Search for:
  • Home/
  • ରାଜ୍ୟ/
  • ପ୍ରିୟଦର୍ଶୀଙ୍କ ନିର୍ବାଚନ ପ୍ରଚାର

ପ୍ରିୟଦର୍ଶୀଙ୍କ ନିର୍ବାଚନ ପ୍ରଚାର

Spread the love

Loading

ପ୍ରିୟଦର୍ଶୀଙ୍କ ନିର୍ବାଚନ ପ୍ରଚାର।

ଭୁବନେଶ୍ବର9/5 ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କଠୁ ଆରମ୍ଭ କରି ପ୍ରାର୍ଥୀମାନେ ସେତିକି ତତ୍ପର ହୋଇ ଉଠିଛନ୍ତି।ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର 11ନମ୍ବର ଓ୍ବାର୍ଡର vss ନଗର ହାଟ ଛକ ଠାରେ। ଏକ ଚା ଖଟି କାର୍ଯକ୍ରମ ଆୟୋଜିତ ହୋଇଥିଲା ଏଠାରେ ଉପସ୍ଥିତ ବୁଦ୍ଧିଜୀବୀ ଓ ଯୁବବର୍ଗମଧ୍ୟରେ ରାଜନୀତି ନେଇ ଚର୍ଚ୍ଚା ସରଗମ ଥିଲା ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଯୋଗଦାନ କରିଥିଲେ ସନ୍ଧ୍ୟା ସମୟ ରେ ପ୍ରିୟଦର୍ଶୀ ୱାର୍ଡ ନମ୍ବର 5 ରେ ଏକ ରୋଡ ସୋ ରେନିର୍ବାଚନ ପ୍ରଚାରରେ ଆସି ଚାକେଇସିଆନି ଅଞ୍ଚଳରେ ପ୍ରଚାର କରିଥିଲେ।ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ମୋଦି ଗ୍ୟାରେଣ୍ଟି ପାଇଁ ଯୋଡି ପଦ୍ମ ଫୁଲରେ ମୋହର ମାରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।ବିଜେପି ମଣ୍ଡଳ ସଭାପତି ବିଜୟ ରାଉତ ଶେଷ ଦେବ, ନେତୃତ୍ବରେ ଆୟୋଜିତ ନିର୍ବାଚନ ସଭାରେ ନାରୀ ନେତ୍ରୀ ରଶ୍ମି ରେଖା ଜେନା, ଆଲୋକ ପାଣିଗ୍ରାହୀ,ସ୍ୱାକ୍ଷର ମହାନ୍ତି ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required