Search for:

ଭୁବନେଶ୍ଵର (ଉତ୍ତର) ସିପିଆଇ ପ୍ରାର୍ଥୀ ଶଙ୍କର୍ଷଣ ବାରିକଙ୍କ ନାମାଙ୍କନ ପତ୍ର ଦାଖଲ ହେଲା।

ଭୁବନେଶ୍ଵର (ଉତ୍ତର) ସିପିଆଇ ପ୍ରାର୍ଥୀ ଶଙ୍କର୍ଷଣ ବାରିକଙ୍କ ନାମାଙ୍କନ ପତ୍ର ଦାଖଲ ହେଲା। ଭୁବନେଶ୍ଵର: ତା୩୦/୪: ଆଜି ଓଡ଼ିଶା ବିଧାନସଭାର ୧୧୩-ଭୁଵନେଶ୍ଵର (ଉତ୍ତର) ନିର୍ବାଚନମଣ୍ଡଳୀ ର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ଶଙ୍କର୍ଷଣ ଵାରିକଙ୍କ ନାମାଙ୍କନ ପତ୍ର ଭୁବନେଶ୍ଵର ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ଠାରେ ଦାଖଲ ହୋଇ ଅଛି। ଏହା ପୁର୍ବରୁ ଆଜି ସକାଳ ୯ଟାରେ ଭୁବନେଶ୍ଵର (ଉତ୍ତର) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଢକଣଠାରୁ ଏକ ମୋଟରସାଇକେଲ ଶୋଭାଯାତ୍ରା ଆସି ସିପିଆଇ [...]

ପଛପଟୁ ଧକ୍କା ଦେଲା ଟ୍ରକ୍, ୩ ଆହତ।

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଶୋଭାଯାତ୍ରା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ୍, ୩ ଆହତ ଭୁବନେଶ୍ୱର:ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା । ବିଜେଡିର ଶୋଭାଯାତ୍ରା ଯାଉଥିବା ବେଳେ ପଛୁପଟୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ୩ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ବଡ଼ମ୍ବାର ଆଲୋକ ନାୟକ, ନୁଖାପଡ଼ାର ରତିରଞ୍ଜନ ବେହେରା ଓ ବାଙ୍କୀ [...]

ମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ!

ମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ! ଭୁବନେଶ୍ୱର:ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଛି ବଡ଼ ଖବର । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାଫଳ ମେ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଫଳ ପ୍ରକାଶ ନେଇ ବୋର୍ଡ ଗୁରୁତ୍ବ ଦେଉଛି। ଏଥର [...]

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ *ନିର୍ବାଚନୀ ବୈତରଣୀ ପାର ପାଇଁ ସରକାର ହାତବାରିସୀ କରିଛନ୍ତି ମିଶନ ଶକ୍ତି ବିଭାଗକୁ: ଗୋଲକ ମହାପାତ୍ର*  ଓଡ଼ିଶାର ମହିଳାମାନେ ଆର୍ôଥକ ଭାବେ ସଶକ୍ତ ହେବା ପାଇଁ ମିଶନ ଶକ୍ତି ଆରମ୍ଭ ହୋଇଥିଲା କିନ୍ତୁ ସେମାନଙ୍କୁ ନେଇ “ଭିଡିଓ ମୁଖ୍ୟମନ୍ତ୍ରୀ”ଙ୍କ ପାଇଁ ଭୋଟ ପ୍ରଚାର କାର୍ଯ୍ୟରେ ଲଗାଯାଉଛି  ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ [...]

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ସାଇବର ଥାନାରେ ଏତଲା

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ସାଇବର ଥାନାରେ ଏତଲା *ମିଥ୍ୟା ଭିଡିଓ ଦେଖାଇ ନିର୍ବାଚନ ସଭାରେ ଭାଷଣ ଦେଇଥିବା ପ୍ରଦୀପ ମାଝୀ ଓ ଭିକେ ପାଣ୍ଡିଆନଙ୍କୁ ଗିରଫ କରାଯାଉ: ସମୀର ମହାନ୍ତି*  ବିଜେଡି ସରଳ, ଦଳିତ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି  ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର [...]

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ, ଶୁଭେଚ୍ଛା ଜଣାଇଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର:ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପରେ ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରଣବ ପ୍ରକାଶ । ଅନ୍ୟପଟେ [...]

ମୋହନା ଓ ଚିକିଟିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର,

ମୋହନା ଓ ଚିକିଟିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜିତେଇବାକୁ ଅନୁରୋଧ ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛନ୍ତି ୧୦୦୦ ଟଙ୍କା ଚିକିଟି ସାଙ୍ଗରେ ମୋର ଗଭୀର [...]

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ [...]

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ଉପରେ

ଭୁବନେଶ୍ୱର:ସାରା ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପ୍ରାୟ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର (ଏସଆରସି) ଟାଣ ଖରାକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଉଛି । ହେଲେ କମିଶନରେଟ ପୋଲିସ ସରକାରଙ୍କ ଏହି ପରାମର୍ଶକୁ ଫୁ’ କରି ନିରାଟ ଖରା ସମୟରେ ନିଜର ସଫଳତା ବଖାଣିବାକୁ ଏକାଧିକ [...]

ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ଭୁବନେଶ୍ୱର : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ବାସନ୍ତୀ ମଲ୍ଲିକଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ [...]