Search for:
  • Home/
  • Month: July 2023

ଆଇଆଇଟି ଦିଲ୍ଲୀରେ ୟୁଏଇର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ

ଆଇଆଇଟି ଦିଲ୍ଲୀରେ ୟୁଏଇର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ- ଧର୍ମେନ୍ଦ୍ର ପ୍ରଧାନ • ଦୁଇ ଦେଶରେ ଶିକ୍ଷା କ୍ଷେତ୍ରରେ ସମ୍ପର୍କ ଆହୁରି ନିବିଡ ହେବ • ଏହି ପଦକ୍ଷେପ ଭାରତର ପ୍ରଧାନମନ୍ତ୍ରୀ ଓ ୟୁଏଇର ରାଷ୍ଟ୍ରପତିଙ୍କ ସଫଳ ନେତୃତ୍ୱର ପ୍ରତିଫଳନ • ଶିକ୍ଷା ଭିତ୍ତିଭୂମି ମଜଭୂତ୍ ହେବା ସହ ପିଲାଙ୍କ ମଧ୍ୟରେ ଇନୋଭେସନ ପାଇଁ ଆଗ୍ରହ ଆସିବ • ଆଇଆଇଟି [...]

ଶିକ୍ଷା କ୍ଷେତ୍ରରେ ନିଜ ଅପାରଗତା ଦେଖି ଲଜ୍ଜିତ ହୁଅନ୍ତୁ ରାଜ୍ୟ ସରକାର: ଡ.ଲେଖାଶ୍ରୀ

ପିଜିଆଇ ୨.୦ ରିପୋର୍ଟରେ ଓଡ଼ିଶାର ଶିକ୍ଷାର ମାନ ତଳକୁ ଖସିବା ପ୍ରସଙ୍ଗ ଶିକ୍ଷା କ୍ଷେତ୍ରରେ ନିଜ ଅପାରଗତା ଦେଖି ଲଜ୍ଜିତ ହୁଅନ୍ତୁ ରାଜ୍ୟ ସରକାର: ଡ.ଲେଖାଶ୍ରୀ  ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ପିଜିଆଇ ରିପୋର୍ଟ ପ୍ରକାଶ ପାଇଛି  ତଳ ଆଡୁ ଦ୍ୱିତୀୟ ‘ଆକାଂକ୍ଷୀ-୨’ କ୍ୟାଟେଗୋରୀରେ ରହିଛି ଓଡିଶା  କ୍ଷମତା ଲୋଭରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ବଳି ପକାଇବାରେ ପଛଘୂଂଚା ଦେଉନାହାନ୍ତି ବିଜେଡି ସରକାର [...]

ନିଜକୁ ନିର୍ଦ୍ଦୋଷ ବୋଲି କହିଲା ଅଭିଯୁକ୍ତ ଅଭିଜିତ

ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା: ନିଜକୁ ନିର୍ଦ୍ଦୋଷ ବୋଲି କହିଲା ଅଭିଯୁକ୍ତ ଅଭିଜିତ ଭୁବନେଶ୍ୱର: ୧୦.୦୭ ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲାରେ ଚାଲିଛି ତନାଘନା ।ଅଭିଜିତ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି କି ? ପାକିସ୍ତାନ ଇଣ୍ଟେଲିଜେନ୍ସଙ୍କ କଥାରେ ଆଇଏସଆଇ ଏଜେଣ୍ଟଙ୍କୁ କେତେ ଟଙ୍କା ଦେଇଥିଲେ ଅଭିଜିତ ? ଭାରତରେ କେତେ ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ଅଛନ୍ତି ? ମେ 14ରେ ଓଟିପି ସେୟାରିଂରେ [...]

କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ

କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଉତ୍ତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ • ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ରକ୍ଷଣାବେକ୍ଷଣ ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ • ମହାପ୍ରଭୁଙ୍କ ଇଚ୍ଛା କାରଣରୁ ଏହା ସମ୍ଭବ ହୋଇପାରିଥିବା କହିଲେ [...]

ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କାର ମେଡ଼ିସିନ।

ଅସୁରକ୍ଷିତ ରାଜଧାନୀ କିଛି ନା କିଛି ଘଟୁଛି ସବୁ ଚୁପ କାହା ଚାପରେ ହେଉଛି ଏହି ଅସୁବିଧା:ସମାଜ ସେବି ଭୁବନେଶ୍ୱର : ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଔଷଧ ଗୋଦାମରେ ଭୟବାହ ଅଗ୍ନିକାଣ୍ଡ ହୋଇଛି। ମଞ୍ଚେଶ୍ୱରରେ ମହିନ୍ଦ୍ରା ଶୋ ରୁମ ପାଖରେ ଥିବା ରାଜ୍ୟ ଔଷଧ ନିଗମ ଲିମିଟେଡ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ [...]

ରବିବାର ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଲିଙ୍ଗରାଜଙ୍କ ପୀଠ ଭୁବନେଶ୍ୱର : ୧୦.୦୭ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ଛୁଟି ଆସିଛନ୍ତି।ସମାଜ ସେବୀ ମାନି ପଣ୍ଡା କହିଲେ ଏକାମ୍ର କ୍ଷେତ୍ର ରେ ମହିଳା ଙ୍କୁ [...]

କୃଷିମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶସ୍ତା ରେ ପରିବା ବିକିଲା ଛାତ୍ର କଂଗ୍ରେସ। 

ଭୁବନେଶ୍ୱର :୧୦.୦୭  ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ସୁଲଭ ମୂଲ୍ୟରେ ପରିବା ବିକି ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ [...]

୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।

ଭୁବନେଶ୍ୱର:କଟକ:୦୯.୦୭ କୋଟି କୋଟି ଖର୍ଚ୍ଚ ହୋଇଥିଲ ୧୫  ଫୁଟ ଧସିଗଲା ହକି ବିଶ୍ୱକପ ବେଳେ ସବୁ ଚକାଚକ ହେଲା । ସବୁଠି କାମ ଜୋରସୋର ଚାଲିଲା । ବିଭିନ୍ନ ରଙ୍ଗରେ ରାସ୍ତାଘାଟ ରଙ୍ଗୀନ ହେଲା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ଆଉ ସହରର ସୌନ୍ଦର୍ଯ୍ୟକରଣ ବି ହେଲା। କିନ୍ତୁ ୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ । ସ୍ଥାନୀୟ [...]

ଗ୍ୟାଙ୍ଗ ବାସ୍ତବରେ ୨୧ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା କେବଳ ପୋଲିସକୁ ହିଁ ଜଣା ।

ଭୁବନେଶ୍ୱର:ରାଜଧାନୀ ଓ ଉପକଣ୍ଠରୁ ଘନଘନ ଲୁଟ୍‌ପାଟ କରି ଲୁଟେରା ଗ୍ୟାଙ୍ଗ ପୋଲିସର ନିଦ ହଜାଇ ଦେଇଥିଲା । ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପାଇବା ପରେ ପୋଲିସ ହରଡଘଣାରେ ପଡିଯାଇଥିଲା । ପରେ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ତଦନ୍ତ କରି ଗୋଟିଏ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ତେବେ ଏହି ଗୋଟିଏ ଗ୍ୟାଙ୍ଗକୁ ଧରି ପୋଲିସ ବିଭିନ୍ନ ଥାନାରେ ଥିବା ପ୍ରାୟ ୪୦ରୁ ଉଦ୍ଦ୍ୱର୍ ମାମଲାରୁ ୨୧ଟି ଫାଇଲ [...]

ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ରଶ୍ମି ମିଶ୍ରଙ୍କ ଉପନ୍ୟାସ କୁ ଅତିଥି ମାନେ ଲୋକାର୍ପଣ

ଭୁବନେଶ୍ୱର:ଆମେ ସମସ୍ତେ ନିଜ ନିଜ ବାଗରେ ଜିଉଁ, ନିଜ ନିଜ ବାଗରେ ବଞ୍ଚିବାର ବାଟ ବି ବାଛିନେଉ। ଗୋଟିଏ ଜୀବନର ସମାନ୍ତରାଳ ଭାବରେ ଚାଲିଥାଏ ଆଉ ଏକ ଜୀବନ ଯେମିତି ଗୋଟିଏ ଘଟଣାର ସମାନ୍ତରାଳ ଭାବେ ଚାଲିଥାଏ ଆହୁରି କିଛି ଘଟଣା। ଏହିପରି ଏକ କାହାଣୀକୁ ଉପନ୍ୟାସ ର ରୂପ ଦେଇଛନ୍ତି ରଶ୍ମି ମିଶ୍ର, ଯାହା ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ସ୍ଥାନୀୟ ଅର୍ଯ୍ୟ ପ୍ୟାଲେସ [...]