Search for:
  • Home/
  • ରାଜ୍ୟ/
  • ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆଶୀର୍ବାଦ ପାଇବା ସହ ମୋଦି ସରକାର ପାଇଁ ଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ।

ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆଶୀର୍ବାଦ ପାଇବା ସହ ମୋଦି ସରକାର ପାଇଁ ଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ।

Spread the love

Loading

ଭୁବନେଶ୍ୱର ତା.୨୪..୪.୨୪ ରିଖ ବୁଧ ବାର ଦିନ ଭୁବନେଶ୍ୱର -ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୯ ସ୍ତିତ ଗୁରୁ କେଳୁଚରଣ ପାର୍କ ରେ ପହଞ୍ଚି ପ୍ରାଥ ଭ୍ରମଣକାରୀ ସହ ଯୋଗ ଦାନ କରି ଥିଲେ। ପରବର୍ତୀ ସମୟରେ ନୀଳାଦ୍ରି ବିହାର ସେକ୍ଟର ୩ ଠାରେ ଶ୍ରମିକ ମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କ ରେ ବୁଝିବା ସହ ମୋଦି କଁ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ l

ଆଜି ସଂଧ୍ୟା ସମୟରେ ୱାର୍ଡ ନମ୍ବର ୨ ଅନ୍ତର୍ଗତ ଶିଖରଚଣ୍ଡୀ ନଗର ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀ ରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଅବସରରେ ଉପସ୍ଥିତ ଜନତା ଙ୍କୁ ୨୫ ବର୍ଷ ବିଫଳ ସରକାରଙ୍କ ବିଫଳତା ସହ ଜନବିରୋଧୀ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି ଅବସରରେ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆଶୀର୍ବାଦ ରୂପେ ଡବଲ ଇଂଜିନ ସରକାର ପାଇଁ ଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କରିଥିଲେ l

Leave A Comment

All fields marked with an asterisk (*) are required