Search for:
  • Home/
  • ରାଜ୍ୟ/
  • ଦଳ ଏବଂ ଜନ ସଂଗଠନ ସମୁହ ଚି଼ହ୍ନ : ହାତୁଡି, ଦା ଏବଂ ତାରା

ଦଳ ଏବଂ ଜନ ସଂଗଠନ ସମୁହ ଚି଼ହ୍ନ : ହାତୁଡି, ଦା ଏବଂ ତାରା

Spread the love

Loading

ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀ
ସୁରେଶ ଚନ୍ଦ୍ର ପାଣିଗ୍ରାହୀ
ଭୁବନେଶ୍ୱର ସାଂସଦ ପ୍ରାର୍ଥୀ
ପାର୍ଟି :ସି ପି ଆଇ(ଏମ)
ସମର୍ଥନ ଦେଇଛନ୍ତି: ରାଜ୍ୟର ବାମ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଦଳ ଏବଂ ଜନ ସଂଗଠନ ସମୁହ
ଚି଼ହ୍ନ : ହାତୁଡି, ଦା ଏବଂ ତାରା
ଭୋଟ ତାରିଖ :25.05.2024, ଶନିବାର
ବେଲଟ ନଂ :04
ଭୋଟ ସମୟ : ସକାଳ 7ଘଣ୍ଟା ରୁ ଅପରାହ୍ନ 5ଘଣ୍ଟା ପର୍ଯ୍ୟନ୍ତ
ନିଜର ଭୋଟ ଦେବା କେନ୍ଦ୍ର/ବୁଥ କୁ ଯାଇ ଭୋଟ ଦିଅନ୍ତୁ l

ଆମେ କାହିଁକି ପ୍ରତିଦ୍ବନ୍ଦିତା କରୁଛୁ ???

“ଜଣେ ନାଗରିକ, ଗୋଟିଏ ଭୋଟ, ଗୋଟିଏ ମୂଲ୍ୟ”

👍ଏ ଲଢେଇ ସମ୍ବିଧାନ, ଗଣତନ୍ତ୍ର,
ଧର୍ମନିରପେକ୍ଷତା ଏବଂ ଜୀବିକା ର ସୁରକ୍ଷା ପାଇଁ
👍ଏ ଲଢେଇ ଉତ୍କଟ ଦରବୃଦ୍ଧି, ଭୟଙ୍କର ବେକାରୀ ବିରୋଧରେ ସମସ୍ତଙ୍କୁ କାମ, ରୋଜଗାର ପାଇଁ
👍ଏ ଲଢେଇ ବିପର୍ଯ୍ୟସ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ ସାର୍ଵଜନୀନ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ
👍ଏ ଲଢେଇ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବିରୋଧ ରେ ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ 26000/ ଟଙ୍କା ପାଇଁ
👍ମନରେଗା ଯୋଜନାରେ ବାର୍ଷିକ 200 ଦିନର କାମ ଏବଂଦୈନିକ ମଜୁରୀ 700/ ଟଙ୍କା ଧାର୍ଯ୍ୟ କରିବା ପାଇଁ ଏ ଲଢେଇ
👍ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଏ ଲଢେଇ
👍ଏ ଲଢେଇ କୃଷକ ମାନଙ୍କର ଉତ୍ପାଦିତ ଫସଲ ର ଉପଯୁକ୍ତ ମୂଲ୍ୟ ନିମନ୍ତେ ଏମ ଏସ ପି ର ଆଇନଗତ ଗ୍ୟାରେଣ୍ଟି ପାଇଁ
👍ବସ୍ତିବାସିନ୍ଦାଙ୍କ ଥଇଥାନ ଏବଂ ସମସ୍ତଙ୍କୁ ବାସଗୃହ ପାଇଁ ଏ ଲଢେଇ
👍ଏ ଲଢେଇ ମହିଳା, ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁ ମାନଙ୍କର ସାମ୍ବିଧାନିକ ଅଧିକାର ପାଇଁ
👍କର୍ପୋରେଟ ଲୁଣ୍ଠନ ଏବଂ ସାମ୍ପ୍ରଦାୟିକ କୂଚକ୍ର ବିରୋଧ ରେ ଏ ଲଢେଇ
👍ଏ ଲଢେଇ ଜିତିବା ପାଇଁ ଏବଂ ବିଜେପି +ବିଜେଡି କୁ ପରାସ୍ତ କରିବା ପାଇଁ
👍ସଡ଼କ ଠାରୁ ସଂସଦ ପର୍ଯ୍ୟନ୍ତ ସଂଘର୍ଷ ର ସ୍ୱର ଏବଂ ଜନବାଦୀ ବିଚାର କୁ ଶାଣିତ କରିବା ପାଇଁ ଏ ଲଢେଇ ଜାରି ରହିବ l
ଆପଣଙ୍କ ସାହାଯ୍ୟ,ସହଯୋଗ ଏବଂ ସମର୍ଥନ ସହିତ ଆମ ସପକ୍ଷରେ ମତଦାନ ପାଇଁ ନିବେଦନ କରୁଛି l
ଆପଣ ଭୋଟ ଦେବା ସହିତ ଆପଣଙ୍କ ବନ୍ଧୁ,ସମ୍ପର୍କୀୟ ଏବଂ ଶୁଭେଛୁ ମାନଙ୍କର ଭୋଟ ହାତୁଡି, ଦା ଏବଂ ତାରା ଚି଼ହ୍ନ ରେ ଭୋଟ ଦେବା ନିମନ୍ତେ ନିବେଦନ କରିବା ପାଇଁ ଅନୁରୋଧ କରୁଛି l

” EVERY CITIZEN,ONE VOTE, ONE
VALUE”
Election is Nearing for Bhubaneswar parliamentry constituency

Leave A Comment

All fields marked with an asterisk (*) are required