Search for:
  • Home/
  • ରାଜ୍ୟ/
  • ୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।

୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।

Spread the love

Loading

ଭୁବନେଶ୍ୱର:କଟକ:୦୯.୦୭ କୋଟି କୋଟି ଖର୍ଚ୍ଚ ହୋଇଥିଲ ୧୫  ଫୁଟ ଧସିଗଲା ହକି ବିଶ୍ୱକପ ବେଳେ ସବୁ ଚକାଚକ ହେଲା । ସବୁଠି କାମ ଜୋରସୋର ଚାଲିଲା । ବିଭିନ୍ନ ରଙ୍ଗରେ ରାସ୍ତାଘାଟ ରଙ୍ଗୀନ ହେଲା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ଆଉ ସହରର ସୌନ୍ଦର୍ଯ୍ୟକରଣ ବି ହେଲା। କିନ୍ତୁ ୬ ମାସ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ । ସ୍ଥାନୀୟ ଲୋକ ଉତେଜନା ଦେଖାଯାଇଥିଲା ସେଠାରେ ମେୟର ଆସି ସ୍ଥିତି କୁ ଶାନ୍ତ କରାଇ ପତିଶ୍ରୁତି ଦେଇଥିଲେ ।କଟକ ମେୟର ସୁବାଷ ସିଂ ଦେଖି କାମ ଆଉ ଥରେ ହେବ ବୋଲି ଗଣମାଧ୍ୟମ କୁ ଇସ୍ତାହାର ରେ ସୂଚନା ଦେଇଛଥି।

Leave A Comment

All fields marked with an asterisk (*) are required