବନେଶ୍ବର-ତା. ୩୦.୦୮.୨୦୨୩- କାଈପଡା ଗୁଳିକାଣ୍ତର ଶହିଦ ମାନଙ୍କ ରାଜ୍ୟସ୍ତରୀୟ ୮୧ତମ ଶହିଦ ଦିବସ ଶ୍ରଦ୍ଧାଞ୍ଜଳି ସମାରୋହ ଭୁବନେଶ୍ବରର ଶହିଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପାଳିତ ହୋଇଛି । ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ ତଥା ରାକ୍ଷୀପୂର୍ଣ୍ଣିମା ତିଥିରେ ବରୀର କାଈପଡା ତଥା କଳାମାଟିଆ ଠାରେ ବ୍ରାହ୍ମଣୀ ନଦୀକୂଳରେ ସାଉଁଟି ମଲ୍ଲିକ, ସାନନ୍ଦ [...]

ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର

ଦାଦାବଟିକୁ ନେଇ ରାଜଧାନୀରେ ଗୋଡ଼େଇ ଗୋଡ଼େଇ ହାଣିଲେ, ୬ ଗୁରୁତର ଭୁବନେଶ୍ଵର ଉପକଣ୍ଠ ଶିଶୁପାଳଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଉତ୍ତେଜନା ଯୋଗୁଁ ଭୁବନେଶ୍ଵର-ପୁରୀ ରାସ୍ତା ଅବରୋଧ କରାଯାଇଛି।ଫଳରେ ଗମନାଗମନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ଵରେ ବହୁ [...]

ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ଭୁବନେଶ୍ୱର, ୩୦.୮ : ପ୍ରାଚୀନ ବୈଦିକ ଯୁଗରୁ ମୁନିଋଷିମାନେ ·ତୁର୍ମାସ୍ୟା ବ୍ରତ ପାଳନ କରି ଶ୍ରାବଣ ପୂର୍ଣ୍ଣିମା ଠାରୁ ବିଭିନ୍ନ ଗ୍ରାମ ଓ ଜନପଦ ଭ୍ରମଣ କରି ବେଦ ଓବୈଦିକ ବି·ରକୁ ଜନମାନସରେ ବିତରଣ କରୁଥିଲେ । ଏହି ‘ଶ୍ରାବଣୀ ଉପାକର୍ମ’ ପର୍ବ ଏକ ବୈଦିକ ପର୍ବ ।ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆଜି ମହର୍ଷି ଦୟାନନ୍ଦଙ୍କ [...]

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଭୁବନେଶ୍ୱର, ୩୦ା୮ : ନୀଳାଦ୍ରି ବିହାର ପେଟ୍ରୋଲ ପମ୍ପ ରାସ୍ତା ମଧ୍ୟରେ ଥିବା ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଲାଲ୍‌ମୋହନ ଟୁଡୁ, [...]

ସମ୍ପର୍କର ଡୋର ବାନ୍ଧି ସୁରକ୍ଷା କର୍ମୀଙ୍କ ଶୁଭ ମନାସିଲା ଏଟିଏଚ ରକ୍ସ ପରିବାର

  ସମ୍ପର୍କର ଡୋର ବାନ୍ଧି ସୁରକ୍ଷା କର୍ମୀଙ୍କ ଶୁଭ ମନାସିଲା ଏଟିଏଚ ରକ୍ସ ପରିବାର ଭୁବନେଶ୍ୱର:ପୁରୀ ଗୋପ ଅଞ୍ଚଳର କିଛି ଯୁବକ ଯୁବତୀଙ୍କୁ ନେଇ ଗଢ଼ି ଉଠିଥିବା ସ୍ଵେଚ୍ଛାସବୀ ଅନୁଷ୍ଠାନ ଏଟିଏଚ ରକ୍ସ ପରିବାର ଆଜି ଭୁବନେଶ୍ୱରରେ ବିଭିନ୍ନ ଟ୍ରାଫିକ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଛନ୍ତି। ଆଜି ଅନୁଷ୍ଠାନର ମହିଳା ସଦସ୍ୟା ମାନେ ଆଚାର୍ଯ୍ୟ ବିହାର ଟ୍ରାଫିକରୁ ବାଣୀବିହାର ଟ୍ରାଫିକ ଦେଇ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ବିଭିନ୍ନ [...]

ପ୍ରେରଣା ପକ୍ଷରୁ ଗଛରେ ରକ୍ଷା ବନ୍ଧନ ଉତ୍ସବ

ପ୍ରେରଣା ପକ୍ଷରୁ ଗଛରେ ରକ୍ଷା ବନ୍ଧନ ଉତ୍ସବ ଭୁବନେଶ୍ୱର, ୩୦.୮ : ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍‌ ଆର୍ମି ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଇନ୍ଦିରାଗାନ୍ଧୀ ପାର୍କରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ-ଇନ୍‌-ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ୱ କରି କହିଲେ ଯେ, ଆଜକୁ ୨୫ ବର୍ଷ ଧରି ଏହି ରକ୍ଷା ବନ୍ଧନ ଉତ୍ସବ ଆମ ଅନୁଷ୍ଠାନ ପକ୍ଷରୁ ପାଳନ ହୋଇଆସୁଛି । ବୃକ୍ଷରାଜିର [...]