Search for:
  • Home/
  • ରାଜ୍ୟ/
  • ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୁଗାନ୍ତକାରୀ କ୍ରାନ୍ତି ଆଣିବ* : *ଜଗନ୍ନାଥ ପ୍ରଧାନ*

ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୁଗାନ୍ତକାରୀ କ୍ରାନ୍ତି ଆଣିବ* : *ଜଗନ୍ନାଥ ପ୍ରଧାନ*

Spread the love

Loading

ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୁଗାନ୍ତକାରୀ କ୍ରାନ୍ତି ଆଣିବ* : *ଜଗନ୍ନାଥ ପ୍ରଧାନ*

 

ଭୁବନେଶ୍ବର୦୯,୦୫… ଆମ ସଂସ୍କୃତିରେ ମହିଳାଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଜିବା ସହ ସେମାନଙ୍କୁ ମା’ ରୂପେ ବନ୍ଦନା କରାଯିବା ସାରା ବିଶ୍ବବାସୀଙ୍କୁ ପ୍ରେରିତ କରିଥାଏ ା ଏକ ଶୃଙ୍ଖଳିତ ପରିବାର ହେଉ ଅବା ସଶକ୍ତ ରାଷ୍ଟ୍ର ଏବଂ ବିକଶିତ ସମାଜ ଗଠନରେ ସଦାସର୍ବଦା ମହିଳାମାନେ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି ା ଆଜି ଓ୍ବାର୍ଡ ନଂ ଅନ୍ତର୍ଗତ ଚିନ୍ତାମଣିଶ୍ବର ଠାରେ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରି ଜଗନ୍ନାଥ କହିଛନ୍ତି ଦେଶରେ ମୋଦି ସରକାର ଆସିବା ପରେ ମହିଳାମାନଙ୍ର ସର୍ବାଧିକ ବିକାଶ ହେବା ସହ ସଶକ୍ତିକରଣ ହୋଇଚି ା ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ମୋଦି ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି ଯାହା ଦେଶରେ କୋଟିକୋଟି ମହିଳାଙ୍କୁ ସ୍ବାବଲମ୍ବୀ କରିଚି ବୋଲି ଜଗନ୍ନାଥ କରିଛନ୍ତି ା ଉଜ୍ବଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା,ଓ ସର୍ବୋପରି ମହିଳାଙ୍କୁ ସମାଜିକ ନ୍ୟାୟ ପ୍ରଦାନ ପାଇଁ ‘ତିନ୍ ତଲାକ୍ ଭଳିନକଳା ଆଇନ’ ଉଛେଦ୍ ଏକ ଐତିହାସିକ ନିଷ୍ପତି ବୋଲି ଜଗନ୍ନାଥ ତହିଛନ୍ତି ା ସର୍ବୋପରି ଦଳର ସଙ୍କଳ୍ପ ପତ୍ରରେ ମହିଳାଙ୍କ ସ୍ବାବଲମ୍ବୀ କରିବା ପାଇଁ ମୋଦି ସରକାରଙ୍କ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନା ମହିଳା ଶସକ୍ତିକରଣରେ ଆଗାମୀ ଦିନରେ ଯୁଗାନ୍ତକାରୀ କ୍ରାନ୍ତି ଆଣିବ ବୋଲି ଜଗନ୍ନାଥ କହିଚନ୍ତି ା ସୁଭଦ୍ରା ଯୋଜନାରେ ମହିଳାମାନେ ୫୦ୱହଜାରୱଟଙ୍କାରଭାଉଚର ଡାହାକୁ ମହିଳାମାନେ ୨ ବର୍ଷ ମଧ୍ୟରେ ବିଭିନ୍ନ କିସ୍ତିରେ ଖର୍ଚ୍ଚ କରି ପାରିବେ ା ହେଲେ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ସରକାର ସମୟରେ ମହିଳା ନିର୍ଜାତନାରେ ରକ୍ୟରେ ସର୍ବକାଳୀନ ରେକର୍ଡ କରିଚି ଯେଉଁଥି ପାଇଁ ରାଜ୍ୟବାସୀ ତାଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ଜଗନ୍ନାଥ କହିଛନ୍ତି ା ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ କରିବାକକୁ ସମାବେଶରେ ଉପସ୍ଥିତ ହଜାର ହଜାର ମହିଳାଙ୍କୁ ନିବେଦନ କରିଥିଲେ ା

Leave A Comment

All fields marked with an asterisk (*) are required