Search for:

୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ

ଭୁବନେଶ୍ୱର:୨୦.୦୭ ମଣିପୁରରେ ସ୍ଥିତି ପୁଣିଥରେ ଅନିୟନ୍ତ୍ରିତ ହୋଇଛି । ଏଠାରେ ଗୋଟିଏ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । କୁହାଯାଉଛି ଏହା ମେ ୪ ତାରିଖର ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଅଧିକାରୀଙ୍କ କହିବା ମୁତାବକ, ଏହି ଭିଡିଓ ଇଣ୍ଡିଜିନସ୍ ଲିଡର୍ସ ଫୋରମ୍ (ଆଇଟିଏଲଏଫ୍) [...]

ପ୍ରଭାସିନୀ ଷଡ଼ଙ୍ଗୀ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ନିର୍ବାଚିତ ସଭାପତି

ବରିଷ୍ଠା ସମବାୟବିତ୍‌ ପ୍ରଭାସିନୀ ଷଡ଼ଙ୍ଗୀ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ନିର୍ବାଚିତ ସଭାପତି ଭୁବନେଶ୍ୱର, ୨୦ .୭ : ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଯାହାକି ଓଡ଼ିଶାର ଶୀର୍ଷ ସମବାୟ ଅନୁଷ୍ଠାନ ଗୁଡ଼ିକର ଶୀର୍ଷ ସମବାୟ ସମିତି ରୂପେ ପରିଚିତ ତାହାର ନିର୍ବାଚିତ ସଭାପତି ରୂପେ ବରିଷ୍ଠା ସମବାୟବିତ୍‌ ପ୍ରଭାସିନୀ ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି । ଗତ ତା ୧୯.୦୭.୨୦୨୩ ରିଖ ଦିନ ଏକମାତ୍ର ପ୍ରାର୍ôଥନୀ ରୂପେ ସେ ନାମାଙ୍କନ [...]

୨୨ ତାରିଖ ସକାଳ ୧୦ଟାରେ ଏଠାରେ ସମୂହ ବୃକ୍ଷରୋପଣ ଓ ସହୀଦ ସ୍ମୃତିସ୍ତମ୍ଭ ଶିଳାନ୍ୟାସ ଅନୁଷ୍ଠିତ ହେବ

ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସର ମୁକସାକ୍ଷୀ, ଜୈବ ବିବିଧତାର ପ୍ରାଣକେନ୍ଦ୍ର ତଥା ଭୁବନେଶ୍ୱରର ଫୁସ୍‌ଫୁସ୍‌ ମା’ ଶିଖରଚଣ୍ଡୀ ପାହାଡ଼ରେ କୌଣସି ପରିସ୍ଥିତିରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ୨୨ ତାରିଖ ସକାଳ ୧୦ଟାରେ ଏଠାରେ ସମୂହ ବୃକ୍ଷରୋପଣ ଓ ସହୀଦ ସ୍ମୃତିସ୍ତମ୍ଭ ଶିଳାନ୍ୟାସ ଅନୁଷ୍ଠିତ ହେବ ଭୁବନେଶ୍ୱର, ୨୦ .୭ : ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଆଜି ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ [...]

ନର୍ମାଣ ଶ୍ରମିକ ବିଭିନ୍ନ ଦାବି ପୂରଣ ପାଇଁ ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଉ

  ନର୍ମାଣ ଶ୍ରମିକ ବିଭିନ୍ନ ଦାବି ପୂରଣ ପାଇଁ ଶ୍ରମ କମିଶନର ଘେରାଉ ଭୁବନେଶ୍ୱର, ତା. ୨୦ /୦୭/୨୦୨୩ ରିଖ : ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ନିର୍ମାଣ ଶ୍ରମିକ ଫେଡେ଼ରେସନ, ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ଏବଂ ଆଂଚଳିକ ଶ୍ରମିକ ସଂଗଠନ ମାନଙ୍କୁ ନେଇ ଗଠିତ ରାଜ୍ୟ ନିର୍ମାଣ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ତରଫରୁ ନିର୍ମାଣ ଶ୍ରମିକମାନଙ୍କର ବିଭିନ୍ନ ଦାବି ପୂରଣ ପାଇଁ ଆଜି ତା. ୧୯/୦୭/୨୦୨୩ [...]

୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

  ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଭୁବନେଶ୍ୱର:୨୦.୦୭  ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା [...]

ୱାର୍ଡ ୪୦ ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ

ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱର :୨୦.୭ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପ୍ରାୟ ୫୦ ରୁ ଉର୍ଦ୍ଧ ଫଳ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା । ଆମ୍ବ, ପଣସ, ପିସ୍ତା ବାଦାମ, ବଉଳ ଇତ୍ୟାଦି ଗଛ ସବୁ ରାସ୍ତାର ଦୁଇ ପାର୍ଶ୍ଵରେ ଖାଲି ସ୍ଥାନରେ ଲଗା ଯାଇଥିଲା । [...]

“୫-ଟି ରୂପାନ୍ତରଣ ବ୍ୟବସ୍ଥା” କେବଳ ବିଜେଡି ନେତା ଓ ଠିକାଦାରଙ୍କ ଲାଭ ପାଇଁ: ତେଜେଶ୍ୱର ପରିଡା

ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ଓ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ “୫-ଟି ରୂପାନ୍ତରଣ ବ୍ୟବସ୍ଥା” କେବଳ ବିଜେଡି ନେତା ଓ ଠିକାଦାରଙ୍କ ଲାଭ ପାଇଁ: ତେଜେଶ୍ୱର ପରିଡା  କୋମଳମତି ଛାତ୍ରଛାତ୍ରୀଙ୍କର ମାନବାଧିକାର କ୍ଷୁର୍ଣ୍ଣ କରୁଛନ୍ତି ରାଜ୍ୟ ସରକାର  ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି  ରାଜ୍ୟ ସରକାର ୫-ଟି ରୂପାନ୍ତରଣ ନାଁରେ ରାଜନୈତିକ ଫାଇଦା ନେବା ପାଇଁ ଚାଲିଥିବା ସାଙ୍ଘାତିକ [...]

5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି

ଭୁବନେଶ୍ୱର:୧୮.୦୭ ରାଜ୍ୟରେ ଏ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ 6883 ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ 8654 ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ [...]

ସମସ୍ତଙ୍କ ପାଇଁ ବିଜୁଳି’ ଲକ୍ଷ୍ୟ ହାସଲରେ ମିଳିଛି ସଫଳତା – ମୁଖ୍ୟମନ୍ତ୍ରୀ

  ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ ୬୫୦ କୋଟି ଟଙ୍କା ଖର୍ଚ୍ଚ, ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ ମିଳିବ ଗୁଣାତ୍ମକ, ନିରନ୍ତର ବିଜୁଳି OPGC ଓ OPTCL ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୪୫ କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ‘ସମସ୍ତଙ୍କ ପାଇଁ ବିଜୁଳି’ ଲକ୍ଷ୍ୟ ହାସଲରେ ମିଳିଛି ସଫଳତା – ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର:୧୮.୦୭ [...]

ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ ।

ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ । ଭୁବନେଶ୍ୱର:5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଞ୍ଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ [...]