Search for:
  • Home/
  • ରାଜ୍ୟ/
  • ପଛପଟୁ ଧକ୍କା ଦେଲା ଟ୍ରକ୍, ୩ ଆହତ।

ପଛପଟୁ ଧକ୍କା ଦେଲା ଟ୍ରକ୍, ୩ ଆହତ।

Spread the love

Loading

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଶୋଭାଯାତ୍ରା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ୍, ୩ ଆହତ

ଭୁବନେଶ୍ୱର:ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା । ବିଜେଡିର ଶୋଭାଯାତ୍ରା ଯାଉଥିବା ବେଳେ ପଛୁପଟୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ୩ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ବଡ଼ମ୍ବାର ଆଲୋକ ନାୟକ, ନୁଖାପଡ଼ାର ରତିରଞ୍ଜନ ବେହେରା ଓ ବାଙ୍କୀ କଳା ପଥର ଗାଁର ଜୟନ୍ତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି ।

ବିଜେଡି ରାଲି ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Comment

All fields marked with an asterisk (*) are required